ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେଇଛନ୍ତି। ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି।
‘ଦେଶର ସବୁ ନାଗରିକଙ୍କ ଆଶା, ଆକାଂକ୍ଷା ପୂରଣ କରିବି। ୨୫ ବର୍ଷର ଲକ୍ଷ୍ୟ ନେଇ କାମ କରିବି’ ବୋଲି ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ମ୍ୟାଡମ୍ ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ ଏହା କହିଛନ୍ତି।
ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେଇଛନ୍ତି। ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି।
ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଡବଲ୍ ଡେକର୍ ବସ୍କୁ ଆଉ ଏକ ଡବଲ୍ ଡେକର୍ ବସ୍ ପଛପଟୁ ଧକ୍କା ଦେବା ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି।
ଭାରତର ଇତିହାସରେ ଯୋଡ଼ିହେବ ଏକ ନୂଆ ଅଧ୍ୟାୟ...
ଆଜି ଶପଥ ନେଲେ ଦେଶର ପ୍ରଥମ ନାଗରିକ। ରାଇସିନା ହିଲ୍ସ ଦେଖିଲା ଦେଶର
ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେବେ। ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ହେବେ ଦେଶର ରାଷ୍ଟ୍ରପତି।
ଜଣେ ଆଦିବାସୀ ମହିଳା ଏନ୍ଏସି କାଉନସିଲରରୁ ରାଜନୈତିକ କ୍ୟାରିୟର ଆରମ୍ଭ କରି; ରାଷ୍ଟ୍ରପତି ଭଳି ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଭିଷିକ୍ତ ହେବା ଏକ ବିରାଟ ଉପଲବ୍ଧି।
ଭାରତ ଇତିହାସରେ ଯୋଡ଼ିହେବ ଏକ ନୂଆ ଅଧ୍ୟାୟ। ସକାଳ ୧୦ଟା ୧୪ରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ। ଶପଥ ସମାରୋହରେ ସାମିଲ ହେବ ନବୀନ...
କେରଳ ପରେ ଦିଲ୍ଲୀକୁ ଡେଇଁଲା ମଙ୍କିପକ୍ସ। କେନ୍ଦ୍ର ଗାଇଡ୍ଲାଇନ୍ ଅନୁସାରେ ପଦକ୍ଷେପ ନିଆଯାଉଛି। ସଂକ୍ରମଣ ରୋକିବାକୁ ଉଚ୍ଚସ୍ତରୀୟ ବୈଠକରେ ରଣନୀତି ପ୍ରସ୍ତୁତ....
ମହାମାରୀ କୋଭିଡ୍ ପ୍ରକୋପ ନ ଥମୁଣୁ ଡରାଇଲାଣି ମଙ୍କିପକ୍ସ....
ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ...
ଅବସର ପରେ କେଉଁଠି ରହିବେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ? ସରକାରଙ୍କ ପକ୍ଷରୁ କି କି ସୁବିଧା ତାଙ୍କୁ ମିଳିବ? ଦେଖନ୍ତୁ ଏଇ ରିପୋର୍ଟ...
ଦେଶରେ ମାତ୍ର ଜଣିଏ...ଯିଏ କି ଦୁଇଥର ପାଇଁ ହୋଇଥିଲେ ଭାରତର ରାଷ୍ଟ୍ରପତି...ରେକର୍ଡ ସଂଖ୍ୟକ ଭୋଟ୍ ପାଇଁ ରଚିଥିଲେ ଇତିହାସ। ଜାଣନ୍ତୁ କିଏ?
ଦେଶରେ ମାତ୍ର ଜଣିଏ...ଯିଏ କି ଦୁଇଥର ପାଇଁ ହୋଇଥିଲେ ଭାରତର ରାଷ୍ଟ୍ରପତି...ରେକର୍ଡ ସଂଖ୍ୟକ ଭୋଟ୍ ପାଇଁ ରଚିଥିଲେ ଇତିହାସ। ଜାଣନ୍ତୁ କିଏ?
ଚରିବାକୁ ଯାଇ ୧୫୦ ଗାଈ ନିଖୋଜ ।
ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜର ଅନ୍ତିମ ଅଭିଭାଷଣ ରଖିବେ ରାମନାଥ କୋବିନ୍ଦ ।
ବନ୍ଦ କୋଠରୀ ଭିତରେ ଏତେ ପରିମାଣର ଟଙ୍କା ଦେଖି ତାଜୁବ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଟିମ୍ କୋଟିଏ କି ଦୁଇ କୋଟି ନୁହଁ, ନଗଦ ୨୧ କୋଟି । ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ସ୍କୁଲ ସର୍ଭିସ କମିଶନ SSC ଦୁର୍ନୀତି ଲିଙ୍କ୍ରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ଜବତ ହୋଇଛି ୨୧ କୋଟି ଟଙ୍କା ।
ସଂସଦ ଭବନ ସେଣ୍ଟ୍ରାଲ୍ ହଲରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।
ସୋମବାର ପୂର୍ବାହ୍ଣ ୧୦ଟା ୧୪, ସାରା ଭାରତ ପାଇଁ ଅନନ୍ୟ ଏବଂ ଐତିହାସିକ ମୁହୂର୍ତ୍ତ । ପଛୁଆ, ନିଷ୍ପେସିତ, ଉପେକ୍ଷିତ କୁହାଯାଉଥିବା ଆଦିବାସୀ ସଂପ୍ରଦାୟର ଜଣେ ମହିଳା, ପ୍ରଥମ ଥର ପାଇଁ ଦେଶର ସର୍ବୋଚ୍ଚ ଆସନ ଅଳଙ୍କୃତ କରିବେ ।
ଶିବସେନାର ନେତୃତ୍ୱ କିଏ ନେବେ ସେଥିଲାଗି ଉଦ୍ଧବ ଠାକ୍ରେ ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଉଭୟଙ୍କୁ ଅଗଷ୍ଟ ୮ ସୁଦ୍ଧା ତଥ୍ୟଗତ ପ୍ରମାଣ ଦେବାକୁ ହେବ ବୋଲି ନିର୍ବାଚନ କମିଶନ କହିଛନ୍ତି।
ଚଢ଼ଉରେ ଅର୍ପିତା ମୁଖାର୍ଜୀଙ୍କ ଘରୁ ବାହାରିଲା ଏତେ ପରିମାଣର ଟଙ୍କା । ଏହି ଘଟଣା ପରେ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ । କିଏ ଅର୍ପିତା ?
ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିଛି। ପାର୍ଥଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ ହେବାର ଦିନକ ପରେ ପାର୍ଥଙ୍କୁ ଗିରଫ କରାଯାଇଛି।
ସଂସଦ ଭବନ ପରିସରରେ ୨୫ ଜୁଲାଇ ସକାଳ ୧୦ଟା ୧୪ ମିନିଟରେ ହେବ ପଦ ଓ ଗୋପନୀୟତାର ଶପଥପାଠ...
ଟ୍ରକ ଧକ୍କାରେ ୫ କାଉଡିଆଙ୍କ ମୃତ୍ୟୁ ୨ ଗୁରୁତର...