• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Uniform Civil Code

BJP
Uttarakhand Implement UCC: ଉତ୍ତରାଖଣ୍ଡରେ ଲାଗୁ ହେଲା UCC: କଣ ପରିବର୍ତ୍ତନ ହେବ ପଢ଼ନ୍ତୁ?

ଉତ୍ତରାଖଣ୍ଡରେ ହଲାଲା ଭଳି ପ୍ରଥାର ଅନ୍ତ ହେବ। ପୁଅଙ୍କ ପରି ଝିଅମାନଙ୍କର ଉତ୍ତରାଧିକାର ସତ୍ତ୍ୱରେ ରହିବ ସମାନ ଅଧିକାର। ଗତ ୨୦୨୨ ବିଧାନସଭା ନିର୍ବାଚନ ବେଳେ ସରକାରକୁ ଆସିଲେ UCC ଲାଗୁ ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି।

Uniform Civil Code
UCC Implemented: ଉତ୍ତରାଖଣ୍ଡରେ ଲାଗୁ ହେଲା ୟୁନିଫର୍ମ ସିଭିଲ୍ କୋଡ୍, ରହିବନି ଭେଦଭାବ, ସବୁ ସନ୍ତାନଙ୍କୁ ମିଳିବ...

ଲାଗୁ ହେଲା ୟୁନିଫର୍ମ ସିଭିଲ୍ କୋଡ୍ । ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ଏହା ଲାଗୁ ହୋଇଛି । ବୈଧ ଓ ଅବୈଧ ସନ୍ତାନଙ୍କ ମଧ୍ୟରେ ପାର୍ଥକ୍ୟ ରହିବନି । ସମ୍ପତ୍ତିରେ ସମାନ ଅଧିକାର ରହିବ । ସବୁ ସନ୍ତାନଙ୍କୁ ଜନ୍ମିତ ସନ୍ତାନଭାବେ ବିବେଚନା କରାଯିବ ।

Uniform Civil Code
ୟୁନିଫର୍ମ ସିଭିଲ କୋଡ୍ କ’ଣ..କାହିଁକି ଏହାର ଆବଶ୍ୟକତା ରହିଛି ?

ଦେଶରେ ପ୍ରଚଳନ ହେବ କି ସମାନ ନାଗରିକ ସଂହିତା ? କାରଣ ଦୀର୍ଘ ୩ ବର୍ଷ ପରେ ପୁଣିଥରେ ୟୁନିଫର୍ମ ସିଭିଲ କୋଡ୍ ବା ୟୁସିସି ନେଇ ଜନସାଧାରଣ ଓ ମାନ୍ୟତାପ୍ରାପ୍ତ ଧାର୍ମିକ ସଂଗଠନର ମତାମତ ଲୋଡ଼ିଛନ୍ତି ଲ’ କମିଶନ୍ ।

Uniform Civil Code: Law Commission seeks views from public, religious bodies
ପୁଣି ଥରେ ଚର୍ଚ୍ଚାରେ ୟୁନିଫର୍ମ ସିଭିଲ କୋଡ୍

ପୁଣି ଥରେ ଚର୍ଚ୍ଚାରେ ୟୁନିଫର୍ମ ସିଭିଲ କୋଡ୍। ସମାନ ନାଗରିକ ସଂହିତା ନେଇ ଜନସାଧାରଣ ଓ ଧାର୍ମିକ ସଂଗଠନର ମତାମତ ଲୋଡ଼ିଛନ୍ତି ଲ’ କମିଶନ୍। ଏହାପରେ ୟୁନିଫର୍ମ ସିଭିଲ କୋଡକୁ ନେଇ ଆରମ୍ଭ ହୋଇଗଲାଣି ଧର୍ମଗତ ତର୍କ ବିତର୍କ।

Uniform Civil Code
ଦେଶରେ ଲାଗୁ ହେବ କି ୟୁନିଫର୍ମ ସିଭିଲ କୋଡ୍ ?

ଦେଶରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁକୁ ନେଇ ବିତର୍କ . .