/odishatv-khabar/media/post_attachments/uploadimage/library/16_9/16_9_0/s_1652501837.jpg)
India Bans Wheat Exports
ଗହମ ରପ୍ତାନୀ ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇଛନ୍ତି। ଘରୋଇ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଗହମ ରପ୍ତାନୀ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଯାଇଛି। କେବଳ କେନ୍ଦ୍ର ସରକାରଙ୍କ ଅନୁମତିରେ ଗହମ ରପ୍ତାନୀ ହୋଇପାରିବ।
Advertisment
ଜରୁରୀ ଆବଶ୍ୟକତା ଥିବା ଦେଶ ଓ ସେମାନଙ୍କ ସରକାରଙ୍କ ଅନୁରୋଧ କ୍ରମେ କେବଳ କେନ୍ଦ୍ର ସରକାରଙ୍କ ଅନୁମତିରେ ଗହମ ରପ୍ତାନୀ ହୋଇପାରିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)