Kashmiri Pandit Rahul Bhatt
କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକୁ ନେଇ ହୁଲସ୍ତୁଲ କାଶ୍ମୀର ଘାଟି। ସୁରକ୍ଷା ଓ ନ୍ୟାୟ ପାଇଁ ଜାଗା ଜାଗାରେ ପଣ୍ଡିତ ସଂପ୍ରଦାୟର ପ୍ରୋଟେଷ୍ଟ ମାର୍ଚ୍ଚ। ପ୍ରତିବାଦ ଶୋଭଯାତ୍ରା ବେଳେ ଶ୍ରୀନଗରରେ ପ୍ରଦର୍ଶନକାରୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ସେପଟେ ଏହାକୁ ନେଇ ରାଜନୀତି ବି ତେଜିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)