ମୁମ୍ବାଇ- ବେଙ୍ଗାଲୁରୁ ଉଦୟନ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳ ପ୍ରାୟ ୭ଟା ୩୦ ବେଳେ ଟ୍ରେନ୍ଟି ସଙ୍ଗୋଲି ରୟାନ୍ନା ରେଲ୍ୱେ ଷ୍ଟେସନରେ ପହଞ୍ଚିବା ପରେ ଦୁଇଟି ବଗିରେ ନିଆଁ ଲାଗି ଯାଇଥିଲା ।
୨ ସପ୍ତାହ ବ୍ୟବଧାନ ପରେ ମଣିପୁରରେ ପୁଣି ତେଜିଲା ହିଂସା। କୁକି ସଂପ୍ରଦାୟର ୩ ଜଣ ଆଦିବାସୀ ଯୁବକଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିବା ସୂଚନା ମିଳିଛି।
ଆପଣଙ୍କର କୌଣସି ବ୍ୟାଙ୍କରେ ଟଙ୍କା ଜମା ଅଛି, ହେଲେ ଆଉ ମନେ ନାହିଁ । କେହି ସଂପର୍କୀୟ ବ୍ୟାଙ୍କରେ ଟଙ୍କା ରଖିଥିଲେ କିନ୍ତୁ ତାଙ୍କ ଦେହାନ୍ତ ପରେ କେତେ ଟଙ୍କା ଅଛି ଜାଣି ପାରୁନାହାନ୍ତି । ସେଭଳି କ୍ଷେତ୍ରରେ ଜମା ରାଶିର ତଥ୍ୟକୁ ସହଜରେ ଜଣାଇବାକୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(RBI) ଖୋଲିଛି ଉଦଗମ୍ ନାମକ ଏକ ପୋର୍ଟାଲ୍ । କେମିତି ଏଥିରେ ସାମାନ୍ୟ ତଥ୍ୟ ଦେଇ ଡିଟେଲ୍ସ ପାଇ ପାରିବେ ଆସନ୍ତୁ ଜାଣିବା ।
ତଥ୍ୟ କହୁଛି ଦେଶର ବିଭିନ୍ନ ବ୍ୟାଙ୍କରେ ପଡ଼ିରହିଛି ୪୫ ହଜାର କୋଟିରୁ ଅଧିକ ଟଙ୍କାର ଦାବି ବିହୀନ ଡିପୋଜିଟ୍ । ଯାହାକୁ ଜମା ରଖିଥିବା ଗ୍ରାହକ ହୁଅନ୍ତୁ ବା ସେମାନଙ୍କ ସମ୍ପର୍କୀୟ ସେମାନଙ୍କୁ ଫେରାଇବାକୁ କରାଯିବ ଉଦ୍ୟମ ।
ଚନ୍ଦ୍ରପୃଷ୍ଠର ୨ଟି ଭିଡିଓ ପଠାଇଲା ଚନ୍ଦ୍ରାୟନ-୩ । ଭିଡିଓ କଏଦ କରିଛି ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା । ସେଥିରେ ସ୍ପଷ୍ଟ ଦିଶୁଛି ଯେ ଚନ୍ଦ୍ରପୃଷ୍ଠର ଅସଂଖ୍ୟ ଗହ୍ୱର ରହିଛି ।
ଦୁଇ ପୋଷା କୁକୁରଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇ ଭୟଙ୍କର ରୂପ ନେଇଛି । ଦୁଇ କୁକୁର ପରସ୍ପରକୁ ଭୁକିବା ସହ ଆକ୍ରମଣ କରିବାରୁ ସେମାନଙ୍କ ମାଲିକମାନଙ୍କ ମଧ୍ୟରେ ପାଟିତୁଣ୍ତ ଲାଗିଲା । ଶେଷରେ କୁକୁର ଲଢ଼େଇକୁ ନେଇ ଗୁଳିମାଡ଼ ମଧ୍ୟ ହୋଇଛି । ଗୁଳିମାଡ଼ରେ ୨ ଜଣଙ୍କ ଜୀବନ ଯାଇଛି ।
ଏହି ସରକାର ଏକ ଅଭିନବ ଯୋଜନା ଆରମ୍ଭ କରିଛନ୍ତି। ବୃଦ୍ଧ ପିତାମାତାଙ୍କ ସେବା କରୁଥିବା ପୁଅ ଓ ଝିଅମାନଙ୍କ ପାଇଁ 'ଶ୍ରବଣ କୁମାର ପୁରସ୍କାର' ଆରମ୍ଭ ହୋଇଛି। ସ୍ୱାଧୀନତା ଦିବସ ଅବସରରେ ଏହି ପୁରସ୍କାରକୁ ଘୋଷଣା କରାଯାଇଛି।
ଦେଶର ପ୍ରଥମ ଥ୍ରୀଡି ପ୍ରିଣ୍ଟେଡ ପୋଷ୍ଟ ଅଫିସ ଉଦ୍ଘାଟିତ। ୧୧ ଶହ ସ୍କୋୟାର ଫୁଟର ଜାଗାରେ ଏହା ତିଆରି ହୋଇଥିବା ବେଳେ ୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।
ଗୁଳି କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଆତ୍ମହତ୍ୟା କମାଇବ ସ୍ପ୍ରିଙ୍ଗ୍ ଫ୍ୟାନ୍ ! ହଷ୍ଟେଲରେ ଆତ୍ମହତ୍ୟା ବଢୁଥିବାରୁ ଏହାକୁ କମାଇବା ପାଇଁ ଉଦ୍ୟମ ହୋଇଛି।
ତା’ପରେ ଆଉ ଜଣେ ବିଧାୟକ କହିଲେ ଯେ,‘ମୋତେ ମନ୍ତ୍ରୀ ନକଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ତାଙ୍କୁ ଶେଷ କରିଦେବେ’ ।
ଆପଣ ହୋମ୍ ଲୋନ୍, ଗାଡ଼ି ଲୋନ୍, ପର୍ସନାଲ୍ ଲୋନ୍ କରିଛନ୍ତି କି ? ତା’ହେଲେ ହୁଏତ ଏମିତି ହୋଇଥିବ ପାଖରେ ଟଙ୍କା ନଥିବାରୁ କିମ୍ବା ଅନ୍ୟ କାରଣ ଯୋଗୁ ଠିକ୍ ସମୟରେ ଆପଣ ଇଏମ୍ଆଇ(EMI) ଦେବାରେ ବିଳମ୍ବ ହୋଇଯାଇଥିବ।
ଖାଲି ସେତିକି ନୁହେଁ, ଗୋଟିଏ ହାତରେ ମୋବାଇଲ ଧରି ଗପୁଥିବା ବେଳେ ଅନ୍ୟ ହାତରେ ମୁଖ୍ୟମନ୍ତ୍ରୀଙ୍କୁ ସାଲ୍ୟୁଟ କରିଥିଲେ ପୋଲିସ ବାବୁ । ଯାହାକି ଅତ୍ୟନ୍ତ ଅଶୋଭନୀୟ ଥିଲା ।
ମଣିଷ ପ୍ରକୃତି ମଲେ ବଦଳେ । ୧୦ ବର୍ଷ ଜେଲ ଦଣ୍ତ ଭୋଗିବା ପରେ ବି ସୁଧୁରିଲାନି ମଣିଷରୂପି ରାକ୍ଷସ ।
ପାକିସ୍ତାନ ସହ ଯୁଦ୍ଧ କରିବାକୁ ବାହାରିଯାଇଥିଲେ । ଏହାରି ଭିତରେ ବିତିଗଲାଣି ୫୦ ବର୍ଷ..ଖବର କାଗଜରେ ଫଟୋ ବାହାରିଲା, ଜେଲରୁ ମୁକୁଳେଇବା ଲାଗି ୱାଘା ବର୍ଡର ଗଲେ ପରିବାର ଲୋକେ, ହେଲେ ବି ଆନନ୍ଦଙ୍କର ମିଳୁନି ଅତ୍ତାପତ୍ତା
ବାଦଲଫଟା ବର୍ଷା ଯୋଗୁଁ ମାଟି ଧସୁଛି । ଗଛ ଉପୁଡ଼ୁଛି । ଘର ଭାଙ୍ଗି ଯାଉଛି । ଅନେକ ଲୋକଙ୍କ ଜୀବନ ମଧ୍ୟ ଗଲାଣି ।
ବର୍ତ୍ତମାନ ଅବତରଣ କରିବା ପର୍ଯ୍ୟନ୍ତ ଯାତ୍ରା ନିଜେ ସମାପ୍ତ କରିବ ଲ୍ୟାଣ୍ଡର୍
ଆଜି ନିର୍ବାଚନ ହେଲେ NDA ପୁଣି କେନ୍ଦ୍ରରେ ସରକାର କରିବ । ଟାଇମସ ନାଓ ETG ପକ୍ଷରୁ ଓପିନିୟନ ପୋଲ ସର୍ଭେ । ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାକୁ ଆସିବେ ମୋଦି ସରକାର ।
ଭଗବାନ ଶିବଙ୍କୁ ମୁଣ୍ଡ ଚଢ଼ାଇବା ପାଇଁ ମନ୍ଦିରରେ ପହଞ୍ଚିଲେ ଯୁବକ, ଇଲେକ୍ଟ୍ରିକ୍ କଟର ମେସିନରେ କାଟିଲେ ବେକ, ତା’ପରେ...
ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଂଜାବରେ ସ୍ଥିତି ସାଂଘାତିକ। ଭାଙ୍ଗିଛି ବହୁ ଘରଦ୍ୱାର, ଉଦ୍ଧାର କରୁଛି NDRF ।
ସରିଲା ଚନ୍ଦ୍ରୟାନ-୩ର କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟା । ଆଜି ଇସ୍ରୋ ପାଇଁ ଆଉ ଏକ ଅଗ୍ନି ପରୀକ୍ଷା ।
ପରେ ‘ମୋ ମାଟି ମୋ ଦେଶ ଅଭିଯାନ’ରେ ସାମିଲ ହେବେ,ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
୨ ଦିନିଆ ଗସ୍ତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ମହିଳା କର୍ମଚାରୀଙ୍କ ଅଭିଯୋଗ ପାଇବା ପରେ ପୋଲିସ ଅଧିକାରୀ ବ୍ୟାଙ୍କରେ ପହଞ୍ଚିଥିଲେ ଓ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।
ଆସୁଛି ଗୋଟିକ ପରେ ଗୋଟିଏ ଛାତିଥରା ଚିତ୍ର । ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୬୦ ପାର ।