ସର୍ଚ୍ଚ ଅପରେସନ ଶେଷ ପରେ ଯାତ୍ରା ପୁନଃ ଆରମ୍ଭ ଲାଗି ରାସ୍ତା ମରାମତିରେ ବ୍ୟସ୍ତ ସେନା ଓ ଅର୍ଦ୍ଧସାମରିକ ବାହିନୀ
କଙ୍ଗାରୁ କୋର୍ଟରେ ହତ୍ୟାକାରୀକୁ ମୃତ୍ୟୁଦଣ୍ଡ
ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ସମ୍ପୂର୍ଣ୍ଣ ଟ୍ରକ୍ଟି ପାଣି ଭିତରେ ବୁଡ଼ି ଯାଇଥିଲା। ପିଡିଏସ୍ ଚାଉଳ ଧରି ଯାଉଥିବା ଟ୍ରକ୍ଟି ଭାସି ଯାଇଛି।
ଦଶ ମାସର ଶିଶୁକୁ ମିଳିଲା ଚାକିରି। ସେ ପୁଣି ରେଲୱେରେ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଛତିଶଗଡରେ ରାୟପୁର ରେଳବାଇ ବିଭାଗ ପକ୍ଷରୁ ଏମିତି ନିଯୁକ୍ତି ଦିଆଯିବା ଖବର ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରଳୟକୁ ୨୪ ଘଣ୍ଟ ବିତିଯାଇଥିଲେ ବି ପ୍ରଳୟ ପରର ଚିତ୍ର ଏବେ ବି ତାଜା ରହିଛି। ସମୁଦ୍ର ଢେଉ ପରି ପାଣି ଆସି ସବୁକିଛି ଭସାଇ ନେବା ପରେ ଏବେ ତା’ ଭିତରୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ।
ରେକର୍ଡ କରିଛନ୍ତି ଭାରତୀୟ ଦମ୍ପତି। ପାଦରେ ସାରା ଭାରତ ବୁଲି ଫେରିଛନ୍ତି। କିପରି ଥିଲା ଭ୍ରମଣର କାହାଣୀ ଆସନ୍ତୁ ଜାଣିବା।
ପବିତ୍ର ଅମରନାଥ ଯାତ୍ରା ବେଳେ ବଡ଼ ଅଘଟଣ ଘଟିଛି। ବାଦଲଫଟା ବର୍ଷା ଯୋଗୁ ୧୬ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ସେହିପରି ୩୦ରୁ ଅଧିକ ତୀର୍ଥଯାତ୍ରୀ ନିଖୋଜ ଅଛନ୍ତି।
ବର୍ଷା ସୁଅରେ କିଛି ତୀର୍ଥଯାତ୍ରୀ ଶିବିର ମଧ୍ୟ ଭାସି ଯାଇଥିବା ସୂଚନା ମିଳିଛି।
ମନ୍ଦିର ତୁଲ୍ୟ ସ୍କୁଲ ଭିତରେ ପଶି ଆତଙ୍କ ଖେଳାଇଥିବା ଏହି ବ୍ୟକ୍ତି ଜଣକ ନାଁ ହେଉଛି ଆକବର । ସେ ଖଣ୍ଡା ଦେଖାଇ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଜ ଝିଅର ସ୍କୁଲ ୟୁନିଫର୍ମ ବିଷୟରେ ପଚାରିବା ସହ ଧମକ ମଧ୍ୟ ଦେଇଛି ।
ଖୁବ୍ଶୀଘ୍ର କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। ଜୁଲାଇରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ DA ବଢ଼ାଇ(DA Hike)ପାରନ୍ତି।
ମଣିଷକୁ ଚେତାଇଲା କୁକୁର.. ପାଣି ବଞ୍ଚାଇ ସମାଜକୁ ଦେଲା ନିଆରା ବାର୍ତ୍ତା...
ନଦୀକୁ ବସ୍ ଖସି ପଡ଼ିବା ଯୋଗୁ ୯ ଜଣ ପାଣି ସୁଅରେ ଭାସି ଯାଇଛନ୍ତି। ଉତ୍ତରାଖଣ୍ଡର ରାମନଗରରେ ଏହି ଅଭାବନୀୟ ଘଟଣା ଘଟିଛି।
ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି ୫୦ ଡେଇଁଲେ ଆଉ କରିପାରିବେନି ଚାକିରି....ସରକାର ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କେବେଠାରୁ ଲାଗୁ ହେବ ନିୟମ....
ଲଗାଣ ବର୍ଷା ଓ ପାଣି ଜମିବାରୁ ଗୁଜୁରାଟ୍ରେ ଅଘଟଣ...ପାଣି ଭିତରେ ଭାସିଗଲା ସ୍କୁଲ ବସ୍...
ପ୍ରେମ ମାନେନି କୌଣସି ସୀମା ସରହଦ୍। ପାକିସ୍ତାନରୁ ବାହା ହେବା ପାଇଁ ଭାରତକୁ ଆସିଛନ୍ତି ଯୁବତୀ...
‘କାଳୀ’ ଫିଲ୍ମର ବିବାଦୀୟ ପୋଷ୍ଟରକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।
ଇତିହାସରେ ପ୍ରଥମ !! ଏକାଠି ଯୁଦ୍ଧ ବିମାନ ଉଡାଇ ରେକର୍ଡ କଲେ ବାପା-ଝିଅ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ..
ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ...
ଆର୍ଥିକ ହେରଫେର ମାମଲାରେ ଇଡିର ରେଡ୍ । ଆୟକର ଓ ସିବିଆଇ ବି ଚଳାଇଛନ୍ତି ତଦନ୍ତ ।
ରାଜ୍ୟସଭାକୁ ମନୋନୀତ ହେଲେ ଦୌଡ଼ରାଣୀ ପିଟି ଉଷା। ପିଟି ଉଷାଙ୍କ ସମେତ କଳା, ସାହିତ୍ୟ, ବିଜ୍ଞାନ ଓ ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରୁ ମୋଟ ୪ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି।
୧୮ ଦିନ ଭିତରେ ୮ ଥର ବୈଷୟିକ ତ୍ରୁଟି। ଫଳରେ ବିମାନରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ଏହି କାରଣରୁ SpiceJetକୁ DGCA କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।
କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ମୁକ୍ତାର ଆବାସ ନକଭି ଇସ୍ତଫା ଦେଇଛନ୍ତି। ଏନେଇ ANI ସୂତ୍ରରୁ ସୂଚନା ମିଳିଛି।
ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା ଚାଲିଛି। ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସେ ଯେଉଁ ପ୍ରତିଶ୍ରୁତି ମାଗିଛନ୍ତି ତାହାକୁ ନେଇ ରାଜନୈତିକ ମହଲରେ ବେଶ୍ ଆଲୋଚନା ବି ହେଉଛି।
ପୁଣିଥରେ ବିବାହ ବନ୍ଧନରେ ଆବଦ୍ଧ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍। ଆସନ୍ତାକାଲି ଚଣ୍ଡୀଗଡ଼ରେ ୪୮ ବର୍ଷୀୟ ଭଗୱନ୍ତ ୩୨ ବର୍ଷୀୟ ଡଃ ଗୁର୍ପ୍ରୀତ କୌରଙ୍କ ସହ ଦ୍ୱିତୀୟ ବିବାହ କରିବେ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଇ ମାସ ୨୪ ତାରିଖରେ ସରୁଛି ତାଙ୍କ କାର୍ଯ୍ୟକାଳ । ଏହାପରେ ରାମନାଥ କୋବିନ୍ଦଙ୍କ ନୂଆ ଠିକଣା ୧୨ ଜନପଥ ହେବ ।