ଗତ କିଛି ଦିନ ଧରି କର୍ଣ୍ଣାଟକରେ ଏହି ରୋଗ ଦେଖା ଦେଇଛି। ପୂର୍ବରୁ ତାମିଲନାଡୁ ଓ କେରଳରେ ଏହି ରୋଗ ଦେଖା ଦେଇଥିଲା। ତେବେ ଏହି ସଂକ୍ରାମକ ରୋଗ ଧୀରେ ଧୀରେ ବ୍ୟାପୁଥିବାରୁ କର୍ଣ୍ଣାଟକରେ ହାଇ ଆଲର୍ଟ ଜାରି କରାଯାଇଛି।