Tag: Kashmiri Pandit

Kashmiri Pandit Rahul Bhatt
କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକୁ ନେଇ ହୁଲସ୍ତୁଲ କାଶ୍ମୀର ଘାଟି

କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକୁ ନେଇ ହୁଲସ୍ତୁଲ କାଶ୍ମୀର ଘାଟି। ସୁରକ୍ଷା ଓ ନ୍ୟାୟ ପାଇଁ ଜାଗା ଜାଗାରେ ପଣ୍ଡିତ ସଂପ୍ରଦାୟର ପ୍ରୋଟେଷ୍ଟ ମାର୍ଚ୍ଚ। ପ୍ରତିବାଦ ଶୋଭଯାତ୍ରା ବେଳେ ଶ୍ରୀନଗରରେ ପ୍ରଦର୍ଶନକାରୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ସେପଟେ ଏହାକୁ ନେଇ ରାଜନୀତି ବି ତେଜିଛି।

Terrorist Attack
କାଶ୍ନୀର ପଣ୍ତିତଙ୍କୁ ଟାର୍ଗେଟ୍‌ କଲେ ଆତଙ୍କବାଦୀ; ୨୪ ଘଣ୍ଟାରେ ୪ ଥର ହମଲା

ଗତ ୨୪ ଘଣ୍ଟା ମଧ୍ୟରେ ଶ୍ରୀନଗରରେ ଆତଙ୍କବାଦୀଙ୍କ ଗୁଳିରେ ୭ ଜଣ ଶିକାର ହୋଇଛନ୍ତି । କାଶ୍ମୀର ପଣ୍ତିତଙ୍କ ଉପରେ ଆତଙ୍କୀ ହମଲା । ଦକ୍ଷିଣ କଶ୍ମୀର ସୋପିଆନ୍‌ ଉପତ୍ୟାକାର ଛୋଟୋଗାମ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।