ଉପନିଷଦରେ ନିଜ ଜୀବନ କାଳରେ ୧ ହଜାର ପୂର୍ଣ୍ଣଚନ୍ଦ୍ର ଦର୍ଶନ କରିଥିବା ବା ୮୦ ବର୍ଷ ଅତିକ୍ରାନ୍ତ କରିଥିବା ବ୍ୟକ୍ତିଙ୍କ କୁଶଳ ମନାସି ଦଶଦାନ ଦିଆଯିବାର ବିଧି ରହିଛି । ତେଣୁ ବନ୍ଧୁ ବାଇଡେନଙ୍କ ସର୍ବକୁଶଳତା ପାଇଁ ଏଇ ଅନନ୍ୟ ଦାନ ଦେଇଛନ୍ତି ମୋଦି ।
ଆମେ ଯେଉଁ କଥା କହୁଛୁ ତାହା ଏହାଠାରୁ ଟିକେ ଭିନ୍ନ । କାହାଣୀ ସମାନ, ଢ଼ଙ୍ଗ ବି ସମାନ । ହେଲେ କଲ୍ ରିସିଭ କରିଥିବା ବ୍ୟକ୍ତ କିନ୍ତୁ ଏଥର କୌଣସି ଯୁବକ ନୁହଁନ୍ତି। ସେ ଜଣେ ୭୨ ବର୍ଷିୟ ବୃଦ୍ଧ ।
୩ରୁ ୫ ଶ୍ରେଣୀର ପିଲାମାନଙ୍କ ସ୍କୁଲ ବ୍ୟାଗ୍ର ଓଜନ ୨ରୁ ୩ କେଜି ଭିତରେ ରହିବ । ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ୩ରୁ ୪ କେ.ଜି ମଧ୍ୟରେ ସ୍କୁଲ ବ୍ୟାଗ ନେଇପାରିବେ ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଟଙ୍କା ବିଷୟରେ କୌଣସି ବି ଶ୍ରମିକ ଜାଣିନାହାନ୍ତି । କେଉଁଠୁ ଏହି ଟଙ୍କା ଆସିଲା, କିଏ ପଠାଇଲା, ତାହା ସେମାନଙ୍କୁ ଜଣାନାହିଁ ।
ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହ୍ୱାଇଟ୍ ହାଉସ୍ରେ ଆୟୋଜିତ ଡିନର୍ରେ ଯୋଗ ହେବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଜିଲ୍ ବାଇଡେନ ଏହି ଡିନର୍ ପାର୍ଟି ହୋଷ୍ଟ କରିବାର କାର୍ଯ୍ୟକ୍ରମ ରହିଛି।
ବାଇଡେନ ଦମ୍ପତିଙ୍କୁ ମୋଦି ଭେଟିବା ବେଳେ ଉଭୟଙ୍କ ମଧ୍ୟରେ ଦେଖା ଦେଇଥିଲା ବ୍ୟକ୍ତିଗତ ବନ୍ଧୁତାର ନିଦର୍ଶନ । ଜୋ ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନଙ୍କୁ ସାଢ଼େ ୭ କ୍ୟାରେଟ୍ର ଏକ ସୁନ୍ଦର ସବୁଜ ହୀରା ଉପହାର ଦେଇଛନ୍ତି ମୋଦି ।
ଗାୟକ ହନି ସିଂଙ୍କୁ ଜୀବନରୁ ମାରି ଦେବାକୁ ଧମକ । କାନାଡ଼ାର ଗ୍ୟାଙ୍ଗଷ୍ଟାର୍ ଗୋଲ୍ଡି ବ୍ରାର୍ ତାଙ୍କୁ ହତ୍ୟା ଧମକ ଦେଇଥିବା ସେ ଦିଲ୍ଲୀ ପୋଲିସ ଆଗରେ ଅଭିଯୋଗ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ୱାଶିଂଟନରେ ପହଞ୍ଚିବା ପରେ ଜଏଣ୍ଟ ବେସ୍ ଆଣ୍ଡ୍ରିୟୁସ୍ରେ ଭାରତ ଓ ଆମେରିକାର ଜାତୀୟ ସଙ୍ଗୀନ ଗାନ କରାଯାଇଥିଲା।
ସମୁଦ୍ରରୁ ଆରମ୍ଭ କରି ଉତ୍ତୁଙ୍ଗ ହିମାଳୟରେ ଦେଖିବାକୁ ମିଳିଛି ଯୋଗାଭ୍ୟାସ। ସାଧାରଣ ଲୋକଙ୍କଠାରୁ ରାଷ୍ଟ୍ରପତିଙ୍କ ଯାଏଁ ସମସ୍ତେ ସାମିଲ ହୋଇଛନ୍ତି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନରେ। ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ କରିଛନ୍ତି ଯୋଗାଭ୍ୟାସ ।
ନିକଟରେ ସୁଚେତନା ଏକ ଏଲ୍ଜିବିଟିକ୍ୟୁ (Lesbian, gay, bisexual, and transgender) କର୍ମଶାଳାରେ ଯୋଗ ଦେଇଥିବା ବେଳେ ସେ ନିଜକୁ ଜଣେ ପୁରୁଷ ମନେ କରନ୍ତି ବୋଲି କହିଥିଲେ। ସେ ପୁରୁଷ ହେବା ପାଇଁ ଚାହୁଁଥିବା ସେଠାରେ କହିଥିଲେ।
ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନ୍ୟୁୟର୍କରେ ଏଲନ ମସ୍କଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ।
ଲିଙ୍ଗ ପରିବର୍ତ୍ତନ କରିବାକୁ ପ୍ରତିଶ୍ରୁତି ଦେଇ ଜଙ୍ଗଲ ଭିତରକୁ ଝିଅକୁ ନେଇଗଲା ତାନ୍ତ୍ରିକ । ତା’ପରେ..
ବିଧାୟିକାଙ୍କ ରୂପ ଦେଖି ଇଞ୍ଜିନିୟର ବାବୁଙ୍କ ଅକଲ ଗୁଡୁମ୍ । ମାଡ଼ ଖାଇବା ପରେ ମଧ୍ୟ ଥାନାରେ କୌଣସି ଅଭିଯୋଗ ନାହିଁ ।
ଯୋଗ ପୂରା ସଂସାରକୁ ଏକ ପରିବାର ଭଳି ଗଢି ତୋଳିଛି।
ଟ୍ରକ୍ ଡ୍ରାଇଭର୍ଙ୍କୁ ବି ମିଳିବ ଏସି ହୱା, ନିଷ୍ପତ୍ତି ଉପରେ ବାଜିଲା ମୋହର
ଆଶ୍ରମ ଭିତରେ ନାବାଳିକାକୁ ଯୌନ ନିର୍ଯାତନା ଓ ଦୁଷ୍କର୍ମ ! ଆଶ୍ରମରୁ ନିଖୋଜ ଥିବା ଜଣେ ନାବାଳିକା ପୋଲିସ୍ ନିକଟରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି।
ଲୋକୋ ପାଇଲଟ୍ଙ୍କ ଆଲର୍ଟ ଯୋଗୁ ଟଳିଲା ବଡ଼ ରେଳ ଦୁର୍ଘଟଣା। ରବିବାର ରାତିରେ ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଦୁର୍ବୃତ୍ତମାନେ ମୁମ୍ବାଇ-ହାୱଡା ରେଲ୍ୱେ ଟ୍ରାକ୍ର ୧୫୮ ଲକ୍ କାଢ଼ି ଦେଇଥିଲେ।
ଚଳନ୍ତା ଅଟୋରେ ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ। ପ୍ରେମିକ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାପରେ ଏଥିରେ ଉତ୍କ୍ଷିପ୍ତ ହୋଇ ଯୁବକ ଜଣକ ପ୍ରେମିକାର ତଣ୍ଟି କାଟି ଦେଇଥିବା ଜଣାପଡ଼ିଛି।
'ମୁଁ କୁକୁର...' କୁକୁରଙ୍କ ପରି ଭୋ ଭୋ ଭୁକିବାକୁ ଆରମ୍ଭ କରିଥିଲେ ପୀଡିତ। 'ଭାଇ, ସରି ଭାଇ..' ବୋଲି କହୁଥିଲେ ବି କେହି ଶୁଣିନଥିଲେ।
ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଆଗାମୀ ବର୍ଷ ଗୁଡ଼ିକରେ ଭାରତରେ ବିମାନ ସେବାର ଚାହିଦା ବଢିବ । ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ଏସବୁ ବିମାନ କିଣିବାକୁ ନିଷ୍ପତ୍ତି ନେଇଛି।
ଭାରତ ସରକାରଙ୍କ ଏହି ଯୋଜନାର ନାଁ ହେଉଛି ‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’ । ତେବେ ଆସନ୍ତୁ ଏ ସମ୍ପର୍କରେ ଜାଣିବା ଅଧିକ ତଥ୍ୟ...
ପୂର୍ବରୁ ମଧ୍ୟ ଅନେକ ଉଦାହରଣ ରହିଛି ଯେ ଗୀତା ପ୍ରେସ କେବେ କୌଣସି ପ୍ରକାର ପୁରସ୍କାର ଗ୍ରହଣ କରିନାହିଁ । କିନ୍ତୁ ଏଥର ପରମ୍ପରାକୁ ଭାଙ୍ଗି କେବଳ ସମ୍ମାନ ଗ୍ରହଣ କରିବ ।
ବରିଷ୍ଠ ଆଇପିଏସ୍ ଅଧିକାରୀ ରବି ସିହ୍ନା ହେବେ ଭାରତୀୟ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ପରବର୍ତ୍ତୀ ମୁଖ୍ୟ।
ଡାକୁ ହସିନାଙ୍କୁ ଧରିବା ପଞ୍ଜାବ ପୋଲିସ୍ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଥିଲା ତାଙ୍କୁ ଧରିବାରେ ବହୁତ ସାହାଯ୍ୟ କଲା ୧୦ ଟଙ୍କିଆ ‘କୋଲ୍ଡ ଡ୍ରିଙ୍କସ୍’ ।
ମୁମ୍ବାଇର ସୁବୁରବନ୍ ଗୋବନ୍ଦୀ ଅଞ୍ଚଳରେ ଥିବା ଗୋଟାଏ ଘରୋଇ ଡାକ୍ତରଖାନାରେ ଜଣେ ବ୍ୟକ୍ତି ଡାକ୍ତର ସାଜି ଜଣେ ମହିଳାଙ୍କ ସହିତ ଅସଦାଚରଣ କରୁଥିବା ଅବସ୍ଥାରେ ଧରାପଡ଼ିଛନ୍ତି ।