EPFO ପେନ୍ସନ୍ଭୋଗୀଙ୍କ ପାଇଁ ଆଣିଲା ନୂଆ ଗାଇଡ୍ଲାଇନ୍। ଏବେ ପେନ୍ସନ୍ଭୋଗୀମାନେ ଡିଜିଟାଲ୍ ମାଧ୍ୟମରେ ସେମାନଙ୍କର ଜୀବନ ପ୍ରମାଣ ପତ୍ର କିମ୍ବା ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ।