Advertisment

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ୨୬ ମୃତଦେହ ଉଦ୍ଧାର

ନିଆଁ ଲାଗିବା ପରେ ଦ୍ରୁତଗତିରେ ଅନ୍ୟ ଅଞ୍ଚଳକୁ ବ୍ୟାପିଯାଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
west Delhi Fire

west Delhi Fire

ଦିଲ୍ଲୀ ମୁଣ୍ଡକା ମେଟ୍ରୋ ଷ୍ଟେସନରେ ବଡ଼ ଧରଣର ଅଗ୍ନିକାଣ୍ଡ। ଷ୍ଟେସନର ବହୁ ତଳ କୋଠାରେ ନିଆଁ ଲାଗି ୨୬ରୁ ଅଧିକ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନରେ ଏକ ବହୁତଳ କୋଠାର ୫୪୪ ନମ୍ବର ପିଲାର୍‌ରେ ପ୍ରଥମ ନିଆଁ ଲାଗିଥିଲା। ଅପରାହ୍ଣ ୪ଟା ୪୦ ମିନିଟ୍‌ ନିଆଁ ଲାଗିବା ପରେ ଦ୍ରୁତଗତିରେ ଅନ୍ୟ ଅଞ୍ଚଳକୁ ବ୍ୟାପିଯାଇଥିଲା।   

Advertisment

ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି। 


Advertisment

— ANI (@ANI) May 13, 2022

ଦିଲ୍ଲୀ ଅଗ୍ନିକାଣ୍ଡକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି। 


— President of India (@rashtrapatibhvn) May 13, 2022

ଦିଲ୍ଲୀ ଅଗ୍ନିକାଣ୍ଡକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଃଖ ପ୍ରକାଶ କରିଛନ୍ତି। 


— Arvind Kejriwal (@ArvindKejriwal) May 13, 2022

Delhi Fire Building
Advertisment
Advertisment