ରାଜ୍ୟ ସରକାର ମାଗିଥିଲେ ୮ ହଜାର ୪୦୦ କୋଟି, କେନ୍ଦ୍ର ସରକାର ଅଜାଡ଼ି ଦେଲେ ୧୦ ହଜାର ୧୨ କୋଟି ।
ଯେଉଁ ଗ୍ରାହକ ୧ ଲିଟର କ୍ଷୀର କିଣିବେ ତାଙ୍କୁ ଆଜିଠାରୁ ୫୪ଟଙ୍କା ଦେବାକୁ ପଡ଼ିବ ।
ଜନତାଙ୍କୁ ଆଶ୍ୱସ୍ତି ଦେବା ଲାଗି ପ୍ରତି କିଲୋ ଅଟାକୁ ୨୯ ଟଙ୍କା ୫୦ ପଇସାରେ ବିକ୍ରି କରିବା ଲାଗି ସରକାର ଘୋଷଣା କରିଛନ୍ତି।
ଟନେଲ ମାଧ୍ୟମରେ ସେମାନେ ଅଳଙ୍କାର ଦୋକାନ ଭିତରକୁ ଯାଇ ଚୋରି କରିବାର ପ୍ଲାନ୍ କରିଥିଲେ । ହେଲେ ସବୁ ପ୍ଲାନ୍ ଫ୍ଲପ୍ ହୋଇଗଲା ।
ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କୁ ହତ୍ୟା କରିବା ପରେ ଅକାଳରେ ତାର ଜୀବନ ଯାଇଛି । ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ର ସାବନ୍ତବାଡ଼ିରେ ।
ଯାତ୍ରୀଙ୍କୁ ଧରି ୧,୦୦୦ ଫୁଟ ଉଚ୍ଚକୁ ବିମାନ ଉଡ଼ାଣ ଭରି ଥିବାବେଳେ ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଥିଲା।
ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଦ୍ରୁତ ଗତିରେ ଏକ କାର୍ ଆସି ରାସ୍ତାକଡ଼ରେ ରଖା ଯାଇଥିବା ବାଇକ୍କୁ ଧକ୍କା ଦେଇ ୩ କି.ମି.ରୁ ଅଧିକ ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଜଣାପଡ଼ିଛି। ଯଦିଓ ଏହି ଘଟଣାରେ ବାଇକ୍ ଚାଳକ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି, ହେଲେ ବାଇକ୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।
ଅଦାନୀ ପ୍ରସଙ୍ଗରେ ଆସନ୍ତା ସୋମବାର କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି।
ସୁନାର ଆକାଶଛୁଆଁ ଦର ସୁନାପ୍ରେମୀଙ୍କୁ ବି ସୋରୁମ୍ ଯିବାକୁ ନିରୁତ୍ସାହିତ କରିବା ଆରମ୍ଭ କଲାଣି।
ଗଣମାଧ୍ୟମ ଆଗରେ ଏକ ନୂଆ ଜୋତା ଦେଖାଇ କହିଥିଲେ, ମୁଖ୍ୟମନ୍ତ୍ରୀ ପଦଯାତ୍ରରେ ସାମିଲ ହେଲେ ମୁଁ ଏହାକୁ ଉପହାର ଦେବି ।
ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲ ନିଆଯାଉଥିଲା ବୋଲି ପରିବାର ଲୋକ କହିଛନ୍ତି ।
ଏହି ଗୁଳିକାଣ୍ଡ ପଛରେ YSRCP ନେତାଙ୍କ ସମ୍ପୃକ୍ତି ରହିଛି ।
ଛାତ୍ରଙ୍କର ହୋସ୍ ଉଡ଼ିବା ପଛର କାରଣ ଜାଣିଲେ ଆପଣ ବି ଆମକୁ ଅବିଶ୍ୱାସ କରିବେ ।
ନେପାଳରୁ ଆସି ଅଯୋଧ୍ୟାରେ ପହଞ୍ଚିଛି ଦୁଇଟି ବିଶାଳ ଶାଳଗ୍ରାମ
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୮,୧୦୦ ଟଙ୍କା ରହିଛି ।
କୃଷି ଓ କୃଷକଙ୍କ ବିକାଶ ପାଇଁ ଏକାଧିକ ନୂଆ ବ୍ୟବସ୍ଥା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।
୭ ଲକ୍ଷକୁ ବଢ଼ିଲା ଆୟକର ଛାଡ଼ ସୀମା ।
ଛୋଟ ଛୋଟ ପିଲା ଓ ମହିଳାଙ୍କ ନାଁରେ ସ୍ଥାୟୀ ଜମା ଟଙ୍କା ରଖାଯାଇପାରିବ ବୋଲି ନିର୍ମଳା କହିଛନ୍ତି ।
ଏବେ ସୁଦ୍ଧା ପାନ କାର୍ଡ କେବଳ ବ୍ୟାଙ୍କ ଖାତା ଖୋଲିବା ସହ ଜଡ଼ିତ ରହିଥିବା ବେଳେ ମ୍ୟୁଚୁଆଲ୍ ଫଣ୍ଡ ଆଦିରେ ନିବେଶ ବେଳେ ଆବଶ୍ୟକ ହେଉଥିଲା ।
ବଜେଟ୍ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷି ଓ କୃଷକଙ୍କ ବିକାଶ ପାଇଁ ଏକାଧିକ ନୂଆ ବ୍ୟବସ୍ଥା ଘୋଷଣା କରିଛନ୍ତି। ୬୩ ହଜାର ପ୍ରାଥମିକ କୃଷି ଋଣ ସୋସାଇଟିକୁ କମ୍ପ୍ୟୁଟରୀକରଣ କରାଯିବ।
ସୀତାରମଣ ସବୁବେଳେ ନିଜ ଶାଢ଼ି ଓ ତାଙ୍କ ଲୁକ୍ସ ପାଇଁ ଚର୍ଚ୍ଚାରେ ରହିଥାନ୍ତି ।
ଦେଶର ବଡ଼ ବଡ଼ ସହରରେ ଏହି ୧୫୭ ନର୍ସିଂ କଲେଜ ପ୍ରତିଷ୍ଠା ହେବ ।
ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଯାଏ ଏତେ ପରିମାଣରୁ ପୁଞ୍ଜି କେବେ ହେଲେ ରେଳବାଇ ପାଇଁ ଘୋଷଣା ହୋଇ ନଥିଲା।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରୁଛନ୍ତି।