ଯୋଗୀ ଆଦିତ୍ୟନାଥଙ୍କ ଏହି ଭିଡିଓକୁ ଜଣେ ଟ୍ୱିଟର ୟୁଜର୍ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୭୦୦ ଟଙ୍କା ରହିଛି ।
ଏପରି କୁତ୍ସିତ କଦାକାର ମାନସିକତାର ମଣିଷକୁ କଠୋରରୁ କଠୋର ଦଣ୍ଡ ମିଳିବା ଦରକାର ।
ମହିଳା ଜଣକ ୩ ବର୍ଷର ଝିଅକୁ ହତ୍ୟା କରିବା ପରେ ମୃତଦେହକୁ ଚଳନ୍ତା ଟ୍ରେନ୍ରୁ ଫିଙ୍ଗି ଦେଇଥିଲେ। ଘଟଣାର ଖୋଳତାଡ଼ ପରେ ଏଥିରେ ସମ୍ପୃକ୍ତ ଅଭିଯୋଗରେ ପୋଲିସ୍ ସମ୍ପୃକ୍ତ ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି।
୮୮ ବର୍ଷ ବୟସରେ ବୃଦ୍ଧ ଜଣକ ୫ କୋଟି ଟଙ୍କାର ଲଟେରୀ ଜିତିଛନ୍ତି। ଗତ ୪୦ ବର୍ଷ ହେଲା ସେ ଲଟେରୀ କିଣିବା ସୌକ ରଖି ଆସିଛନ୍ତି।
ଏକ ତରଫା ପ୍ରେମରେ ବିଫଳ ହୋଇ ଜଣେ ଯୁବକ, ଯୁବତୀଙ୍କୁ ଗୁଳି ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଜଣେ ମଦ୍ୟପ ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ୱାତୀ ମାଲିୱାଲ୍ଙ୍କୁ ବିଚ୍ ରାସ୍ତାରେ ୧୫ ମିଟର ଯାଏ ଘୋଷାଡ଼ି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି।
ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଅନ୍ଲାଇନ୍ ଗେମ୍ ଖେଳିବାକୁ ମା’ ମନା କରିବା ସହ ଗାଳି କରିବାରୁ ଯୁବତୀ ଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ଏକାସଙ୍ଗେ ପ୍ରେମିକା ଘରେ ଏକ୍ସ-ବୟଫ୍ରେଣ୍ଡ୍ ଓ ପ୍ରେମିକ ପହଞ୍ଚି ହାଇଡ୍ରାମା କରିଛନ୍ତି। ଶେଷରେ ଉପାୟ ଶୂନ୍ୟ ହୋଇ କୂଅକୁ ଡେଇଁ ପଡ଼ିଲା ପ୍ରେମିକା।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୩୦୦ ଟଙ୍କା ରହିଛି ।
ହିନ୍ଦୁ ଦେବାଦେବୀଙ୍କ ପୂଜା ସମୟରେ ଭକ୍ତମାନେ ଫୁଲ, ଫଳ, ମିଠା ଓ ନଡ଼ିଆ ଲାଗି କରିଥାନ୍ତି। ହେଲେ ଏଠି ବ୍ୟତିକ୍ରମ କାହିଁକି ?
ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା ହେବା ଯୋଗୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ୫ଟାରେ ରେପୋଲି ଗାଁରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଦେବାଂଶୀଙ୍କ ବାପା ଜଣେ ପ୍ରଖ୍ୟାତ ହୀରା ବ୍ୟବସାୟୀ।
ଭାରତୀୟ କୁସ୍ତି ମହାସଂଘର ସଭାପତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରିଛନ୍ତି ଅଲମ୍ପିଆନ୍
ତୁରନ୍ତ ହସ୍ପିଟାଲ ନେଇଥିଲେ ସୁଦ୍ଧା ବଞ୍ଚାଇ ପାରିନଥିଲେ ଡାକ୍ତର ।
ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ ବିଧାନସଭା ନିର୍ବାଚନ(Assembly Election 2023) ପାଇଁ ବାଜିଲା ବିଗୁଲ୍ ।
ମୃତ୍ୟୁ ପରେ ବାହାଘର। କିନ୍ତୁ ଏହା କ’ଣ ସମ୍ଭବ ? ହଁ, ଏହା ସମ୍ଭବ । ଆମ କଥା ଆପଣଙ୍କୁ ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଥିବ। କିନ୍ତୁ ଏହା ଏକ ବାସ୍ତବ ପ୍ରେମ କାହାଣୀ।
ପାଣି ଟାଙ୍କିରୁ ମିଳିଲା ମା’,ପୁଅଙ୍କ ମୃତଦେହ। ମହିଳାଙ୍କ ଶରୀରରେ କ୍ଷତ ଚିହ୍ନ ଥିବାବେଳେ ଯୌତୁକ ପାଇଁ ଶାଶୁ ଘର ଲୋକେ ତାଙ୍କୁ ମାରି ଦେଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି।
କୋଭିଡ୍ ସମୟରେ ନଡ୍ଡାଙ୍କ ଆହ୍ବାନରେ ବିଜେପି କାର୍ଯ୍ୟକର୍ତ୍ତା ଦେଶରେ ଅତୁଳନୀୟ ସେବା ଯୋଗାଇଛନ୍ତି।
କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି।
ଡେଲିଭରୀ ବୟ ସେଠାରେ ପହଞ୍ଚି କବାଟ ବାଡ଼େଇବା ମାତ୍ରେ ପୋଷା କୁକୁରଟି ତାଙ୍କ ଆଡ଼କୁ ମାଡ଼ି ଆସିଲା । କୁକୁରଟି ଉକ୍ତ ଡେଲିଭରୀ ବୟକୁ ଦେଖି କାମୁଡ଼ିବାକୁ ଗୋଡ଼ାଇଲା ।
ହାଡଭଙ୍ଗା ଜାଡ଼ରେ ଥରୁଛି ଉତ୍ତର ଭାରତ । ଅଗାମୀ ୩ ଦିନ ପାଇଁ ସତର୍କ କଲା IMD ।
ଅକ୍ସଫାମ୍ ଇଣ୍ଡିଆର ତଥ୍ୟକୁ ନେଇ ବିଶେଷଜ୍ଞ ଚକିତ । ଧନୀଙ୍କ ଉପରେ ୱେଲ୍ଥ ଟ୍ୟାକ୍ସ ଲଗାଇବାକୁ ପ୍ରସ୍ତାବ ।
୨ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ମାନସ ମନ୍ଥନ । ୯ ରାଜ୍ୟରେ ବିଧାନସଭା ଭୋଟ୍ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ମନ୍ତ୍ର ।
ଉଭୟକୁ ବେଦୀକୁ ଅଣାଯିବା ବେଳେ ବାଜା ଓ ଢୋଲ ବାଜିଥିଲା।