• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Python

Friendship With Python
Friendship With Python: କିଭଳି ଗଢିଉଠିଲା ଏ ସଂପର୍କ, ପୂର୍ବରୁ ମିଳିଥିଲା ସଙ୍କେତ

ହଠାତ ଅଜଗରର ବ୍ୟବହାରରେ ପରିବର୍ତ୍ତନ ଦେଖାଗଲା । ଅଜଗର ସାପଟି କେବେବି କାହା ଉପରେ ଆକ୍ରମଣ କରିନଥିଲା ହଠାତ ସମ୍ବାଥର ଗୋଡକୁ କାମୁଡିଦେଲା । ଏହା ସମସ୍ତଙ୍କୁ ଡରାଇ ଦେଇଥିଲା ।

5 year old girl travels with pythons in suitcase
Viral Video: ସୁଟ୍‌କେସ୍ ଖୋଲିଲା; ଭିତରୁ ବାହାରିଲା ୫ ବର୍ଷର ଝିଅ ଆଉ ଅଜଗର

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଘରେ ସାପ ଏବଂ ଅଜଗରକୁ ପାଳିତ ପଶୁ ଭାବରେ ରଖନ୍ତି ଏବଂ ସେମାନଙ୍କ ସହିତ ଏପରି ରୁହନ୍ତି ଯେପରି ସେମାନେ ତାଙ୍କ ପରିବାରର ସଦସ୍ୟ। ଏପରି ପରିସ୍ଥିତିରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

Huge python snake found in village
Viral Video: ଗାଁରେ ପଶିଲା ବିରାଟକାୟ ସାପ; ଏକାବେଳେ ଗିଳିଦେବ ୫-୬ ମଣିଷ

ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ସାପର ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ଲୋକଙ୍କ ଶ୍ୱାସ ମଧ୍ୟ ଅଟକି ଯାଉଛି। ଖାଲି ଶ୍ୱାସ ଅଟକି ଯିବନି କଲିଜା ମଧ୍ୟ ହଲିଯିବ। ଏହି ଆଶ୍ଚର୍ଯ୍ୟଜନକ ଭାଇରାଲ ଭିଡିଓରେ, ଏକ ବିରାଟ ଅଜଗର ସାପ କାନ୍ଥ ଭାଙ୍ଗି ଭିତରକୁ ପ୍ରବେଶ କରୁଥିବାର ଦେଖାଯାଏ

Python
ବର୍ବରତାର ସବୁ ସୀମା ପାର୍; ୧୫ ଫୁଟିଆ ଅଜଗରକୁ ପିଟି ମାରିଲେ, ଖଣ୍ଡଖଣ୍ଡ କଲେ !

ସାପକୁ କିଏ ମାରି ଖଣ୍ଡଖଣ୍ଡ କରିବା କେବେ ଶୁଣିଛନ୍ତି କି ? ଅଜଗର ସାପକୁ ଅତି ନିର୍ମମ ଭାବେ ପିଟି ପିଟି ମାରିବା ସହ କାଟି ଖଣ୍ଡଖଣ୍ଡ କରିଥିବା ଅଭିଯୋଗ ହୋଇଛି।

python
ଖାଇବା ଖୋଜି ଖୋଜି ଗାଁ ଭିତରକୁ ପଶିଗଲା ଅଜଗର

ଖାଇବା ଖୋଜି ଖୋଜି ଗାଁ ଭିତରକୁ ପଶିଗଲା ଅଜଗର

ghatkopar tower
୧୩ ମହଲା ଟାୱାର ଉପରେ ଚଢ଼ିଗଲା ଅଜଗର, ତା’ପରେ...

୪ ଫୁଟ ଲମ୍ବର ଅଜଗର ୧୩ ମହଲା ଟାୱାର ଉପରେ ଚଢ଼ିଯାଇଥିବା ଦେଖିବାକୁ ମିଳିଛି । ଏହାକୁ ସ୍ଥାନୀୟ ଲୋକ ଦେଖିବା ପରେ ସୁରକ୍ଷିତ ଭାବେ ସାପଟିକୁ ଉଦ୍ଧାର କରାଯାଇଛି ।

SNAKE
ମଣିଷ ସ୍ନେହରେ ଅଜଗର; ଭାଇରାଲ ହେଉଛି ଭିଡିଓ...

ଭିଡିଓଟିରେ ଦେଖିବାକୁ ମିଳୁଥିବା ଦୁଇଟି ସାପର ରଙ୍ଗ ଭିନ୍ନ ଭିନ୍ନ ରହିଛି । ଗୋଟିଏ ଅଜଗରର ରଙ୍ଗ କଳା ହୋଇଥିବା ବେଳେ ଅନ୍ୟଟି ଧଳା ରଙ୍ଗର ରହିଛି ।

King Cobra
ସାପ ଓଗାଳିଲା ଅହିରାଜ

୪ ଫୁଟର ଅଜଗର ସାପକୁ ଗିଳିଲା ୧୧ଫୁଟ ଲମ୍ବର ଅହିରାଜ । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର କରଡାପଡା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅଜଗର ସାପକୁ ଗିଳି ଦେଇ କରଡାପଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ରୋଷେଇ ଘର ଭିତରକୁ ଅହିରାଜ ସାପ ପଶି ଯାଇଥିଲା ।

Special Stroy | Girl\'s Love For Massive Python Is Truly Spectacular
ଯୁବତୀଙ୍କ ସହ ଖେଳୁଛି ବିରାଟକାୟ ଅଜଗର, ସୋସିଆଲ ମିଡ଼ିଆରେ ଭିଡ଼ିଓ ହେଉଛି ଭାଇରାଲ୍

ଯୁବତୀ ଜଣକ ବସିଛନ୍ତି। ଆଉ ତାଙ୍କ ସାଙ୍ଗରେ ଖେଳୁଛି ବିରାଟ ଅଜଗର। କେହି କାହାରିକୁ ଡରୁ ନାହାନ୍ତି।