• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: India Pakistan War

 Baijayant Panda’s Team On Abroad Visit
Baijayant Panda’s Team On Abroad Visit: ଖୋଲିବ ପାକିସ୍ତାନର ମୁଖା; ବୈଜୟନ୍ତଙ୍କ ନେତୃତ୍ୱରେ ବିଦେଶ ଗସ୍ତରେ ଆଉ ୪ ସଂସଦୀୟ ପ୍ରତିନିଧି ଦଳ

ଆତଙ୍କବାଦ ବିରୋଧୀ ବାର୍ତ୍ତା ନେଇ ବିଦେଶ ଗସ୍ତ କରୁଛି ସର୍ବଦଳୀୟ ଟିମ୍ । ଆଜି ଆଉ ୪ ସଂସଦୀୟ ପ୍ରତିନିଧି ଦଳ ବିଦେଶ ଗସ୍ତ କରିଛନ୍ତି । ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳୀ ଆଜିଠୁ ଗସ୍ତ ଆରମ୍ଭ କରିଛନ୍ତି ।

operation sindoor
Pakistan's Terror Face Exposed: ବିଶ୍ୱରେ ଖୋଲିବ ପାକିସ୍ତାନ ଅସଲ ମୁଖା; ଆଜି ୟୁଏଇ ଯିବ ସର୍ବଦଳୀୟ ପ୍ରତିନିଧି ଦଳ

ପାକିସ୍ତାନର ଆତଙ୍କୀ ମୁଖା ଖୋଲିବାକୁ ଆଜିଠୁ ବିଭିନ୍ନ ଦେଶକୁ ଗସ୍ତ ଆରମ୍ଭ କରିବେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ। ଆଜି ୟୁଏଇକୁ ପ୍ରଥମ ପ୍ରତିନିଧି ଦଳ ଗସ୍ତ କରିବ। ଏହାର ନେତୃତ୍ବ ନେବେ ଶିବସେନା ସାଂସଦ ଶ୍ରୀକାନ୍ତ ଏକନାଥ ସିନ୍ଦେ।

Will india’s ban strategy affect turkey & Azerbaijan
Will India's Ban Strategy Work: କାମ କରିବ କି ଭାରତର ବ୍ୟାନ ଷ୍ଟ୍ରାଟେଜୀ? କାଙ୍ଗାଳ ହୋଇଯିବେ କି ତୁର୍କୀ ଓ ଆଜରବାଇଜାନ୍?

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଛି। ପାକିସ୍ତାନ ଓ ଏହାର ମିତ୍ରଦେଶ ତୁର୍କୀ ଓ ଆଜରବାଇଜାନ ଉପରେ ବ୍ୟାନ ଲଗାଇ ଭାରତ ସତରେ ଲାଭବାନ ହୋଇପାରିବ କି?

Yusuf Will Not Go Abroad
Yusuf Pathan Refuses Foreign Tour: ପାକିସ୍ତାନର ପୋଲ୍ ଖୋଲିବ ସର୍ବଦଳୀୟ ଟିମ୍, ସାମିଲ ହେବାକୁ ମନାକଲେ ୟୁସୁଫ

ସର୍ବଦଳୀୟ ପ୍ରତିନିଧି ଦଳରେ ସାମିଲ ହେବେନି TMC ସାଂସଦ ୟୁସୁଫ ପଠାନ । ବିଦେଶ ଗସ୍ତ କରି ପାକିସ୍ତାନର ଅସଲ ମୁଖା ଖୋଲିବାକୁ ଯୋଜନା କରାଯାଇଥିଲା । ତେଣୁ କେନ୍ଦ୍ର ସରକାର ଏକ ସର୍ବଦଳୀୟ ଟିମ୍ ଗଠନ କରିଥିଲେ । ଏଥିରୁ ନିବୃତ ରହିଛନ୍ତି ୟୁସୁଫ ।

ଟାର୍ଗେଟ ଥିଲା ସ୍ୱର୍ଣ୍ଣ ମନ୍ଦିର
Pakistan Targets with Missiles: ପାକିସ୍ତାନ ଟାର୍ଗେଟରେ ଥିଲା ସ୍ୱର୍ଣ୍ଣ ମନ୍ଦିର, ଆତଙ୍କୀସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ପଣ୍ଡ କରିଥିଲା ଭାରତୀୟ ସେନା

କେମିତି ପାକିସ୍ତାନ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ରକୁ ଅକାମୀ କରିଥିଲା ସେନା । ସ୍ବର୍ଣ୍ଣମନ୍ଦିର ଓ ଅମୃତସର ସହରକୁ ସୁରକ୍ଷା ଯୋଗାଇଥିଲେ ତା’ର ଡେମୋ ପ୍ରଦର୍ଶନ କରାଯାଇଛି ।

Jyoti Malhotra Spying Case
Jyoti Malhotra Pakistan Link: ଜ୍ୟୋତିଙ୍କ ପହଲଗାମରୁ ପାକିସ୍ତାନ ଯାତ୍ରା, ସନ୍ଦେହ ବଢାଉଛି ହାଇପ୍ରୋଫାଇଲଙ୍କ ସହ ଫଟୋ

ହରିୟାଣା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାକୁ ପାକିସ୍ତାନ ସ୍ପାଏ ସନ୍ଦେହରେ ଗିରଫ କରାଯାଇଛି। ସୋସିଆଲ ମିଡିଆରେ ତାଙ୍କର ପାକିସ୍ତାନର ବହୁ ହାଇପ୍ରୋଫାଇଲ ବ୍ୟକ୍ତିବିଶେଷଙ୍କ ସହ ଫଟୋ ରହିଛି । ଏହା ସହ ସେ ଚଳିତ ବର୍ଷ ପହଲଗାମ ମଧ୍ୟ ଯାଇଥିଲେ ।

IIT Bombay Boycott Turkey
IIT Bombay Suspends Ties with Turkey: ତୁର୍କୀର ସବୁ ବିଶ୍ୱବିଦ୍ୟାଳୟକୁ ବ୍ୟାନ, ଚୁକ୍ତି ବାତିଲ କଲା IIT ବମ୍ବେ

ତୁର୍କୀକୁ ଆଉ ଏକ ଝଟକା । ତୁର୍କୀର ବିଶ୍ୱବିଦ୍ୟାଳୟମାନଙ୍କ ସହ ଥିବା ସମସ୍ତ ଚୁକ୍ତି ବାତିଲ କରିଛି IIT ବମ୍ବେ । ପାକିସ୍ତାନକୁ ସହଯୋଗ କରିଥିବା ତୁର୍କୀ ଉପରେ ଗୋଟିଏ ପରେ ଗୋଟିଏ କଠୋର ପଦକ୍ଷେପ ନିଆଯାଉଛି ।

BrahMos
BrahMos Missile: ବ୍ରହ୍ମୋସ୍ ମିସାଇଲ୍ ଉପରେ ସାରା ବିଶ୍ୱର ନଜର, କିଣିବାକୁ ଲମ୍ୱା ଲାଇନ

ବ୍ରହ୍ମୋସ୍ ମିସାଇଲ୍ ଉପରେ ସାରା ବିଶ୍ୱର ନଜର । ପାକିସ୍ତାନକୁ ଧୂଳି ଚଟାଇବା ପରେ ବଢିଲା ଡିମାଣ୍ଡ । କିଣିବାକୁ ଲାଇନ ଲଗାଇଲେଣି ବଡ଼ ବଡ଼ ଦେଶ । ଜାଣନ୍ତୁ କେତେ କୋଟିର ଡିଲ୍ ହେଲାଣି ।

Operation Sindoor
Operation Sindoor: '୧୦୦ କିମି ସୀମା ଭିତରକୁ ଯାଇ ମାରିଲୁ, ଏବେ ପାକିସ୍ତାନ ଭୟଭୀତ'

ଗୁଜରାଟ ମାଟିରୁ ଅମିତ ଶାହଙ୍କ ଗର୍ଜନ । ପାକିସ୍ତାନର ସୀମା ୧୦୦ କି.ମି. ଭିତରକୁ ଯାଇ ୧୦୦ ଆତଙ୍କୀଙ୍କୁ ମାରିଲୁ । ଇଟାର ଜବାବ ପଥରରେ ଦେଲେ ଆମ ସେନା । ଏବେ ପାକିସ୍ତାନ ଭୟଭୀତ ଅଛି ବୋଲି କହିଲେ ଶାହା ।

Operation Sindoor
Operation Sindoor: ପାକିସ୍ତାନକୁ ଭକୁଆ ବନାଇବାକୁ 'ଡମି' ଏୟାରକ୍ରାଫ୍ଟ ପଠାଇଥିଲା ଭାରତ

ଅପରେସନ୍ ସିନ୍ଦୂରରେ ପାକିସ୍ତାନ ବନିଥିଲା 'ମହା ଭକୁଆ' । ଡୁପ୍ଲିକେଟ୍ ରାଫେଲକୁ ଖସାଇ ଖୁସି ହୋଇଥିଲା । ଶତ୍ରୁକୁ ଚକମା ଦେଇଥିଲା ଭାରତ ପଠାଇଥିବା 'ଡମି' ଏୟାରକ୍ରାଫ୍ଟ । ମେ ୯-୧୦ ରାତିରେ ଭାରତୀୟ ସେନାର ରଣନୀତି ଆଗରେ ପାକିସ୍ତାନ ଏମିତି ବୋକା ବନିଥିଲା ଯେ, ଏବେ ବି ସହଜରେ ହଜମ କରିପାରୁନି ।

Nuclear Weapons
Nuclear Weapons: ପାକିସ୍ତାନ ହାତରେ କେତେ ସୁରକ୍ଷିତ ପରମାଣୁ ବୋମା ?

ପାକିସ୍ତାନ ହାତରେ କେତେ ସୁରକ୍ଷିତ ପରମାଣୁ ବୋମା?, ପାକିସ୍ତାନରେ ଥିବା ପରମାଣୁ ବୋମା ଆତଙ୍କବାଦୀ ସଂଗଠନଙ୍କ ହାତକୁ ଚାଲିଯିବନି ତ?, ଆତଙ୍କବାଦୀ ସଂଗଠନକୁ ପ୍ରୋତ୍ସାହନ ଯୋଗାଉଥିବା ପାକିସ୍ତାନର ପରମାଣୁ ଅସ୍ତ୍ର ବ୍ୟବହାରର ନୀତି ଠିକ ଅଛି ତ? ଏଭଳି କିଛି ପ୍ରଶ୍ନ ଉଠାଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନର ପରମାଣୁ ଅସ୍ତ୍ର ବିଶ୍ବ ପାଇଁ ବିପଦ ଆଣିପାରେ ବୋଲି ଚେତାଇ ଦେଇଛନ୍ତି ।

Glorifying history of the battle of longewala fought between India-Pakistan
Battle of Longewala 1971: ୧୨୦ ଭାରତୀୟ ଯବାନଙ୍କ ରଣହୁଙ୍କାରରେ ଛାନିଆ ହୋଇ ପଳାୟନ କରିଥିଲେ ୪୦୦୦ ପାକିସ୍ତାନୀ ସୈନ୍ୟ

୧୯୭୧ ମସିହାର ଏକ ଅବିସ୍ମରଣୀୟ ଯୁଦ୍ଧ କାହାଣୀ। ଭାରତ-ପାକିସ୍ତାନ ମଧ୍ୟରେ ଲଢ଼ା ଯାଇଥିବା ଏହି ଯୁଦ୍ଧରେ ଭାରତୀୟ ଯୱାନଙ୍କ ଗୌରବମୟ ବିଜୟ ଗାଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

All-Party Delegations
All-Party Delegations: ବିଶ୍ୱରେ ଖୋଲିବ ପାକିସ୍ତାନ ଅସଲ ମୁଖା; ବିଦେଶ ଯିବେ ସର୍ବଦଳୀୟ ପ୍ରତିନିଧି ଦଳ, ବିଜେପିରୁ ବୈଜୟନ୍ତ ଓ ରବିଶଙ୍କର

ଆତଙ୍କବାଦ ବିରୋଧୀ ଲଢ଼େଇ ନେଇ ସର୍ବଦଳୀୟ ପ୍ରତିନିଧି ଦଳ ଗଠନ । ପ୍ରତ୍ୟେକ ଟିମ୍‌ର ନେତୃତ୍ୱ ନେବେ ୭ ଜଣ ପ୍ରମୁଖ ନେତା । ବିଜେପିରୁ ବୈଜୟନ୍ତ ପଣ୍ଡା, ରବିଶଙ୍କର ପ୍ରସାଦ ଏବଂ କଂଗ୍ରେସରୁ ଶଶି ଥରୁର ନେବେ ନେତୃତ୍ୱ ।

Rajnath singh
India's Stand on Terrorism: ପାକିସ୍ତାନ ବିରୋଧରେ ରାଜନାଥଙ୍କ ହୁଙ୍କାର; ବଦଳିଯାଅ, ନଚେତ୍‌ କଠୋର ଦଣ୍ଡ ‍

ଗୁଜରାଟର ଭୁଜ୍ ଏୟାର ଫୋର୍ସ ଷ୍ଟେସନ ଉଡ଼ାଇ ଦେଇଛି ବୋଲି ଦାବି କରିଥିଲା ପାକିସ୍ତାନ। ଏହା ମିଛ ପ୍ରମାଣ କରି ଆଜି ଚରମବାଣୀ ଶୁଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। କହିଛନ୍ତି, ଅନ୍ତର୍ଜାତୀୟ ମୂଦ୍ରା ପାଣ୍ଠିରୁ ଅର୍ଥ ଆଣି ପାକିସ୍ତାନ ଆତଙ୍କବାଦୀଙ୍କୁ ଦେଉଛି।

 India Pak Controversy
ପୁଣି ହେବ କି ସାମରିକ ସଙ୍ଘର୍ଷ, ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ହଇଚଇ

ଏତେ ସରି ହେଲା ପରେ ବି ପାକିସ୍ତାନର ମୁହଁ ଭାଙ୍ଗୁନି । ଭାରତ-ପାକିସ୍ତାନ ବିବାଦ ନିଆଁରେ ଘିଅ ଢାଳିଛି ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମହମ୍ମଦ ଇଶାକ ଦାରଙ୍କ ବିବୃତ୍ତି ।

Karachi rally
Pakistan India Conflict: ଧର୍ମ ନାଁରେ ପାକିସ୍ତାନରେ ଏକାଠି ହେଲେ କଠୋରପନ୍ଥୀ; ନିଜ ସେନାକୁ ପ୍ରଶଂସା, ଭାରତକୁ ଚେତାବନୀ

ପାକିସ୍ତାନ ସେନାର ତଥାକଥିତ ‘ଅପରେସନ ବୁନ୍ୟାନ ମାର୍ସୁସ’ ସଫଳତା ପାଇଁ କରାଚୀରେ ଆୟୋଜିତ ଜନସଭାରେ ଯୋଗ ଦେଲେ ଲସ୍କର-ଏ-ତୋଏବା ଓ ଅହଲ-ଏ-ସୁନ୍ନତ ୱାଲ ଜମାତ ର ସଦସ୍ୟମାନେ । ପାକିସ୍ତାନୀ ସେନା ରାଫେଲ ଜେଟ୍ ସହ ଋଷିଆ ନିର୍ମିତ ଏୟାର ଡିଫେନ୍ସ ସିଷ୍ଟମକୁ ମଧ୍ୟ ଧ୍ୱଂସ କରି ଦେଇଛି ବୋଲି ଦାବି କଲେ ।

Masood Azhar
India Airstrike: ଭାରତର ଏୟାରଷ୍ଟ୍ରାଇକରୁ ଅଳ୍ପକେ ବର୍ତ୍ତିଗଲା ମାସୁଦ ଆଜହର

ଟିକିଏ ଟିକିଏରେ ବଞ୍ଚିଗଲା ମୋଷ୍ଟ ୱଣ୍ଟେଡ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଜହର । ଅପରେସନ ସିନ୍ଦୁର ସମୟରେ ମିସାଇଲ ମାଡ ହୋଇଥିବା ଜୈସ୍ ମୁଖ୍ୟାଳୟ ପାଖ ଘରେ ଥିଲା ଆଜହର। ମିସାଇଲ ମାଡରେ ତା' ପରିବାରର ୧୪ ଜଣ ଜୀବନ ହାରିଥିଲେ ।

India's Military Actions
'ଭାରତର ଆକ୍ରମଣରେ ଡରୁଆ କୁକୁର ଭଳି ଲାଙ୍ଗୁଡ଼ ଜାକି ଦୌଡ଼ିଥିଲା ପାକିସ୍ତାନ'

ଭାରତର ଆକ୍ରମଣରେ ଛାନିଆ ହୋଇଥିଲା ପାକିସ୍ତାନ। ଡରୁଆ କୁକୁର ଭଳି ଲାଙ୍ଗୁଡ଼ ଜାକି ଦୌଡ଼ିଥିଲା । ଅସ୍ତ୍ରବିରତି ପାଇଁ କାକୁତି ମିନତି ହୋଇଥିଲା । ପେଣ୍ଟାଗନର ଜଣେ ପୂର୍ବତନ ଅଧିକାରୀ ମାଇକେଲ୍ ରୁବିନ୍ ବଡ଼ ବୟାନ ଦେଇଛନ୍ତି ।

Viral Video
ସ୍ୱାମୀଙ୍କ ସଙ୍ଗୀନ ଅଭିଯୋଗ, ମୋ ସ୍ତ୍ରୀ ପାକିସ୍ତାନୀ ଗୁପ୍ତଚର...

ମୋ ସ୍ତ୍ରୀ ହେଉଛି ପାକିସ୍ତାନୀ ଗୁପ୍ତଚର । ମାସୁଦ ଆଜହର ତାକୁ ଇମେଲ୍ କରୁଛି । ସରକାର ତୁରନ୍ତ ତାକୁ ବାହାର କର । ଜଣେ ସ୍ୱାମୀ ନିଜ ସ୍ତ୍ରୀ ସହ ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ସମ୍ପର୍କ ରହିଛି ବୋଲି କହୁଛନ୍ତି ।

‘ପାକିସ୍ତାନଠୁ ଆରମ୍ଭ ଭିକାରୀଙ୍କ ଧାଡ଼ି’
India Pakistan Conflict: ପାକିସ୍ତାନକୁ ରାଜନାଥ ଶୁଣାଇଲେ ଚରମବାଣୀ; କହିଲେ, ଧର୍ମ ପଚାରି ମାରିଥିଲେ, କର୍ମ ଅନୁସାରେ ଦଣ୍ଡ ଦେଲୁ

ଆତଙ୍କୀ ଭାରତର ମୁଣ୍ଡକୁ ଆଘାତ କଲେ। ଆମେ ସେମାନଙ୍କର ଛାତିକୁ ଚିରି ପ୍ରହାର କରିଛୁ । ଆମ ସେନା କେବଳ ଟାର୍ଗେଟ ଭେଦିଥାଏ, ଶବ ଗଣିଥାଏ ଶତ୍ରୁ । ପହଲଗାମରେ ଧର୍ମ ପଚାରି ନିର୍ଦ୍ଦୋଷଙ୍କୁ ମାରିଲେ ଆତଙ୍କୀ । ଆମେ କର୍ମ ଦେଖି ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଛୁ ।

Donald Trump
India Pakistan Ceasefire Role: 'ମୁଁ କହୁନାହିଁ ଯେ ମୁଁ ଯୁଦ୍ଧ ବନ୍ଦ କରିଦେଇଛି, କିନ୍ତୁ...'

ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ମୁଁ ଏହା କହୁନାହିଁ ଯେ ମୁଁ ମଧ୍ୟସ୍ଥତା କରିଛି, କିନ୍ତୁ ଗତ ସପ୍ତାହରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅଧିକ ବିପଦପୂର୍ଣ୍ଣ ହେଉଥିବା ସମସ୍ୟାର ସମାଧାନ କରିବାରେ ମୁଁ ସାହାଯ୍ୟ କରିଛି ।

India Wins
Pakistan Military Retreat: ପେଣ୍ଟାଗନର ପୂର୍ବତନ ଅଧିକାରୀ କହିଲେ, କୁକୁର ଭଳିଆ ହାରିଲା ପାକିସ୍ତାନ

ପାକିସ୍ତାନ ଡରୁଆ କୁକୁର ଭଳି ଲାଙ୍ଗୁଡ଼ ଜାକି ଦୌଡିଲା ବୋଲି ସେ କହିଛନ୍ତି । ରୁବିନ କହିଛନ୍ତି, ଏହି ଉତ୍ତେଜନାମୂଳକ ପରିସ୍ଥିତିରେ ଭାରତ ଉଭୟ କୂଟନୈତିକ ଓ ସାମରିକ ସ୍ତରରେ ବିଜୟ ଲାଭ କରିଛି । ଏବେ ସାରା ବିଶ୍ୱର ନଜର ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଉପରେ ରହିଥିବା ସେ କହିଛନ୍ତି ।

Indian Navy
ଭାରତର ପ୍ରହାରରେ ୫ ମିନିଟ୍‌ରେ ଧ୍ୱଂସ ହୋଇଥାନ୍ତା କରାଚୀ

ସୀମା ପାର୍‌ରେ ଥାଇ ପାକିସ୍ତାନରେ କାଉଣ୍ଟର ଆଟାକ୍‌ କରୁଥିଲା ବାୟୁସେନା । ସ୍ଥଳସେନା ଏଲ୍‌ଓସିରେ ଦେଉଥିଲା ମୁହଁତୋଡ ଜବାବ । ଆଉ ଏପଟେ ଆକ୍ସନ ଅପେକ୍ଷାରେ ରହିଥିଲା ନୌସେନା । ନେଭି ଟାର୍ଗେଟ୍‌ରେ ଥିଲା କରାଚୀ ।

Harsh Goenka On Turkey
India Boycotts Turkey and Azerbaijan: ତୁର୍କୀ-ଅଜରବୈଜାନ ନଯିବାକୁ ଶିଳ୍ପପତିଙ୍କ ଅପିଲ, ବଏକଟ ପରେ ଭୁଶୁଡ଼ିବ ଅର୍ଥନୀତି !

ତୁର୍କୀ-ଅଜରବୈଜାନ ପାକିସ୍ତାକୁ ସମର୍ଥନ କରୁଛନ୍ତି । ଯେଉଁଥିପାଇଁ ଏବେ ଭାରତୀୟ ଏହି ଦୁଇ ଦେଶକୁ ବଏକଟ କରିବା ପାଇଁ ମନ ବଳାଇଲେଣି । ଶିଳ୍ପପତି ହର୍ଷ ଗୋଏଙ୍କା ମଧ୍ୟ ଏହି ଦୁଇ ଦେଶକୁ ନଯିବାକୁ ଭାରତୀୟଙ୍କୁ ଅପିଲ କରିଛନ୍ତି ।

 Boycott Turkey
Boycott Turkey: ଗଦ୍ଦାର ତୁର୍କୀର ଗାଲକୁ ଭାରତୀୟଙ୍କ ଶକ୍ତ ଚାପୁଡ଼ା

ଗଦ୍ଦାର ତୁର୍କୀର ଗାଲକୁ ଭାରତୀୟଙ୍କ ଶକ୍ତ ଚାପୁଡ଼ା । ପାକିସ୍ତାନକୁ ସାହାଯ୍ୟ କରି ନାମ ନେଲା ତୁର୍କୀ । ବିକ୍ରି ହେଉନି ତୁର୍କୀ ଆପଲ୍, ଟ୍ରାଭେଲ ପ୍ଲାନ ହେଉଛି କ୍ୟାନସଲ୍ ।