ତାଜମହଲ ପିଟିସନରଙ୍କୁ ଝଟକା ଦେଲେ ଆହ୍ଲାବାଦ ହାଇକୋର୍ଟ । ତାଜମହଲର ପ୍ରକୃତ ଇତିହାସ ଜାଣିବାକୁ ହାଇକୋର୍ଟରେ ହୋଇଥିବା ଆବେଦନ ବିଚାର ଯୋଗ୍ୟ ନୁହେଁ ବୋଲି କଡ଼ା ଟିପ୍ପଣୀ ଦେଇଛନ୍ତି ହାଇକୋର୍ଟ ।