Advertisment

ବିଜେପି ସାଂସଦଙ୍କୁ ବ୍ରେକ୍‌ଫାଷ୍ଟ ପାଇଁ ଡାକିଲେ ମୋଦି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଜ୍ୟ ବିଜେପି ସାଂସଦ ବ୍ରେକ୍‌ଫାଷ୍ଟ କରିବେ। ରାଜ୍ୟର ସବୁ ବିଜେପି ସାଂସଦଙ୍କୁ ବ୍ରେକ୍‌ଫାଷ୍ଟ ପାଇଁ ପ୍ରଧାନମନ୍ତ୍ରୀ ଡାକିଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
PM Modi To Meet BJP MPs Today

PM Modi To Meet BJP MPs Today

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଓଡ଼ିଶାର ସମସ୍ତ ସାଂସଦ। ରାଜ୍ୟ ବିଜେପି ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ଆଜି ବ୍ରେକ୍‌ଫାଷ୍ଟ ପାଇଁ ନିମନ୍ତ୍ରଣ କରି ଥିବାବେଳେ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଜେପି ସାଂସଦମାନେ ସାମିଲ ହୋଇଥିଲେ। 

Advertisment

ପ୍ରଧାନମନ୍ତ୍ରୀଙ୍କ ବାସଭନବରେ ଏହି ବ୍ରେକ୍‌ଫାଷ୍ଟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି  ଅବସରରେ ଓଡ଼ିଶାରେ ବିଜେପି ସ୍ଥିତି ଓ ଆଗାମୀ ଦିନର ରାଜନୀତିକୁ ନେଇ ଚର୍ଚ୍ଚା ହୋଇଥିବା କୁହାଯାଉଛି।

ବ୍ରେକ୍‌ଫାଷ୍ଟ ଅବସରରେ ରାଜ୍ୟ ରାଜନୀତିକୁ ନେଇ ଆଲୋଚନା ହେବାର ସମ୍ଭାବନା ଥିବା ନେଇ କାର୍ଯ୍ୟକ୍ରମ ପୂର୍ବରୁ ଚର୍ଚ୍ଚା ହେଉଥିଲା।

Advertisment
PM Modi BJP MP
Advertisment
Advertisment