ଲାଟେଷ୍ଟ୍ ଅପଡେଟ୍ ଅନୁସାରେ, ସରକାର ଦେଶରେ ଆଉ ୬୩ଟି ପର୍ଣ୍ଣ ସାଇଟ୍ ବ୍ୟାନ୍ କରିଛନ୍ତି। ଏହିସବୁ ସାଇଟ୍କୁ ବ୍ଲକ୍ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।