ଭାରତ ବନାମ ଇଣ୍ଡିଆ। ଏହାକୁ ନେଇ ଚାଲିଛି ରାଜନୈତିକ ଝଡ। ତେବେ ଏହାରି ଭିତରେ ଆସନ୍ତୁ ଜାଣିନେବା କିପରି ହୋଇଥିଲା ଭାରତ ଶବ୍ଦର ଉତ୍ପତ୍ତି ଆଉ କାହିଁକି ହେଲା ଇଣ୍ଡିଆ।
ନୃଶଂସ ସ୍ୱାମୀ । ଯୌତୁକ ପାଇଁ ସ୍ତ୍ରୀର ଜୀବନକୁ ବାଜିରେ ଲଗାଇଦେଲା ।
ଏହା ପୂର୍ବରୁ ଭାରତୀୟ ନୌସେନାର କର୍ମଚାରୀମାନେ ଖାଇବା ସମୟରେ ହେଉ କିମ୍ବା ୱାର୍ଡରୁମ୍ରେ, ସବୁବେଳେ ଅଣ୍ଟାରେ ସେହି ଇଂରେଜ ଅମଳରୁ ‘କମରପଟି’ ପିନ୍ଧି ଆସୁଥିଲେ । ଏହି ପ୍ରଥାକୁ ଏବେ ଉଚ୍ଛେଦ କରାଯାଇଛି ।
ସଂସଦର ସ୍ୱତନ୍ତ୍ର ଅଧିବେଶନରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଇଣ୍ଡିଆର ସରକାରୀ ନାମକୁ 'ଭାରତ' ରେ ପରିବର୍ତ୍ତନ କରିବାକୁ ଏକ ପ୍ରସ୍ତାବ ଆଣିବାର ସମ୍ଭାବନା ରହିଛି। ଏହାରି ଭିତରେ ‘ଇଣ୍ଡିଆ’କୁ ବଦଳେଇ ‘ଭାରତ’ ହେବ କି ନାହିଁ ତାହା ତ ପରକଥା, ତେବେ ଏବେ ଆସନ୍ତୁ ଜାଣିନେବା ଏମିତି କିଛି ଦେଶ ବିଷୟରେ ଯେଉଁମାନଙ୍କ ସରକାରୀ ନାମକୁ ବଦଳାଯାଇ ଅନ୍ୟ ନାମ ରଖାଯାଇଛି।
ଯୋଗୀଙ୍କ ସାନ ଭାଇ ଶୈଳେନ୍ଦ୍ର ବିଷ୍ଟ କିଛିଦିନ ତଳେ ସୁବେଦାର ମେଜର୍ ପଦବୀକୁ ପଦୋନ୍ନତି ପାଇଛନ୍ତି ।
ଭାରତୀୟ ସମ୍ବିଧାନର ମୁଖବନ୍ଧ ବିଷୟରେ ଜ୍ଞାନ ନ ଥିବା ଦଳଠାରୁ ଆମେ କ’ଣ ଆଶା କରି ପାରିବା ବୋଲି କହିଛନ୍ତି ଜେପି ନଡ୍ଡା
G-20 ଶିଖର ସମ୍ମିଳନୀରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଆସନ୍ତାକାଲି ସେ ଭାରତ ଆସିବେ ବୋଲି ହ୍ୱାଇଟ୍ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।
କେବଳ ପଞ୍ଜୀକୃତ ଭେଣ୍ଡର ହିଁ ବିକିବେ ସିମ୍ କାର୍ଡ । ଖିଲାପ କଲେ ଟେଲିକମ୍ କମ୍ପାନୀ ଦେବେ ୧୦ ଲକ୍ଷ ଟଙ୍କା ଜରିମାନା ।
ଆଜିକୁ ୩୭ ବର୍ଷ ତଳେ ଏକ ପ୍ଲେନ ହାଇଜାକ୍ ଘଟଣାରେ ପ୍ରାଣ ହରାଇଥିଲେ ନିର୍ଜା ଭାନଟ୍ । ନିଜର ସାହାସିକତା ଓ ବୁଦ୍ଧି ବଳରେ ଅନେକ ଲୋକଙ୍କୁ ବିପଦ ମୁହଁରୁ ବଞ୍ଚାଇଥିଲେ ।
ସିମ୍ କାର୍ଡ ବିକ୍ରି ପାଇଁ ଆସିଲା ନୂଆ ନିୟମ । ଯେ କେହି ଚାହିଁଲେ ବିକି ପାରିବେନି । କେବଳ ପଞ୍ଜୀକୃତ ବିକ୍ରେତାଙ୍କୁ ମିଳିବ ସିମ୍ କାର୍ଡ ବିକ୍ରି ଅନୁମତି ।
ରାଷ୍ଟ୍ରପତିଙ୍କ ପ୍ରେରିତ ପତ୍ରରେ ଆଗରୁ ଲେଖାଯାଉଥିଲା ପ୍ରେସିଡେଣ୍ଟ୍ ଅଫ୍ ଇଣ୍ଡିଆ । ହେଲେ ଜି-ଟ୍ୱେଣ୍ଟି ଆମନ୍ତ୍ରଣ ପତ୍ରରେ ଲେଖାଯାଇଛି ପ୍ରେସିଡେଣ୍ଟ୍ ଅଫ୍ ଭାରତ ।
ଯେଉଁ ଭାରତ ମଣ୍ଡପମ୍କୁ ନେଇ ଏବେ ସାରା ଦେଶ ତଥା ବିଶ୍ୱରେ ଚର୍ଚ୍ଚା । ସେହି ଭାରତ ମଣ୍ଡପମ୍ର କ’ଣ ରହିଛି ବିଶେଷତ୍ୱ । ଆସନ୍ତୁ ଜାଣିବା ।
ପ୍ରେମିକାର କଥା ଶୁଣି ପ୍ରେମିକର ଉଡ଼ିଗଲା ହୋସ୍ । ତା’ପରେ..
ଅତିଥିଙ୍କୁ ସ୍ୱାଗତ ଲାଗି ଏଠାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଭାରତ ମଣ୍ଡପମର ବିଲଡିଂକୁ ରଙ୍ଗୀନ ଆଲୋକମାଳାରେ ସଜାଯିବା ସହ ଚାରିଆଡ ସଫାସୁତରା କରାଯାଉଛି ।
ଭିଡିଓ ଭାଇରାଲ ହେବା ପରେ ରେଳବାଇ ଦେଇଛି ସ୍ପଷ୍ଟୀକରଣ । ଏହା ରେଳବାଇର ସ୍ୱାଭାବିକ କାର୍ଯ୍ୟକ୍ରମ କହିଲେ ଷ୍ଟେସନ ମାଷ୍ଟର ।
ଇଣ୍ଡିଆ ନାଁ ଇଂରେଜମାନେ ଦେଇଛନ୍ତି । ତେଣୁ ଏବେ ଭାରତ ରଖାଯାଉ । ଭାରତ ନାଁ ରଖାଗଲେ ଗର୍ବ ଅନୁଭବ ହେବ । ଆମେ ଭାରତୀୟ, ଆମକୁ ଭାରତ ନାଁ ଦରକାର ବୋଲି କହିଛନ୍ତି ସେହୱାଗ ।
ସମ୍ବିଧାନର ଧାରା ୧ ରେ ରହିଛି ଯେ ଇଣ୍ଡିଆ ହିଁ ଭାରତ । ଉଭୟ ହିଁ ଆମ ଦେଶର ନାମ ।
ପୃଥିବୀର ଦ୍ୱିତୀୟ କକ୍ଷ ପଥକୁ ପରିବର୍ତ୍ତନ ଅର୍ଥାତ ଦ୍ୱିତୀୟ ଅର୍ବିଟ୍ ରେଜିଂ ସଫଳତାର ସହିତ ମିଶନ୍ ଆଦିତ୍ୟ ସମ୍ପୂର୍ଣ୍ଣ କରିଛି। ଏହାପରେ ତୃତୀୟ ଅର୍ବିଟ ରେଜିଂ ଆସନ୍ତା ୧୦ ତାରିଖରେ ହେବ।
ବରିଷ୍ଠ ନାଗରିକଙ୍କ ଆର୍ଥିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି SBI ଏକ ସ୍ୱତନ୍ତ୍ର ସଞ୍ଚୟ ଯୋଜନା ପ୍ରଦାନ କରୁଛି । ଯାହାଦ୍ୱାରା ବରିଷ୍ଠନାଗରିକମାନେ ଅନେକ ଲାଭ ପାଇପାରିବେ । ଏହି ଯୋଜନାର ନାଁ ହେଉଛି SBI WeCare Deposit Scheme
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅସନ୍ତୋଷ ଓ ପ୍ରତିବାଦ ତେଜିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳର ନେତା ଉଦୟନିଧିଙ୍କୁ ସମାଲୋଚନା କରିଛନ୍ତି।
ଗୋଟିଏପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅସନ୍ତୋଷ ଓ ପ୍ରତିବାଦ ତେଜୁ ଥିବାବେଳେ ଅନ୍ୟପକ୍ଷେ ନିଜ ଜୀବନ ପ୍ରତି ଥିବା ବିପଦକୁ ଉଦୟନିଧି ଖଣ୍ଡନ କରିଛନ୍ତି।
ନୂଆ ସିମ୍ କାର୍ଡ ବିକ୍ରି ପାଇଁ ଅକ୍ଟୋବର ୧ରୁ କଟକଣା ଲାଗୁ ହେବ। ଜଣେ ବ୍ୟକ୍ତିଙ୍କ ନାଁରେ ଏକାଧିକ ସିମ୍ କାର୍ଡ ବିକ୍ରି ରୋକିବା ଉପରେ ପଦକ୍ଷେପ ନିଆଯିବ।
ନୂଆଦିଲ୍ଲୀ ସ୍ଥିତ ତାମିଲନାଡୁ ହାଉସକୁ ଯାଇ ଉଦୟନିଧିଙ୍କ ମନ୍ତବ୍ୟର ଦୁଢ ବିରୋଧ କରି ତାମିଲନାଡୁର ଆବାସିକ କମିଶନରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ଦିଲ୍ଲୀର ସମସ୍ତ ବିଜେପି ସାଂସଦ।
ବୈଜ୍ଞାନିକ ଏନ୍. ଭାଲରମଥିଙ୍କ ହୃଦଘାତରେ ପରଲୋକ ହୋଇଛି । ସେ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ । ବୈଜ୍ଞାନିକ ଭାବେ ଇସ୍ରୋରେ ଏନ୍. ଭାଲରମଥି କାର୍ଯ୍ୟରତ ଥିଲେ ।
ପାଣିପାଗ ବିଭାଗର ସୂଚନା ଅନୁସାରେ ସୋମବାର ଅର୍ଥାତ୍ ଆଜି ବୃଷ୍ଟିପାତ ହେବାର ୮୯ ପ୍ରତିଶତ ସଂଭାବନା ରହିଛି । ଆଜି ସକାଳେ ପ୍ରାୟ ୬୦% ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।