• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Ashwini Vaishnaw
‘ଓଡ଼ିଶାକୁ ଇତିହାସରେ ସର୍ବାଧିକ ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ’

ଚଳିତ ବର୍ଷ ଓଡ଼ିଶାକୁ ଦିଆଯାଇଥିବା ରେଳ ଅନୁଦାନ କଂଗ୍ରେସ ସରକାରଙ୍କ ତୁଳନାରେ ୧୦ଗୁଣ ଅଧିକ ।

China Makes Galwan Soldier Olympics Torchbearer
ଦୁନିଆ ସାମ୍ନାରେ ଲଜ୍ଜିତ ହେବା ପରେ ବି ସୁଧୁରୁନି ଚୀନ, ପୁଣି ଭାରତକୁ ଉସ୍‌କାଇଲା

ଭାରତକୁ କୌଣସି ମତେ ଉସୁକାଇବାକୁ ପଛଘୁଞ୍ଚା ଦେଉନି ଡ୍ରାଗନ୍। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ନିଜ ଚିରାଚରିତ ଢଙ୍ଗରେ ଭାରତକୁ ଉସୁକାଇଛି ଚୀନ।

gold rate today
ଆପଣଙ୍କ ସହରରେ କେତେ ରହିଛି ସୁନା ଦାମ୍, ଜାଣନ୍ତୁ

ସାମାନ୍ୟ କମିଛି ସୁନାର ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୦୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୦୮୦ ଟଙ୍କା ରହିଛି । ଆଜି ରୁପା କିଲୋଗ୍ରାମ ପ୍ରତି ୬୨,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Youth Dies While Saving Gir Friend
ସୁଇସାଇଡ୍‌ କରିବାକୁ ଯାଇ ପ୍ରେମିକା ବଞ୍ଚିଗଲା, ଉଦ୍ଧାର କରିବାକୁ ଯାଇ ପ୍ରେମିକର ଜୀବନ ଗଲା

କାଳ ହେଲା ତ୍ରିକୋଣୀୟ ପ୍ରେମ(Love Triangle) । ଏକାସଙ୍ଗେ ୨ ଜଣ ଯୁବତୀଙ୍କ ସହ ସମ୍ପର୍କ ଶେଷରେ ଜଣେ ଯୁବକଙ୍କ ଜୀବନ ନେଇଛି। ସମ୍ପୃକ୍ତ ଯୁବକ ଦୁଇ ଜଣ ଗର୍ଲଫ୍ରେଣ୍ଡ୍‌ଙ୍କୁ ଏକାସଙ୍ଗେ ଭେଟ କରାଇବା ଲାଗି ଦକ୍ଷିଣ କନ୍ନଡ ଜିଲ୍ଲା ସୋମେଶ୍ୱର ବେଳାଭୂମିକୁ ଡାକିଥିଲେ।

Galwan Clash
ଧରାପଡ଼ିଲା ଚୀନର ଡାହା ମିଛ: ଗଲ୍‌ୱାନ୍‌ ସଂଘର୍ଷରେ ନଦୀରେ ଭାସି ଯାଇଥିଲେ ଚୀନର ୩୮ ସେନା

ଗଲ୍‌ୱାନ୍‌ ସଂଘର୍ଷରେ ମରିଥିଲେ ଚୀନ ସେନାର ଅନେକ ସୈନିକ। ଗୋଟି କି ଦୁଇ ଜଣ ନୁହେଁ ମରିଥିଲେ ଚୀନର ୩୮ ଜଣ PLA(People's Liberation Army) ସୈନିକ। 

Digital Currency
କଣ ଏହି ଡିଜିଟାଲ କରେନ୍ସି ? ଆସନ୍ତୁ ଜାଣିବା..

ବଜେଟରେ ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି- CBDC କୁ ନେଇ ଚର୍ଚ୍ଚା ଜୋର ଧରିଛି । କଣ ଏହି ଡିଜିଟାଲ କରେନ୍ସି ? କାହିଁକି ଏମିତି ମୁଦ୍ରା ଆଣିବାକୁ ବିଚାର କଲା ଆରବିଆଇ ? ଏହାର ଉପଯୋଗିତା କଣ? କେମିତି ବ୍ୟବହାର କରିବେ ଲୋକେ ? ଏହାକୁ ନେଇ ଅନେକ ପ୍ରଶ୍ନ, ଅନେକ ଦ୍ୱନ୍ଦ୍ୱ ।

Digital Currency
ନୂଆ ମୁଦ୍ରା ଡିଜିଟାଲ୍ କରେନ୍ସି କେବେ ଆସିବ ?

କ୍ରିପ୍ଟୋକରେନ୍ସି ବିଶ୍ୱବ୍ୟାପୀ ନୂଆ କ୍ରେଜ୍ ତିଆରି କରିଚାଲିଥିବା ବେଳେ ଭାରତରେ ଏହା ଏଯାଏଁ ଆଇନ ସମ୍ମତ ହୋଇନାହିଁ। ଏଣେ ଆରବିଆଇ ଆଣିବାକୁ ଯାଉଛି ଡିଜିଟାଲ୍ କରେନ୍ସି

Mamata Banerjee Block Governor on Twitter
ରାଜ୍ୟପାଳଙ୍କ ଟ୍ୱିଟ୍‌ ମତେ ବିରକ୍ତ କରୁଛି: ମମତା ବାନାର୍ଜୀ

ତେଜୁଛି ମମତା ଓ ଧନକରଙ୍କ ମଧ୍ୟରେ ବିବାଦ । ମମତାଙ୍କ କହିବାନୁଯାୟୀ ସେ ରାଜ୍ୟପାଳଙ୍କ ଟ୍ୱିଟରେ ଅସନ୍ତୁଷ୍ଟ ହୋଇ ସେ ତାଙ୍କୁ ଟ୍ୱିଟରରେ ବ୍ଲକ୍ କରିଛନ୍ତି। ଜଗଦୀପ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକଙ୍କୁ ଧମକ ମଧ୍ୟ ଦେଉଛନ୍ତି।’ ଏଥିପାଇଁ ମୁଁ ବିରକ୍ତ ହୋଇ ତାଙ୍କୁ ଟ୍ୱିଟରରେ ବ୍ଲକ କରିଦେଇଛି ।

Digital University
ଦେଶର ଭବିଷ୍ୟତ ଡିଜିଟାଲ ବିଶ୍ୱବିଦ୍ୟାଳୟ ? କିପରି ଲାଭବାନ୍ ହେବେ ଛାତ୍ରଛାତ୍ରୀ

ଆଞ୍ଚଳିକ ଭାଷାରେ ମଧ୍ୟ ଛାତଛାତ୍ରୀଙ୍କୁ ଏହି ସୁବିଧା ଉପଲବ୍ଧ କରାଇବେ ସରକାର । ଯେଉଁଥିରେ ଅନ୍ୟ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନଗୁଡ଼ିକ ମଧ୍ୟ ସାହାଯ୍ୟ କରିବେ ।

gold rate today
ବଢିଲା ସୁନା ଦର, ଜାଣନ୍ତୁ କେତେ ରହିଛି ସୁନା ଦାମ୍

ବଢିଲା ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୨୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୨୫୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୨,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

WHO Flags Concern On Rising COVID-19 Deaths, Says Omicron Yet To Peak In Many Countries
ହୁ’ର ସତର୍କବାଣୀ: ଟଳିନି ଓମିକ୍ରନ ବିପଦ

ବିଶ୍ୱରେ ଟଳିନି ଓମିକ୍ରନ ବିପଦ । ସାରା ବିଶ୍ୱରେ ଚିନ୍ତାଜନକ ସ୍ଥିତିରେ ରହିଛି ଓମିକ୍ରନ ସଂକ୍ରମଣ । ଗତ କିଛିଦିନ ହେଲା ବିଶ୍ୱର ବିଭିନ୍ନ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ।

Union Budget 2022- 10 Major Announcements
ଆସିଯାଇଛି ବଜେଟ୍‌, ଚୁଟ୍‌କରିରେ ଜାଣନ୍ତୁ ବଜେଟ୍‌ରେ କେଉଁ ୧୦ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର

ସଂସଦରେ ଆସିଲା ବଜେଟ୍‌: ତେବେ ଚୁଟକିରେ ଜାଣିନିଅନ୍ତୁ ଚଳିତ ବଜେଟ୍‌ରେ କେଉଁ ୧୦ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର

Digital Currency
ଭାରତ ଆଣିବ ନିଜସ୍ବ ଡିଜିଟାଲ୍ ମୁଦ୍ରା

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍‌ ଉପସ୍ଥାପନ ବେଳେ କ୍ରିପ୍ଟୋ କରେନ୍ସି(Cryptocurrency)କୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି।

Tax Payers
ବଜେଟରେ ନିରାଶ ଟ୍ୟାକ୍ସ ପେୟର ଓ ସାଲାରିଡ୍ କ୍ଲାସ୍

ଏ ବଜେଟ୍‌ରେ ବି ନିରାଶ ଟ୍ୟାକ୍ସ ପେୟର ଓ ସାଲାରିଡ୍ କ୍ଲାସ୍ । ସେମାନଙ୍କ ପାଇଁ ସ୍ଥିତି ଯଥା ପୂର୍ବଂ ତଥା ପରଂ। ମିଳିଲାନି ଆୟକର ସୀମା ଛାଡ଼ରେ କୌଣସି ରିହାତି। ପୁଣି ଦେବେ ପୁରୁଣା ବର୍ଷ ହିସାବରେ ଇନକମ୍ ଟ୍ୟାକ୍ସ ।

Union Budget 2022
ଆସିଲା କେନ୍ଦ୍ର ବଜେଟ୍ ୨୦୨୨ରେ ବିକାଶର ହିସାବ ଚିଠା

କେନ୍ଦ୍ରୀୟ ବଜେଟ୍ ୨୦୨୨-୨୩ରେ ସବୁକ୍ଷେତ୍ରକୁ ଅର୍ଥନୈତିକ ବିକାଶର ଧାରା । ଶିଳ୍ପ ଓ ଭିତ୍ତିଭୂମି ବିକାଶ ସହ କୃଷି ଓ ସାମାଜିକ କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Income Tax
ମିଳିଲାନି ଆୟକର ସୀମା ଛାଡ଼ରେ କୌଣସି ରିହାତି: ପୂର୍ବ ବର୍ଷ ହିସାବରେ ଦେବେ ଇନକମ୍ ଟ୍ୟାକ୍ସ

ଏ ବଜେଟ୍‌ରେ ବି ନିରାଶ ଟ୍ୟାକ୍ସ ପେୟର ଓ ସାଲାରିଡ୍ କ୍ଲାସ୍ । ସେମାନଙ୍କ ପାଇଁ ସ୍ଥିତି ଯଥା ପୂର୍ବଂ ତଥା ପରଂ। ମିଳିଲାନି ଆୟକର ସୀମା ଛାଡ଼ରେ କୌଣସି ରିହାତି। ପୁଣି ଦେବେ ପୁରୁଣା ବର୍ଷ ହିସାବରେ ଇନକମ୍ ଟ୍ୟାକ୍ସ ।

Budge Highlight, helpful for poor
ଗରିବଙ୍କ କାମରେ ଆସିବ ବଜେଟ୍ ୨୦୨୨-୨୩

ଚଳିତ ବଜେଟ୍‌ରେ ଭିତ୍ତିଭୂମି ବିକାଶ ଓ ଶିଳ୍ପ ଅଗ୍ରଗତି ଜରିଆରେ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ ଲାଗି ଲକ୍ଷ୍ୟ ରଖାଯାଇଛି। ପିଏମ୍ ଗତିଶକ୍ତି ମାଷ୍ଟର୍‌ପ୍ଲାନ୍ ଅନ୍ତର୍ଗତ ୭ଟି ଇଂଜିନ ରୋଡ୍, ରେଲ୍‌ୱେ, ଏୟାରପୋର୍ଟ, ପୋର୍ଟ, ଜଳମାର୍ଗ, ପରିବହନ ଓ ଲଜିଷ୍ଟିକ ଇନ୍ଫ୍ରା ବିକାଶ ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ ହେବ।

Income Tax Unchanged
ଆୟକର ସ୍ଲାବ୍ ଅପରିବର୍ତ୍ତିତ, IT ରିଟର୍ଣ୍ଣ ସୁଧାରିବାକୁ ୨ ବର୍ଷ ମହଲତ

ଅପରିବର୍ତ୍ତିତ ରହିଲା ଆୟକର(Income Tax) ସ୍ଲାବ୍। ଚଳିତ ବର୍ଷ ବି କେନ୍ଦ୍ରୀୟ ବଜେଟ୍‌ରେ ଆୟକର ସୀମାରେ କୌଣସି ପରିବର୍ତ୍ତନ ହୋଇନି।

Budget 2022
ଜାଣନ୍ତୁ, ବଜେଟ୍‌ରେ କ’ଣ ସବୁ ନୂଆ ଘୋଷଣା ହୋଇଛି...

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କିଛି ଜିନିଷ ମହଙ୍ଗା ହୋଇଛି। ଏହାସହ ବଜେଟ୍‌ରେ କିଛି ନୂଆ ମଧ୍ୟ ଘୋଷଣା ହୋଇଛି।

national-highway
ଜାତୀୟ ରାଜପଥ ନିର୍ମାଣ ଗତିକୁ ବଢ଼ାଇବେ ସରକାର ! ଏକ ବର୍ଷରେ ୨୫ ହଜାର କିମି ହାଇୱେ ନିର୍ମାଣ ଲକ୍ଷ୍ୟ

୨୦୨୨-୨୩ବର୍ଷରେ ମଲ୍ଟି ମୋଡାଲ୍ ଲଜିଷ୍ଟିକ୍ ପାର୍କ ମଧ୍ୟ ସ୍ଥାପନ କରାଯିବ ବୋଲି ନିର୍ମଳା ସୀତାରମଣ କହିଛନ୍ତି ।

Cryptocurrency
ନିବେଶକଙ୍କ ପାଇଁ ଆଲର୍ଟ ! କ୍ରିପ୍ଟୋ ଉପରେ ଲାଗିବ ଟ୍ୟାକ୍ସ

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍‌ ଉପସ୍ଥାପନ ବେଳେ କ୍ରିପ୍ଟୋ କରେନ୍ସି(Cryptocurrency)କୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି।

e passport
ବିଦେଶ ଯାଉଥିବା ଲୋକଙ୍କ ପାଇଁ ବଡ଼ ଘୋଷଣା ! ୨୦୨୨-୨୩ରେ ଚିପ୍‌ ଯୁକ୍ତ ଇ-ପାସପୋର୍ଟ

ସାଧାରଣ ନାଗରିକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୨୦୨୨-୨୩ ବର୍ଷରୁ ଇ-ପାସପୋର୍ଟ ବ୍ୟବସ୍ଥା କରାଯିବ । ଭବିଷ୍ୟତରେ ସୁବିଧା ପାଇଁ ଇ-ପାସପୋର୍ଟରେ ଏକ ଆଧୁନିକ ଚିପ୍ ସଂଯୋଗ କରାଯିବ ।

Budget 2022
Budget 2022: ଜାଣନ୍ତୁ କ’ଣ ହେଲା ଶସ୍ତା ଓ କ’ଣ ମହଙ୍ଗା...

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ହୀରା ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୫%କୁ ହ୍ରାସ ନେଇ ଘୋଷଣା କରିଛନ୍ତି। 

gold rate today
ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍, ଜାଣନ୍ତୁ

ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩,୮୨୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୮୩୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୪୦୦ ଟଙ୍କା କମି ୬୦,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

5g
ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା ! ୨୦୨୨-୨୩ରେ 5G ସ୍ପେକ୍ଟ୍ରମ ନିଲାମ ପାଇଁ ଆହ୍ୱାନ

ଭାରତ ନେଟ୍ ପ୍ରୋଜେକ୍ଟ ଜରିଆରେ ୨୦୨୫ ସୁଦ୍ଧା ସବୁ ଗାଁକୁ ଅପ୍ଟିକାଲ ଫାଇବର ବିଛାଯିବ। ୨୦୨୨-୨୩ରେ 5G ସ୍ପେକ୍ଟ୍ରମ ନିଲାମ ପାଇଁ ଆହ୍ୱାନ କରାଯିବ।