• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Gold Price Today
Gold Price Today 7th April 2023: ସୁନା କିଣିବାକୁ ଯାଉଛନ୍ତି କି? ନଜର ପକାନ୍ତୁ ଆଜି କେତେ ରହିଛି ଦର

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୮୭୦ ଟଙ୍କା ହୋଇଛି।

A.K Antony
ହାତ ଛାଡି ପଦ୍ମ ଧରିଲେ ଏ.କେ.ଆଣ୍ଟୋନୀଙ୍କ ପୁଅ

କଂଗ୍ରେସର ଭେଟେରାନ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ. ଆଣ୍ଟୋନୀଙ୍କ ପୁଅ ଅନିଲ ଆଣ୍ଟୋନୀ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି।

Brother Sister Quarrel
ଭାଇ-ଭଉଣୀ ଏମିତି କଳି ଲାଗିଲେ ଯେ, ରାଗିକି ମୋବାଇଲ ଗିଳିଦେଲା ଝିଅ ! ଚିନ୍ତାରେ ପଡ଼ିଗଲା ପରିବାର...

ପିଲାଙ୍କ ଉପରେ ନଜର ରଖନ୍ତୁ ବାପା-ମାଆ, ନଚେତ୍‌ କେତେବେଳେ କିଛି ବି ହୋଇପାରେ ।

Rahul Gandhi
ରାହୁଲ ଗାନ୍ଧିଙ୍କୁ ଆଧୁନିକ ଭାରତର ମହାତ୍ମା ଗାନ୍ଧି ବୋଲି କାହିଁକି କହିଲେ କଂଗ୍ରେସ ବିଧାୟକ..?

ହଠାତ୍‌ ରାହୁଲ ଗାନ୍ଧିଙ୍କୁ ମହାତ୍ମା ଗାନ୍ଧିଙ୍କ ସହ କାହିଁକି କରାଗଲା ତୁଳନା ? କ’ଣ ରହିଛି ରହସ୍ୟ ?

Man Kills Sister-In-Law In Pune And Her 2 kids
ଅନ୍ୟ ପୁରୁଷ ସହ ଭାଉଜର ସମ୍ପର୍କକୁ ସହିପାରିଲାନି ଦିଅର, ହତ୍ୟା ପରେ ଜାଳିଦେଲା ଶବ...

ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଭାଉଜଙ୍କ ସମ୍ପର୍କ ଥିବା ସନ୍ଦେହ କରି ରାଗରେ ରକ୍ତ ଚାଉଳ ଚୋବାଉ ଥିଲା ଦିଅର। ଶେଷରେ ପରିସ୍ଥିତି ଏତେ ବିଗିଡ଼ି ଯାଇଥିଲା ଯେ, ୩୦ ବର୍ଷୀୟ ବ୍ୟକ୍ତି ଜଣକ ନିଜ ଭାଉଜ ଓ ତାଙ୍କର ୨ ପିଲାଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଇଲା ନାହିଁ।

  • Thursday, 06 April 2023
  • Murder
brave
ଦୁର୍ଦ୍ଦଶ ହତ୍ୟାକାରୀ ହାତରେ ପିସ୍ତଲ : ଭୟ ନକରି ଖାଲି ହାତରେ ଲଢ଼ିଲେ କନେଷ୍ଟବଳ, ଦେଖନ୍ତୁ ଭିଡିଓ...

ଦବଙ୍ଗ୍‌ ପୋଲିସ୍ ବାବୁ । ବନ୍ଧୁକଧାରୀଙ୍କୁ ଖାଲି ହାତରେ କଲେ କାବୁ ।

train
Video : ଟ୍ରେନ୍‌ ଉପରକୁ ଚଢ଼ି ଧରିଦେଲେ ବିଦ୍ୟୁତ ତାର, ଭୟଙ୍କର ବିସ୍ପୋରଣରେ ଜଳିଗଲେ ଯାତ୍ରୀ

ଟ୍ରେନ୍‌ ଉପରେ ଥିବା ବିଦ୍ୟୁତ ତାରକୁ ଛୁଇଁବା ପରେ ଜଳିଗଲେ ଯାତ୍ରୀ । ତାଙ୍କ ଶରୀରର ୯୨ ପ୍ରତିଶତ ନିଆଁରେ ପୋଡ଼ି ହୋଇଯାଇଛି । ସେ ବର୍ତ୍ତମାନ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Gold Price Today
Gold Price Today 6th April 2023: ସୁନା ଦର ଆକାଶ ଛୁଆଁ, ଜାଣନ୍ତୁ ଆଜି କେତେ ରହିଛି ମୂଲ୍ୟ

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୯୮୦ ଟଙ୍କା ହୋଇଛି।

RBI keeps repo rate unchanged
ରେପୋ ରେଟ୍‌ ଅପରିବର୍ତ୍ତିତ, ଜାଣନ୍ତୁ ଜନତାଙ୍କୁ କ’ଣ ମିଳିବ ଫାଇଦା...

ଲଗାତାର ୬ଥର ବୃଦ୍ଧି ପରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (RBI) ରେପୋ ରେଟ୍‌ (Repo Rate) ଅପରିବର୍ତ୍ତିତ ରଖିଛି। ଏନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି।

Man Kills Son In Fight Over Chicken Curry In Karnataka
ଟେଷ୍ଟି ଲାଗିଲାନି ଚିକେନ୍‌ ତରକାରୀ, କାଠ ଫାଳିଆରେ ପିଟି ପିଟି ପୁଅର ଜୀବନ ନେଲା ବାପା

ସାମାନ୍ୟ ଚିକେନ୍‌ ତରକାରୀ ପାଇଁ ପୁଅର ଜୀବନ ନେଲା ବାପା। ଘରେ ପ୍ରସ୍ତୁତ ହୋଇଥିବା ଚିକେନ୍‌ ତରକାରୀ ସ୍ୱାଦ ନଲାଗିବାରୁ ଏଥିରେ ରାଗି ଯାଇ ଜଣେ ବ୍ୟକ୍ତି ନିଜ ୩୨ ବର୍ଷୀୟ ପୁଅକୁ ହତ୍ୟା କରିଥିବା ସୂଚନା ମିଳିଛି।

Padma Awards
ଓଡ଼ିଶାର ତିନି ବିଶିଷ୍ଟ ବ୍ୟକ୍ତି ବିଶେଷ ଅନ୍ତର୍ଯ୍ୟାମୀ-ପଟାୟତ-କ୍ରୀଷ୍ଣାଙ୍କୁ ପଦ୍ମ ପୁରସ୍କାର

ରଙ୍ଗବତୀ ଗୀତର ମୂଳ ଗାୟିକା କ୍ରିଷ୍ଣା ପଟେଲଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।

Bomb Blast
ପ୍ରତିଶୋଧ ନେଲା ପ୍ରେମିକ; ମ୍ୟୁଜିକ୍‌ ସିଷ୍ଟମ୍‌ରେ ଖଞ୍ଜିଦେଲା ବୋମା, ତା’ପରେ..

ଛତିଶଗଡ଼ରେ ପାଟଣାଗଡ଼ ଷ୍ଟାଇଲ । ଫୁଟିଲା ପାର୍ସଲ ବୋମା । ବର ଓ ବଡ଼ ଭାଇ ମୃତ, ୪ ଆହତ । ଉଡିଯାଇଛି ଛପର, ଭୁଶୁଡି ପଡିଛି କାନ୍ଥ ବାଡ଼ । ଚୂନା ହୋଇଯାଇଛି ଇଟା ମାଟିର ତିନି ବଖରା ଘର । ଖଣ୍ଡ ଖଣ୍ଡ ହୋଇଯାଇଛି ଖଟ, ଆଲମିରା, ଜିନିଷପତ୍ର ।

West Bengal violence
ହୁଗୁଳି ହିଂସା ପାଇଁ ଦାୟୀ କିଏ? ମୁହାଁମୁହିଁ ବିଜେପି ଓ ତୃଣମୂଳ କଂଗ୍ରେସ

ଉତ୍ତେଜନା ଓ ହିଂସାକାଣ୍ଡ ଏବେବି କୁହୁଳିବାରେ ଲାଗିଛି । ବେଳେବେଳେ ପାଉଁଶ ତଳର ନିଆଁ ନେଉଛି ଦାବାନଳର ରୂପ ।

How to check pan aadhaar link or not
ଆପଣ ପାନ୍‌ ସହ ଆଧାର ଲିଙ୍କ୍‌ କରିଛନ୍ତି ତ ? କିପରି ଜାଣିବେ…ଦେଖନ୍ତୁ ଷ୍ଟେପ୍

ପାନ୍ ଏବଂ ଆଧାର କାର୍ଡ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଜରୁରୀ। ପ୍ରାୟ ସବୁ କ୍ଷେତ୍ରରେ ଏହାର ଆବଶ୍ୟକତା ପଡୁଛି। ତେବେ ସରକାର ପ୍ୟାନକୁ ଆଧାର କାର୍ଡ ସହିତ ଯୋଡିବାକୁ ବାଧ୍ୟତାମୂଳକ କରିଛନ୍ତି। ଆପଣଙ୍କ ପାନ ଆଧାର ସହ ଲିଙ୍କ୍ ଅଛି କି ନାହିଁ କିପରି ଜାଣିବେ? ଦେଖନ୍ତୁ ଷ୍ଟେପ୍‌…

Give plastic, take gold
ଦେଶର ଏକମାତ୍ର ଗାଁ : ଯେଉଁଠି ପ୍ଲାଷ୍ଟିକ୍‌ ଦେଲେ ମିଳୁଛି ସୁନା

ଲୋକଙ୍କୁ ସଚେତନ କରିବା ପାଇଁ ସରପଞ୍ଚ ବାବୁଙ୍କ ନିଆରା ପଦକ୍ଷେପ । ପ୍ଲାଷ୍ଟିକ୍‌ ବଦଳରେ ଦେଉଛନ୍ତି ସୁନା ।

Man Gifts His Ex Home Theatre With Bomb As Wedding Gift
ହୋମ୍‌ ଥିଏଟରରେ ବୋମା ଖଞ୍ଜି ଗର୍ଲଫ୍ରେଣ୍ଡ୍‌କୁ ୱେଡିଂ ଗିଫ୍ଟ ଦେଲେ ଏକ୍ସ-ବୟଫ୍ରେଣ୍ଡ୍‌

ବିବାହ ଉପହାରରେ ମିଳିଥିବା ହୋମ୍‌ ଥିଏଟର ମ୍ୟୁଜିକ୍‌ ସିଷ୍ଟମ ବିସ୍ଫୋରଣ ଯୋଗୁ ୨ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକଙ୍କ ମଧ୍ୟରେ ନବବିବାହିତ ଯୁବକ ଓ ତାଙ୍କ ଭାଇ ଅଛନ୍ତି।

gold necklace
Gold Price Today 5th April 2023: ସୁନା କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି କେତେ ରହିଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୩୬୦ ଟଙ୍କା ହୋଇଛି।

India to organise first-ever Global Buddhist Summit
ପ୍ରଥମ ବିଶ୍ୱସ୍ତରୀୟ ବୌଦ୍ଧ ସମ୍ମିଳନୀ ଅୟୋଜନ କରିବ ଭାରତ

ରାଜଧାନୀ ନୂଆଦିଲ୍ଲୀରେ ସମସାମୟିକ ଗ୍ଲୋବାଲ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରଥମ ବିଶ୍ୱସ୍ତରୀୟ ବୌଦ୍ଧ ସମ୍ମିଳନୀ ଅୟୋଜିତ ହେବାକୁ ଯାଉଛି ।

IAS officer
ଅଭିଯୋଗ ଶୁଣିବାକୁ ରାସ୍ତାରେ ବସିଲେ ଆଇଏଏସ୍‌...ସାଲ୍ୟୁଟ୍‌ ମାରିଲା ସୋସିଆଲ ମିଡ଼ିଆ

ଆଇଏଏସ୍‌ ହେବ ତ ଏମିତି ! ଦିବ୍ୟାଙ୍ଗଙ୍କ ଅଭିଯୋଗ ଶୁଣିବାକୁ ରାସ୍ତାରେ ବସିଲେ...ଏମିତି କାମ ପାଇଁ ସମସ୍ତେ କଲେ ପ୍ରଶଂସା । ସୋସିଆଲ ମିଡ଼ିଆ ବି ଜଣାଇଲା ସାଲ୍ୟୁଟ୍‌।

Sikkim Avalanche
ସିକ୍କିମରେ ଭୟଙ୍କର ହିମସ୍ଖଳନ; ଚାଲିଗଲା ୬ ପର୍ଯ୍ୟଟକଙ୍କ ଜୀବନ

ବରଫ ଅତଡ଼ା ଖସିଲା ବେଳକୁ ପ୍ରାୟ ୧୫୦ ପର୍ଯ୍ୟଟକ ରହିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ବରଫ ତଳେ ଫସି ଯାଇଥିଲେ ।

Crime
ଏତେ ନିଷ୍ଠୁର ! DJ ବନ୍ଦ କରିବାକୁ କହିଲେ ବୋଲି ଗର୍ଭବତୀଙ୍କୁ ଗୁଳି !

ଜଣେ ୩୦ ବଷିୟ ମହିଳା ରଞ୍ଜୁ । ଯିଏ କି ଗର୍ଭବତୀ ଥିଲେ । ତାଙ୍କ ପଡ଼ିଶା ଘରେ ରାତି ପ୍ରାୟ ୧୨ଟା ପରେ ହେବ ଡିଜେ ବାଜୁଥିଲା । ଫଳରେ ଅନ୍ୟମାନେ ବିରକ୍ତ ହେଉଥିଲେ ।

Crime
ସାନ ଭାଇ ଭୁଲ କଲା, ବଡ଼ ଭାଇ ଦଣ୍ଡ ପାଇଲା ! ମହିଳାଙ୍କ ପରିବାର ଲୋକ ଜୀଅନ୍ତା ଜାଳିଦେଲେ...

ସାନ ଭାଇର ଭୁଲ ପାଇଁ ବଡ଼ ଭାଇକୁ ଜୀଅନ୍ତା ଜାଳିଦେଲେ । ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ଚିତ୍ତୋର ଜିଲ୍ଲାରେ ।

Indian Railway
ଟେଣ୍ଡର ବ୍ୟବସ୍ଥାରେ ପରିବର୍ତ୍ତନ; ଟ୍ରେନ୍‌କୁ ଆସିବନି ଖରାପ ଖାଦ୍ୟ, ମିଳିବନି ମଇଳା ବେଡସିଟ୍‌

ରେଳବାଇର ନୂତନ ନିୟମ ଅନୁସାରେ ଦିଆଯାଉଥିବା ଏହି ଟେଣ୍ଡରର ଅବଧିକୁ ଖସାଇ ଦିଆଯାଇଛି । ଟ୍ରେନରେ କ୍ୟାଟେରିଂ ଏବଂ ବେଡ୍ କମ୍ବଳ ଯୋଗାଣ ପାଇଁ ଟେଣ୍ଡର ୬ ମାସ ପାଇଁ କରାଯାଇଛି ।

corona virus
ଦେଶରେ ମାଡ଼ୁଛି XBB 1.16 ଭାରିଆଣ୍ଟ୍‌, ଓମିକ୍ରନର ଅତି ସଂକ୍ରାମକ ରୂପ

ଭାରତ ସମେତ ୨୨ଟି ଦେଶରେ ଓମିକ୍ରନର ଏହି ଭାରିଆଣ୍ଟ୍‌ର ସଂକ୍ରମଣ ରହିଛି । ତେବେ ଏହା ସଂକ୍ରାମକ କିନ୍ତୁ ମାରାତ୍ମକ ନୁହେଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

china, india
ପୁଣି ଚୀନ୍‌ର ଦାଦାଗିରି : ଅରୁଣାଚଳପ୍ରଦେଶର ୧୧ଟି ଅଂଚଳକୁ ଦେଲା ନୂଆ ନାଁ

ତାଲିକାରେ ଦୁଇଟି ଜମି, ଦୁଇଟି ବାସସ୍ଥାନ, ୫ଟି ପର୍ବତ ଶୃଙ୍ଖ ଓ ଦୁଇଟି ନଦୀ । ଚୀନ ପ୍ରଥମଥର ପାଇଁ ଏଭଳି ଧୃଷ୍ଟତା କରୁନାହିଁ । ଆଗରୁ ବି...

  • Tuesday, 04 April 2023
  • China