• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ShopKipper
ଦୋକାନରେ ନମ୍ବର ଦେବାକୁ ବାଧ୍ୟ ନୁହନ୍ତି ଗ୍ରାହକ !

କେନ୍ଦ୍ର-ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଗ୍ରାହକଙ୍କୁ ମୋବାଇଲ ନମ୍ବର ଦେବାକୁ ବାଧ୍ୟ କରିପାରିବେନି ଦୋକାନୀ

  • Saturday, 27 May 2023
professor asks for sexual favour from student video goes viral
ଚାମ୍ବରକୁ ଡାକି ଛାତ୍ରୀଙ୍କୁ ଅନୈତିକ ସମ୍ପର୍କ ରଖିବା ପାଇଁ କହିଲେ ପ୍ରଫେସର, ଭାଇରାଲ୍‌ ହେଉଛି ଭିଡିଓ...

ପରୀକ୍ଷାରେ ପାସ୍‌ କରାଇ ଦେବା ଲାଗି ଛାତ୍ରୀଙ୍କ ଠାରୁ ଯୌନ ତୃପ୍ତି ଆଶା କଲେ କଲେଜ ପ୍ରଫେସର। ଅଶାଳୀନ ଶୈଳୀରେ କହିବା ସହ ଅନୈତିକ ସମ୍ପର୍କ ରଖିବା ପାଇଁ ପ୍ରଫେସର ଜଣକ ଛାତ୍ରୀଙ୍କୁ କହୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

Karnataka: 24 ministers to be inducted into Siddaramaiah Cabinet today
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ ସଦ୍ଦରମୈୟା, ସାମିଲ ହୋଇପାରନ୍ତି ୨୦ରୁ ୨୪ ମନ୍ତ୍ରୀ

ସାମିଲ ହୋଇପାରନ୍ତି ୨୦ରୁ ୨୪ ମନ୍ତ୍ରୀ । ସିଦ୍ଦରମୈୟାଙ୍କ କ୍ୟାବିନେଟରେ ମିଳିପାରେ ସ୍ଥାନ ।

Mobile Phone Search
ମାତ୍ର ୯୬ ହଜାରର ଫୋନ୍‌ ପାଇଁ ୨୧ ଲକ୍ଷ ଲିଟର ପାଣି ନଷ୍ଟ

ପାଣିରେ ପଡ଼ିଥିବା ଦାମୀ ଫୋନକୁ ବାହାର କରିବା ପାଇଁ କାଙ୍କେର ଜିଲ୍ଲାର ଖାଦ୍ୟ ନିରୀକ୍ଷକ ୨୧ ଲକ୍ଷ ଲିଟର ପାଣି ନଷ୍ଟ କରିଥିବା ଜଣାପଡ଼ିଛି ।

Naba Das
ନବ ଦାସ ହତ୍ୟା ମାମଲା: FBI ସହାୟତା ମାଗି ନାହାନ୍ତି ରାଜ୍ୟ ସରକାର ?

ଲିଗାଲ୍ ସେଲ୍‌କୁ କୌଣସି ପ୍ରସ୍ତାବ ଆସିନଥିବା କହିଲା ଗୃହ ମନ୍ତ୍ରାଳୟ ।

Ramcharitmanas registered as the world's longest song
୧୩୮ ଘଣ୍ଟା ୪୧ ମିନିଟ ୨ ସେକେଣ୍ଡରେ ଗୀତ ଗାଇ ଗିନିଜ୍‌ ୱାର୍ଲ୍ଡ ରେକର୍ଡ

ଜଗଦୀଶଙ୍କ ଏହି ସଫଳତା ପାଇଁ ଉତ୍ତର ପ୍ରଦେଶର ମନ୍ତ୍ରୀ ଦୟାଶଙ୍କର ମିଶ୍ର କଣ୍ଠଶିଳ୍ପୀଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି ।

Rs 75 Coin
ନୂଆ ସଂସଦ ଭବନରେ ଲଞ୍ଚ ହେବ ୭୫ ଟଙ୍କିଆ କଏନ୍‌

ଆସନ୍ତା ୨୮ ତାରିଖ ରବିବାର ଦିନ ପୂରା ବିଶ୍ୱ କେବଳ ଭାରତର ନୂଆ ସଂସଦ ବିଲଡିଂକୁ ଦେଖିବ ନାହିଁ, ବରଂ ନୂଆ ମୁଦ୍ରାକୁ ମଧ୍ୟ ଦେଖିବ।

9 Years Of Modi Government, Report Card
୯ ବର୍ଷର ହିସାବ ଦେଲା ମୋଦି ସରକାର ! କହିଲା କ’ଣ ନୂଆ ହୋଇଛି ଦେଶରେ...

ମୋଦି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀରେ ହୋଇଥିବା ତିନି ଦିନିଆ ମିଡିଆ ସଂବାଦରେ ବିଜେପି ପକ୍ଷରୁ ଏହା କୁହାଯାଇଛି ।

Satyendar Jain
ସତ୍ୟେନ୍ଦ୍ର ଜେନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ।

Kerala Temple
ଏହି ମନ୍ଦିରରେ ଚା’-ମୁଗଡାଲି ଚାଟ୍ ପ୍ରସାଦ ! ପାଇବାକୁ ଜମେ ଲୋକଙ୍କ ଭିଡ଼

 ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ପ୍ରସାଦ ଭାବେ ଚା’ ଦିଆଯାଇଥାଏ ।

  • Friday, 26 May 2023
Amarjeet Sada 8-year-old boy known as world youngest serial killer
ବୟସ ୮, ନେଲାଣି ୩ ଜୀବନ...ହତ୍ୟା ବେଳେ ମଜା ଉଠାଇ ଥାଏ ଏହି ସିରିଏଲ୍‌ କିଲର୍‌

ବୟସ ୮ ବର୍ଷ...ହେଲେ କାମ ସବୁ ଏମିତି ଯାହାକି ବଡ଼ ବଡ଼ ଅପରାଧୀଙ୍କ ଝାଳ ବାହାରି କରିଦେବ। ଜଣେ ନୁହେଁ କି ୨ ଜଣ ନୁହେଁ ୩ ଜଣଙ୍କୁ ହତ୍ୟା କରି ସାରିଲାଣି।

Gold Price Today
Gold Price Today 26th May 2023: କମିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍?

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୭୧୦ ଟଙ୍କା ହୋଇଛି।

IPL
ଆଜି କଡ଼ା ଟକ୍କର, ଆଇପିଏଲ କ୍ୱାଲିଫାୟର-୨ ମୁକାବିଲା

ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନସ ମଧ୍ୟରେ ମୁକାବିଲା । କ୍ୱାଲିଫାୟର ୨ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନସ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ରମୋଦି ଷ୍ଟାଡିୟମରେ ହେବ କଡ଼ା ଟକ୍କର ।

Amit Saha
ବିରୋଧୀଙ୍କ ଉପରେ ବର୍ଷିଲେ ଅମିତ ଶାହ: କଂଗ୍ରେସ ଓ ତାର ସହଯୋଗୀ ଦଳ ରାଜନୀତି କରୁଛନ୍ତି...

ବିରୋଧୀଙ୍କ ଉପରେ ବର୍ଷିଲେ ଅମିତ ଶାହ । ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗରେ କଂଗ୍ରେସ ଓ ତାର ସହଯୋଗୀ ଦଳ ରାଜନୀତି କରୁଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।

New Parliament to Inaugurate By PM Narendra Modi
ନୂଆ ସଂସଦ ଭବନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ଆଉ ୨ ଦିନ ପରେ ନୂଆ ସଂସଦ ଭବନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଇତିହାସରେ ଯୋଡ଼ିହେବ ନୂଆ ଅଧ୍ୟାୟ । ଏଭଳି ଐତିହାସିକ ମୁହୂର୍ତ୍ତକୁ ସାରା ଦେଶ ଅପେକ୍ଷା କରିଥିବା ବେଳେ, ଏହାକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ସମେତ ପ୍ରାୟ ୨୦ଟି ବିରୋଧୀ ଦଳ ।

New Parliament to Inaugurate By PM Narendra Modi
ବିରୋଧୀଙ୍କୁ ଦୋମୁହାଁ କହିଲା NDA, ମୋଦି ବି ମାରିଲେ ତେରଛା ବାଣ

ନୂଆ ସଂସଦ ଭବନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଇତିହାସରେ ଯୋଡ଼ିହେବ ଅଭୂଲା ଅଧ୍ୟାୟ ।

Mig 29 k
ଆଇଏନଏସ୍ ବିକ୍ରାନ୍ତ ଉପରେ ମିଗ୍- 29 Kର ସଫଳ ଅବତରଣ

ସଫଳତା ପୂର୍ବକ ଏହି ଯୁଦ୍ଧ ବିମାନ ଅବତରଣ କରି ଇତିହାସ ରଚିଛି । ଏହି ଉପଲବ୍ଧି ସହ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ପ୍ରଗତି ହୋଇଛି ।

Two more cheetah cubs die at Kuno National Park, third this week
ଆଉ ୨ କୁନି ଚିତାଙ୍କ ମୃତ୍ୟୁ, ଗୋଟିଏ ସପ୍ତାହରେ ୩ ମୃତ

ଗତବର୍ଷ ସେପ୍ଟେମ୍ବରରେ ଭାରତ ସରକାର ନାମିବ୍ୟାରୁ ୮ଟି ଚିତାବାଘ ଆଣି କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ଏଥିରୁ ୫ଟି ମାଈ ଓ ୩ଟି ଅଣ୍ଡିରା ବାଘ ଥିଲେ । 

Know What Is Sengol ?
ସେଙ୍ଗୋଲ କ’ଣ ? କାହିଁକି ଏହାକୁ ଦିଆଯାଉଛି ଏତେ ଗୁରୁତ୍ୱ ? କ’ଣ ରହିଛି ଇତିହାସ ?

ଆଜି ପାରମ୍ପରିକ ପୂଜାର୍ଚ୍ଚନା ଓ ବେଦ ମନ୍ତ୍ର ଉଚ୍ଚାରଣ ପରେ ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ ପ୍ରଦାନ କରିଥିଲେ ତାମିଲନାଡୁ ଧର୍ମପୁରମ୍ ଅଧିନମ୍। ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ସାଷ୍ଟାଙ୍ଗ ପ୍ରଣାମ କରିବା ସହ ଅଧିନମ୍ମାନଙ୍କ ଆଶୀର୍ବାଦ ଲୋଡିଥିଲେ ।

  • Thursday, 25 May 2023
Ghaziabad crime news
ସ୍ପା ନାଁରେ ଚାଲିଥିଲା ସେକ୍ସ ରାକେଟ୍‌; ୬୯ଜଣ ଯୁବତୀଙ୍କୁ ବାନ୍ଧି ବସ୍‌ରେ ଥାନାକୁ ନେଲା ପୋଲିସ

ପୋଲିସର କହିବା ଅନୁସାରେ ପ୍ରଶାନ୍ତ ମଲ୍‌ରେ ଥିବା ସ୍ପାରେ ସେକ୍ସ ରାକେଟ୍‌ ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଖବର ପାଇବା ପରେ ଡିସିପି ସ୍ୱତନ୍ତ୍ର ସିଂଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ମଲ୍‌ରେ ଚଢ଼ାଉ କରାଯାଇଥିଲା ।

Delhi Ex Minister Satyendar Jain Fell In Jail Bathroom
ଜେଲ୍‌ ବାଥରୁମ୍‌ରେ ବେହୋସ ହୋଇଗଲେ ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ

ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଗତକାଲି ତାଙ୍କର ମୁଣ୍ଡ ବୁଲାଇବା ଯୋଗୁ ତିହାର ଜେଲ୍‌ର ବାଥରୁମ୍‌ରେ ସେ ପଡ଼ି ଯାଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

  • Thursday, 25 May 2023
FSSAI
ସାରା ଦେଶରେ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଯାଞ୍ଚ କରିବ FSSAI

କ୍ଷୀର ସହ ଘିଅ, ଖୁଆ, ଛେନା, ପନିର୍, ଦହି, ଆଇସକ୍ରିମ୍ ଯାଞ୍ଚ ହେବ

man kills girlfriend stores chopped body parts in refrigerator
ଗର୍ଲଫ୍ରେଣ୍ଡ୍‌କୁ ହତ୍ୟା ପରେ ଖଣ୍ଡ ଖଣ୍ଡ: ମୁଣ୍ଡକୁ ଅଲଗା କରି ଫ୍ରିଜ୍‌ରେ ରଖିଲା ଜହ୍ଲାଦ ପ୍ରେମିକ...

ଗର୍ଲଫ୍ରେଣ୍ଡ୍‌କୁ ଛୁରୀ ଭୁସି ହତ୍ୟା ପରେ ପଥର କଟା ମେସିନ୍‌ରେ ଖଣ୍ଡ ଖଣ୍ଡ କଲା ଯୁବକ। ଏହାପରେ ମୁଣ୍ଡକୁ ଅଲଗା କରି ରଖିବା ସହ ଶରୀରର ଅନ୍ୟ ଅଂଶ ଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା।

Gold Price Today
Gold Price Today 25th May 2023: ଆଜି ପରିବର୍ତ୍ତନ ହୋଇଛି ସୁନା ଦର, କିଣିବାକୁ ଯାଉଥିଲେ ନଜର ପକାନ୍ତୁ

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୮୭୦ ଟଙ୍କା ହୋଇଛି।

s jaishankar says why australian pm called pm modi the boss
ନା କୌଣସି କାଗଜରେ ନା ଭାଷଣରେ ଲେଖାଥିଲା,କାହିଁକି ମୋଦିଙ୍କୁ ‘ଦ ବସ୍‌’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ?

୩ ଦେଶ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭାରତ ଫେରିଛନ୍ତି। ଏହି ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଥିଲେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏହି ବିଦେଶ ଗସ୍ତରେ ଯିବା ତାଙ୍କର ସୌଭାଗ୍ୟ ଥିଲା।