କର୍ଣ୍ଣାଟକରେ ଏବେ ଟମାଟୋ ଫ୍ଲୁ(Tomato flu)କୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଗତ କିଛି ଦିନ ଧରି କର୍ଣ୍ଣାଟକରେ ଏହି ରୋଗ ଦେଖା ଦେଇଛି। ପୂର୍ବରୁ ତାମିଲନାଡୁ ଓ କେରଳରେ ଏହି ରୋଗ ଦେଖା ଦେଇଥିଲା। ତେବେ ଏହି ସଂକ୍ରାମକ ରୋଗ ଧୀରେ ଧୀରେ ବ୍ୟାପୁଥିବାରୁ କର୍ଣ୍ଣାଟକରେ ହାଇ ଆଲର୍ଟ ଜାରି କରାଯାଇଛି।
Published: Satyendu Shekher Mishra
Last updated: 12 May 2022, 09:39 PM IST
ବିରାଟ ଯୁଦ୍ଧ ଭିତରେ ସାଢେ ୪ ଘଣ୍ଟା। କିଛି କମ୍ ନୁହେଁ । ଯେଉଁ ସମୟରେ ଅଟକିଯାଇଥିଲା ଋଷିଆ-ୟୁକ୍ରେନ ଯୁଦ୍ଧ । ଆପଣ ଏବେ ବି ଭାବୁଥିବେ କ’ଣ ପାଇଁ ? ମୋଦି ଏମିତି ଗୋଟିଏ ବୈଶ୍ୱିକ ବିପତ୍ତି ବେଳେ ଏମିତି କ’ଣ ପାଇଁ କଲେ ।