ଏସିଆର କୋଟିପତି ମହିଳାଙ୍କୁ ପଛରେ ପକାଇଲେ ଭାରତୀୟ...ସେ ୮୯.୪୯ ହଜାର କୋଟି ଟଙ୍କାର ମାଲିକାଣୀ ହୋଇପାରିଛନ୍ତି...ଆସନ୍ତୁ ଜାଣିବା କିଏ ଏହି ମହିଳା...
ବାହାରିଲା ବିଏ ରେଜଲ୍ଟ...୧୦୦ରୁ ୧୫୧ ରଖି ଚର୍ଚ୍ଚାରେ ଛାତ୍ର...
ଜମି ବିବାଦ ପାଇଁ ମହିଳାଙ୍କ ସହ ଅମାନବୀୟ ତଥା ବର୍ବର ବ୍ୟବହାର
ପାର୍ଥ ଗଣମାଧ୍ୟମକୁ କହିଛନ୍ତି ଯେ, ‘ସମୟ ଆସିଲେ ସବୁକିଛି ଜାଣିପାରିବେ’। ଅର୍ପିତାଙ୍କ ଘରୁ ଜବତ ହୋଇଥିବା ଟଙ୍କା ତାଙ୍କର କି ନୁହେଁ ବୋଲି ପ୍ରଶ୍ନରେ ପାର୍ଥ କହିଛନ୍ତି, ‘ଏସବୁ ଟଙ୍କା ମୋର ନୁହେଁ’।
ସ୍ୱାଧୀନତାର ୭୫ ବର୍ଷ ଅବସରରେ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ମଧ୍ୟ ସମସ୍ତ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ଜୁନିୟର୍ଙ୍କ ଉପରେ ସିନୟରଙ୍କ ଅତ୍ୟାଚାର । ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲେ ।
କଂଗ୍ରେସ ବିଧାୟକଙ୍କ କାର୍ରୁ ମିଳିଲା ବିଡ଼ା ବିଡ଼ା ନୋଟ୍
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ହେଉଛି ଆୟକର ରିଟର୍ଣ୍ଣ ଦାଖଲର ଶେଷ ଦିନ। ଆଜି ସନ୍ଧ୍ୟା ସୁଦ୍ଧା ଯେଉଁମାନେ ଦାଖଲ କରି ନ ପାରିବେ, ଆସନ୍ତାକାଲିଠୁ ଫାଇନ ଦେବାକୁ ପଡ଼ିବ।
ମହଙ୍ଗା ପଡ଼ିଲା ଭିଡିଓ ଦେଖି ମଦ ତିଆରି ଶିଖିବା କୌଶଳ । ଏବେ ଜେଲ୍ ହୋଇପାରେ ।
ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଦୁଇ ଦୁଇ ଥର ସମନ ସତ୍ତ୍ୱେ ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ହାଜର ହୋଇନଥିଲେ। ଶେଷରେ ଇଡି ଅଧିକାରୀମାନେ ଆଜି ସକାଳ ୭ଟାରେ ତାଙ୍କ ଘରେ ରେଡ୍ କରିଛନ୍ତି।
ଯଦି ହଠାତ୍ ପୁରୁଣା ପଲିସିକୁ ଲାଗୁ କରାଯିବ ତା’ହେଲେ ଲୋକମାନେ ମଦ ଦୋକାନରେ ଭିଡ଼ ଜମାଇବେ। ଏହାକୁ ଦୃଷ୍ଟିରେ ରଖି ଶନିବାର ସନ୍ଧ୍ୟାରେ ନିଷ୍ପତ୍ତି ନିଆଯାଇଥିଲା ଯେ, ପୂର୍ବରୁ ଲାଗୁ ଥିବା ପଲିସିକୁ ୧ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।
ଗୋଟିଏ ଦିନରେ ହିଁ ଭାରତ ପାଇଛି ୩ ଟି ପଦକ । ସେଥିରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ଗୋଟିଏ ବ୍ରୋଞ୍ଜ ପଦକ ସାମିଲ ରହିଛି ।
ଜନମତ ସର୍ଭେ ଆକଳନରେ ଆସିଲା କିଛି ଏଭଳି ତଥ୍ୟ । ଏବେ ନିର୍ବାଚନ ହେଲେ NDAକୁ ମିଳିପାରେ ୩୬୧ ଆସନ ।
ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ଡାକ୍ତର ରାଜ ବାହାଦୂର କିଛି ସମୟ ପାଇଁ ସେହି ଅପରିଷ୍କାର ଶଯ୍ୟା ଉପରେ ଶୋଇଥିଲେ ।
କମନ୍ ୱେଲ୍ଥ ଗେମ୍ସରେ ଏହା ଭାରତକୁ ଦ୍ୱିତୀୟ ପଦକ । ଆଜି ହିଁ ଭାରତକୁ ପ୍ରଥମ ପଦକ ଉପହାର ଦେଇଥିଲେ ସାଗର ସଙ୍କେତ । ସେ ଭାରତ ପାଇଁ ରୌପ୍ୟ ପଦକ ଆଣିଥିଲେ ।
ସ୍ନାଚରେ ୧୧୩ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୩୫ କିଲୋ ଉଠାଇ ସେ ରୌପ୍ୟ ପଦକ ପାଇଛନ୍ତି ।
ମହାରାଷ୍ଟ୍ରର ରାଜ୍ୟପାଳଙ୍କ ବିବାଦୀୟ ବୟାନ । ଗୁଜରାଟୀ ଓ ରାଜସ୍ଥାନୀ ନ ରହିଲେ ମହାରାଷ୍ଟ୍ରରେ ଅର୍ଥର ଅଭାବ ହେବ । ମୁମ୍ବାଇ ଆଉ ଦେଶର ଆର୍ଥିକ ରାଜଧାନୀ ହୋଇ ରହିବନି ।
ଅକାଳରେ ଜୀବନ ଚାଲିଗଲା । ସ୍କୁଲରୁ ଫେରୁଥିବା ବେଳେ କାନ୍ଥ ଭୁଶୁଡ଼ି ଯିବାରୁ ୭ ଜଣ ପୋତି ହୋଇଗଲେ ।
ଆଖିବୁଜା ଲଦି ଚାଲିଥିଲେ ବିଧା ଗୋଇଠା।
ଅଗଷ୍ଟର ଛୁଟି ତାଲିକା ସମ୍ପର୍କରେ ଜାଣନ୍ତୁ . .
ପାର୍ଥଙ୍କଠାରୁ କେତେ ଟଙ୍କା ହାତେଇଛନ୍ତି ଅର୍ପିତା ମୁଖାର୍ଜୀ
ନିଆରା ବିବାହ ଉତ୍ସବ । ମୃତ୍ୟୁର ୩୦ ବର୍ଷ ପରେ ବାହା ହେଲେ ଦମ୍ପତ୍ତି...
ଭାରତୀୟ ବାୟୁସେନାରୁ ମିଗ୍-୨୧ ବିମାନ ସେବାରୁ ଅବସର ନେବ ‘MIG-21’ ବିମାନ...
ଚାରି ପୁଅ ଝିଅ ମଧ୍ୟରୁ ତିନି ଜଣ IAS ଅଧିକାରୀ ଭାବରେ କାମ କରୁଥିବା ବେଳେ ଜଣେ IPS ଅଧିକାରୀ । ବାପା କହିଲେ, ପିଲାଙ୍କ ପାଇଁ ଆଜି ମୁଁ ଗର୍ବିତ ।
ନାବାଳକର କାନ ଛିଣ୍ଡାଇଦେଲା ‘ପିଟ୍ବୁଲ୍’....