Advertisment

ଏ କେମିତିକା ସ୍ୱାମୀ ! ପର୍ଣ୍ଣଷ୍ଟାରଙ୍କ ଭଳି ଡ୍ରେସ୍‌ ପିନ୍ଧିବା ପାଇଁ ସ୍ତ୍ରୀକୁ ବାଧ୍ୟ କରୁଥିଲେ...

ପର୍ଣ୍ଣ ଦେଖିବା ସହ ପର୍ଣ୍ଣଷ୍ଟାରଙ୍କ ଭଳି ଡ୍ରେସ୍‌ ପିନ୍ଧିବା ପାଇଁ ସ୍ତ୍ରୀକୁ ବାଧ୍ୟ କରୁଥିଲେ ସ୍ୱାମୀ। ଦିଲ୍ଲୀରେ ଏଭଳି ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man Forced Wife To Dress Like Pornstars

Man Forced Wife To Dress Like Pornstars

ଏ କେମିତିକା ସ୍ୱାମୀ ! ପର୍ଣ୍ଣ ଦେଖିବା ସହ ପର୍ଣ୍ଣଷ୍ଟାରଙ୍କ ଭଳି ଡ୍ରେସ୍‌ ପିନ୍ଧିବା ପାଇଁ ସ୍ତ୍ରୀକୁ ବାଧ୍ୟ କରୁଥିଲେ ସ୍ୱାମୀ। ଦିଲ୍ଲୀରେ ଏଭଳି ଘଟଣା ଘଟିଛି। ଏହି ଅଭିଯୋଗରେ ପୋଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ସ୍ତ୍ରୀର ଅଭିଯୋଗ ଅନୁସାରେ, ତାଙ୍କ ସ୍ୱାମୀ ସବୁବେଳେ ପର୍ଣ୍ଣ ଦେଖନ୍ତି। ୨୦୨୦ ମସିହାରେ ସେମାନଙ୍କର ବିବାହ ହୋଇଥିଲା।

Advertisment

ମହିଳା ଜଣକ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଯୌତୁକ ଦାବି ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି। ଖାଲି ଏତିକି ନୁହେଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ଅନ୍ୟ ପ୍ରମାଣ ମଧ୍ୟ ପୋଲିସ୍‌ ଯୋଗାଡ଼ କରୁଥିବା ଜଣାପଡ଼ିଛି। 

Advertisment
Advertisment
Advertisment