• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Puja Khedkar
ମୋତେ ଅଯୋଗ୍ୟ ଘୋଷଣା କରିବାର କ୍ଷମତା UPSCର ନାହିଁ: ପୂଜା ଖେଡକର

ପୂଜା ଖେଡକର ଦିଲ୍ଲୀ ହାଇକୋର୍ଟରେ ଏକ ନୂଆ ଦାବି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ୟୁପିଏସସିର କ୍ଷମତା କିମ୍ବା ଅଧିକାର ନାହିଁ ବୋଲି ଖେଡକର ହାଇକୋର୍ଟଙ୍କୁ କହିଛନ୍ତି ।

  • Wednesday, 28 August 2024
  • UPSC
President Droupadi Murmu
ବହୁତ ହୋଇଗଲା ମହିଳାଙ୍କ ପ୍ରତି ହିଂସା..କୋଲକାତା ଲଜ୍ଜାକୁ ଭୟାନକ କହିଲେ ରାଷ୍ଟ୍ରପତି

କୋଲକାତା ଆରଜି କର ମେଡିକାଲ କଲେଜରେ ଜୁନିୟର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାକୁ ଉଦବେଗଜନକ ଓ ଭୟାନକ କହିଛନ୍ତି ରାଷ୍ଟ୍ରପତି ।

UPSC
ଏହି ସରକାର କଲେ ବଡ଼ ଘୋଷଣା, UPSC Mains ପାସ୍‌ କଲେ ମିଳିବ ଲକ୍ଷେ ଟଙ୍କା

ତେଲେଙ୍ଗାନାର ସ୍ଥାୟୀ ବାସିନ୍ଦାମାନେ ହିଁ ସରକାର ଘୋଷଣା କରିଥିବା ଏହି ନୂଆ ଯୋଜନାର ଲାଭ ଉଠାଇ ପାରିବେ ।

Chief Justice DY Chandrachud
CJIଙ୍କ ନାଁରେ ସାଇବର ଠକେଇ ଉଦ୍ୟମ; ମାଗିଲେ ୫୦୦ ଟଙ୍କା ଗାଡ଼ି ଭଡ଼ା...

‘ହେଲୋ, ମୁଁ CJI କହୁଛି, ମୁଁ କନ୍ନଟ ପ୍ଲେସ୍‌ରେ ଫସି ଯାଇଛି । ମୋତେ କାର୍‌ ଭଡ଼ା ୫୦୦ ଟଙ୍କା ପଠାଇ ପାରିବ ? ’ ଏମିତି କହି ଟଙ୍କା ମାଗିଲେ ସାଇବର ଠକ... 

gold price today
Gold Price Today 28th August 2024: କମିଲା ସୁନା ଦର, କିଣିବା ପୂର୍ବରୁ ଜାଣି ନିଅନ୍ତୁ ଦାମ୍

ସୁନା ଦରରେ ପରିବର୍ତ୍ତନ । ଆଜି ପୁଣି କମିଛି ସୁନାର ଦାମ୍ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...

Kolkata Horror
ଭୀଷଣ ରୂପ ନେଉଛି ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ; ଆଜି ୧୨ ଘଣ୍ଟିଆ ‘ବେଙ୍ଗଲ ବନ୍ଦ’...

ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି ବିଜେପି। ଅଭୟା କାଣ୍ଡ ପ୍ରତିବାଦରେ ଗତକାଲି ନବାନ୍ନ ମାର୍ଚ୍ଚ ବେଳେ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଦମନଲୀଳାକୁ ନିନ୍ଦା କରି ବନ୍ଦ ପାଳନ କରୁଛି ବିଜେପି।

Kolkata Nabanna March
ପଶ୍ଚିମବଙ୍ଗ ଇତିହାସରେ ସବୁଠୁ ବଡ଼ ଜନ ଆକ୍ରୋଶ ରାଲି

ବିନା କୌଣସି ରାଜନୈତିକ ଦଳର ସମର୍ଥନରେ ନୀରିହ ଛାତ୍ରଛାତ୍ରୀଙ୍କ ଏହି ପ୍ରତିବାଦକୁ ଚପାଇ ଦେବାକୁ ଅଭେଦ୍ୟ ଦୁର୍ଗ ଠିଆ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

  • Tuesday, 27 August 2024
Kolkata Nabanna March
ଅଭୟାକାଣ୍ଡ ପ୍ରତିବାଦ; ବିକ୍ଷୋଭବେଳେ ସୀମା ଟପିଲା କୋଲକାତା ପୋଲିସର ବର୍ବରତା

ଅଭୟା କାଣ୍ଡ ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ ନବାନ୍ନ ଘେରାଉ ପାଇଁ ସ୍ୱତଃସ୍ଫୂର୍ତ୍ତ ଭାବେ ଏକାଠି ହୋଇଥିଲେ ହଜାର ହଜାର ଛାତ୍ରଛାତ୍ରୀ । ହାତରେ ପ୍ଲାକାର୍ଡ, ମୁହଁରେ ଏକମାତ୍ର ନାରା, ଜଷ୍ଟିସ୍ ଫର୍ ଅଭୟା ।

Kolkata Protesters
ଅଭୟାଙ୍କୁ ନ୍ୟାୟ ଦାବିରେ ଛାତ୍ରଛାତ୍ରୀଙ୍କ ଜୋରଦାର ଆନ୍ଦୋଳନ; ପାଣିମାଡ଼ କଲା ପୋଲିସ...

ମମତାଙ୍କ ଗଡ଼ରେ ମହା ବିକ୍ଷୋଭ। ଛାତ୍ର ସଂଗଠନର ଆନ୍ଦୋଳନ ବେଳେ ପୋଲିସ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ବ୍ୟାରିକେଡ୍ ଡେଇଁ ଧସେଇ ପଶିବାକୁ ଉଦ୍ୟମ ବେଳେ ଉତ୍ତେଜନା ଦେଖା ଦେଇଛି। 

Telegram Ban in India
 ଜୋରଦାର ଚର୍ଚ୍ଚା; ଭାରତରେ ବ୍ୟାନ୍ ହୋଇଯିବ କି ଟେଲିଗ୍ରାମ୍ ?

ଭାରତରେ ବ୍ୟାନ ହୋଇଯିବ କି ଟେଲିଗ୍ରାମ୍ । ଦେଶରେ ଚାଲିଛି ଏଭଳି ଜୋରଦାର ଚର୍ଚ୍ଚା । ପ୍ୟାରିସ୍ ବୋର୍ଜେଟ ବିମାନ ବନ୍ଦରରୁ ଟେଲିଗ୍ରାମ୍ ସିଇଓ ପାଭେଲ ଡୁରୋଭ ଗିରଫ ହେବା ପରେ ସାରା ଦେଶରେ ବଢ଼ିଛି ଏଭଳି ଶଙ୍କା।

 Champai Soren
ବିଜେପିରେ ଯୋଗଦେବେ ଚମ୍ପାଇ ସୋରେନ୍; ସୋସିଆଲ ମିଡିଆରେ ସୂଚନା ଦେଲେ ହିମନ୍ତ...

ଆସନ୍ତା ୩୦ ତାରିଖରେ ଚମ୍ପାଇ ସୋରେନ୍ ବିଜେପିରେ ମିଶିବେ ବୋଲି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ସୋସିଆଲ ମିଡିଆରେ ଏନେଇ ସେ ପୋଷ୍ଟ କରିଛନ୍ତି । 

Kolkata Horror
TMC ବିରୋଧରେ ସବୁଠୁ ବଡ଼ ଆନ୍ଦୋଳନ; ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଘେରାଉ କରିବେ ୩୦ ହଜାର ଛାତ୍ରଛାତ୍ରୀ...

ଟିଏମସି ସରକାର ବିରୋଧରେ ସବୁଠୁ ବଡ଼ ଆନ୍ଦୋଳନର ଡାକରା ଦେଇଛି ଛାତ୍ର ସଂଗଠନ । ଆଜି କୋଲକାତାରେ ବିଶାଳ ଜନ ସମାବେଶର ଡାକରା ଦେଇଛି ଛାତ୍ର ସମାଜ। 

Kolkata Crime Case
ସସ୍ପେନ୍ସରେ ସେମିନାର ହଲର ସତ

 ଘଟଣା ଦିନ ସକାଳେ ସେମିନାର୍ ହଲ୍‌ର ଦୃଶ୍ୟ, ସେଠି ଅପରାଧ ଘଟିଲା ଭଳି ନଥିଲା। ଏକଦମ୍ ସଫା ସୁତୁରା, ବ୍ୟବସ୍ଥିତ ଥିଲା ହଲ୍।

  • Monday, 26 August 2024
Kolkata Crime
କୋଲକତା ଅଭୟା କାଣ୍ଡ ! ସାମ୍ନାକୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ଭିଡିଓ...

ମୃତଦେହ ମିଳିଥିବା ସେମିନାର ହଲ୍‌ରେ ବାହାର ଲୋକଙ୍କୁ ପଶିବାକୁ କାହିଁକି ଅନୁମତି ଦେଇଥିଲା ପୋଲିସ। ଘଟଣା ସ୍ଥଳରେ ଡାକ୍ତର, ପୋଲିସ, ଓକିଲ କାହିଁକି ଏକାଠି ହୋଇଥିଲେ ଏବଂ ପ୍ରମାଣ ନଷ୍ଟ କରିବାକୁ ଏହା ଯୋଜନା ପ୍ରସୂତ ଥିଲା କି ବୋଲି ଅମିତ ପ୍ରଶ୍ନ କରିଛନ୍ତି।

  • Monday, 26 August 2024
Kolkata Crime Case
କୋଲକାତା ଅଭୟାକାଣ୍ଡ: ସସପେନ୍ସ ବଢ଼ାଇଲା ସେମିନାର ହଲର ସତ !

କ୍ରାଇମସ୍ପଟକୁ ନେଇ ବଢ଼ିଲା ସହପାଠୀଙ୍କ ସନ୍ଦେହ । ସେମିନାଲ ହଲକୁ କ୍ରାଇମ ସ୍ପଟର ରୂପ ଦିଆଯାଇଥିବା ଆଶଙ୍କା ।

Pension Scheme
UPS vs OPS vs NPS: କେଉଁ ପେନ୍‌ସନ୍‌ ସ୍କିମ୍‌ ଭଲ ? କ’ଣ ରହିଛି ଫରକ୍‌  ? ଜାଣନ୍ତୁ...

ଆସନ୍ତା ଏପ୍ରିଲରୁ ଲାଗୁ ହେବ ନୂଆ ପେନସନ୍ ଯୋଜନା- ୟୁନିଫାଏଡ୍ ପେନସନ୍ ସ୍କିମ୍ ବା UPS। ତେବେ ୨୦୦୪ରୁ ଲାଗୁ ହୋଇଥିବା ନ୍ୟାସନାଲ୍ ପେନସନ୍ ସିଷ୍ଟମ ତୁଳନାରେ ଏହା କେତେ ଫାଇଦାଜନକ ?

UP journalist fined
କାର୍ ଭିତରେ ହେଲମେଟ୍ ପିନ୍ଧିନଥିବାରୁ ସାମ୍ବାଦିକଙ୍କୁ ଜରିମାନା !

କାର୍ ଭିତରେ ହେଲମେଟ୍ ନପିନ୍ଧିବାରୁ ମିଳିଲା ଜରିମାନା ଦଣ୍ଡ। ଏପରି ଏକ ବିଚିତ୍ର ଘଟଣା ଘଟିଛି ଉତ୍ତରପ୍ରଦେଶର ଜଣେ ସାମ୍ବାଦିକଙ୍କ ସହ ।

Kolkata Horror
୧୨ ଘଣ୍ଟା ପରେ ସନ୍ଦୀପଙ୍କ ଘରୁ ବାହାରିଲା ସିବିଆଇ!! ଅର୍ଥନୈତିକ ହେରଫେର ଅଭିଯୋଗ

କୋଲକାତା ଅଭୟା କାଣ୍ଡ ମାମଲାରେ ଆଜି ଚଢ଼ାଉକୁ ଆହୁରି ଜୋରଦାର କରିବ କି ସିବିଆଇ ? ଗତକାଲି RG କର୍ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଘର ସମେତ ୧୫ଟି ସ୍ଥାନରେ ସିବିଆଇ ରେଡ୍ ହୋଇଥିଲା ।

  • Monday, 26 August 2024
  • CBI
Jammu kashmir Election
ଆଜି ବିଜେପିର J&K ଯୋଦ୍ଧା ଘୋଷଣା ! ଗତକାଲି ଥିଲା ସିଇସି ବୈଠକ

ଗତକାଲି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ, ଆଜି ୪୦ ରୁ ୫୦ ଆସନ ପାଇଁ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ଦଳ ।

Unified Pension Scheme
NPSଠୁ କେତେ ଭଲ UPS ?

ଆସନ୍ତା ଆର୍ଥିକ ବର୍ଷରୁ କେନ୍ଦ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ୟୁନିଫାଏଡ୍  ପେନସନ ସ୍କିମ୍- UPS। ଯେଉଁଥିରେ 25 ବର୍ଷର ଚାକିରିଆ ଅବସର ପରେ ମୂଳ ଦରମାର ଅଧା ପେନସନ ଆକାରରେ ପାଇବେ। ତେବେ 2004ରୁ ଲାଗୁ ହୋଇଥିବା ନ୍ୟାସନାଲ୍ ପେନସନ୍ ସିଷ୍ଟମ ତୁଳନାରେ ଏହା କେତେ ଫାଇଦାଜନକ? ଏହାକୁ ନେଇ କର୍ମଚାରୀଙ୍କ ମତ କ’ଣ ? ଦେଖନ୍ତୁ ଏହି ରିପୋର୍ଟ।...

Kolkata Doctor Case
କୋଲକାତାର ସାହିଗଳିରେ ତୀବ୍ର ହେଲାଣି ସରକାର ବିରୋଧୀ ସ୍ବର

କୋଲକାତାରେ ଅଭୟା କାଣ୍ଡକୁ ନେଇ ଜୋରଦାର ପ୍ରତିବାଦ ଭିତରେ, ଉଗ୍ର ରୂପ ନେଲାଣି ମମତା ସରକାର ବିରୋଧୀ ସ୍ବର। ବଢିଲାଣି ଦିଦିଙ୍କ ଉପରେ ଇସ୍ତଫା ଚାପ। ନାରଦା-ସାରଦା ସ୍କାମ ଠାରୁ ବି ବର୍ତ୍ତମାନ ବଡ଼ ହରଡଘଣାରେ ପଡିଛନ୍ତି ଦିଦି। ସାମ୍ନାରେ ରାଜନୈତିକ କ୍ୟାରିଅରର ସବୁଠୁ ବଡ଼ ଚ୍ୟାଲେଞ୍ଜ। ପ୍ରଶ୍ନ ଉଠୁଛି, ଅଭୟାକାଣ୍ଡର ନିଆଁରେ ପୋଡ଼ି ପାଉଁଶ ହୋଇଯିବ କି ପଶ୍ଚିମବଙ୍ଗର ମମତା ସରକାର ?

Kolkata Doctor Case
ଭୁଶୁଡୁଛି ଗଡ଼, ଆସନ ଟଳମଳ!! ତୀବ୍ର ହେଉଛି ସରକାର ବିରୋଧୀ ସ୍ୱର, ଛାନିଆ ପଶ୍ଚିମବଙ୍ଗ ସରକାର

କୋଲକାତାରେ ଅଭୟା କାଣ୍ଡକୁ ନେଇ ଜୋରଦାର ପ୍ରତିବାଦ ଭିତରେ, ଉଗ୍ର ରୂପ ନେଲାଣି ମମତା ସରକାର ବିରୋଧୀ ସ୍ୱର । ବଢିଲାଣି ଦିଦିଙ୍କ ଉପରେ ଇସ୍ତଫା ଚାପ । ନାରଦା-ସାରଦା ସ୍କାମ ଠାରୁ ବି ବର୍ତ୍ତମାନ ବଡ଼ ହରଡଘଣାରେ ପଡିଛନ୍ତି ଦିଦି ।

Unified Pension Scheme
୨୫ ବର୍ଷ ଚାକିରି କରିଥିଲେ ବେସିକ୍‌ର ଅଧା ମିଳିବ ପେନ୍‌ସନ୍‌; NPSଠୁ କେତେ ଭଲ UPS ? ଜାଣନ୍ତୁ...

ଆସନ୍ତା ଏପ୍ରିଲରୁ ଲାଗୁ ହେବ ନୂଆ ପେନସନ୍ ଯୋଜନା- ୟୁନିଫାଏଡ୍ ପେନସନ୍ ସ୍କିମ୍ ବା UPS। ଯେଉଁଥିରେ ଉପକୃତ ହେବେ ଦେଶର ୨୩ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ। ଯଦି ରାଜ୍ୟଗୁଡ଼ିକ ଏହାକୁ ଲାଗୁ କରନ୍ତି ତାହେଲେ ହିତାଧିକାରୀଙ୍କ ସଂଖ୍ୟା ୯୦ ଲକ୍ଷକୁ ବଢ଼ିଯିବ।

Sanjay Roy
କୋଲକାତା କେସ୍‌ରେ ଘାଣ୍ଟୁଛି CBI, ପାପୀ ସଞ୍ଜୟର ଚାଲିଛି ପଲିଗ୍ରାଫ୍ ଟେଷ୍ଟ

କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ପାପର ପାପୀ ସଞ୍ଜୟ ରାୟର ଚାଲିଛି ପଲିଗ୍ରାଫ୍ ଟେଷ୍ଟ । ଅଭିଯୁକ୍ତ ସଂଞ୍ଜୟ ରାୟର ପଲିଗ୍ରାଫ୍ ଟେଷ୍ଟ ପୂର୍ବରୁ ଗତକାଲି ୬ ଜଣଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା ।

  • Sunday, 25 August 2024
  • Crime
Sandip Ghosh
ଜାଣନ୍ତୁ ସୈତାନ ସନ୍ଦୀପର ଇତିହାସ, କିଏ ଏହି ସନ୍ଦୀପ ଘୋଷ ..

ପକ୍କା ସୈତାନ ସନ୍ଦୀପ ଘୋଷ ! ଅପରାଧର ପୃଷ୍ଠ ଭୂମିରେ କରିଥିଲା ଘର । ଡେଲି ଡେଲି ସୁନ୍ଦରୀଙ୍କ କରୁଥିଲା ସଉଦା । ହେଲେ କିଏ ଏ ସନ୍ଦୀପ ଘୋଷ ? କେମିତି କଲା ଏତେ ବଡ଼ ଅପରାଧର ସାମ୍ରାଜ୍ୟ ?