ମଙ୍ଗଳ ଗ୍ରହରେ ଯୋଜନାରେ ଅନୁସାରେ ରୋଭରର ନିର୍ଦ୍ଧାରିତ ଲାଣ୍ଡି ପାଇଁ ପୂର୍ବରୁ ନାସା ଦ୍ୱାର ସଫଳ ଭାବେ ପ୍ରୟୋଗ ହୋଇଥିବା ସୁପରସୋନିକ ପାରାଚ୍ୟୁଟ୍ ଓ ସ୍କାଇ କ୍ରେନ୍ ବ୍ୟବସ୍ଥାକୁ ଆପଣାଯିବ ।
ପାଖାପାଖି ୧୧ ମାସ ଯାତ୍ରା କରିବା ପରେ ମଙ୍ଗଳଯାନ, ମଙ୍ଗଳ ଗ୍ରହ ନିକଟତର ହୋଇଥିଲା। ଫଳରେ ISRO(Indian Space Research Organisation)କୁ ଏକ ବଡ଼ ସଫଳତା ମିଳିଥିଲା।