ସାଧାରଣତଃ ଭାରତୀୟ ବିବାହରେ କନ୍ୟାର ଲଜ୍ଜା ଓ ସରଳତା ଦେଖାଯାଏ। କିନ୍ତୁ ସୋସିଆଲ୍ ମିଡିଆରେ ଏବେ ଏମିତି ଏକ କନ୍ୟାର ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କନ୍ୟା ଜଣକ ଗାଡି ଉପରେ ବସି ନାଚି ନାଚି ଏଣ୍ଟ୍ରୀ ମାରୁଥିବା ଦେଖାଯାଏ।
ସେନାରେ ଚାକିରି କରିବା ନେଇ ଅନେକଙ୍କ ସ୍ୱପ୍ନ ଥାଏ। ଥରେ ଏହି ସୁଯୋଗ ମିଳିଗଲେ ଆନନ୍ଦର ସୀମା ରୁହେ ନାହିଁ। କିନ୍ତୁ ଜଣେ ମହିଳା ଆଡଲ୍ଟ ଫିଲ୍ମ କରିବେ ବୋଲି ସେନାକୁ ବି ତୁଚ୍ଛ କରିଦେଲେ।
ବ୍ରହ୍ମପୁରରେ ମାତିଛନ୍ତି ଜମି ଦଲାଲ । ମୃତ ବ୍ୟକ୍ତିଙ୍କ ନାଁରେ ଡୁପ୍ଲିକେଟ୍ ଆଧାର କାର୍ଡ କରି ବିକୁଛନ୍ତି ଜମି । ଯେଉଁଠି ଘର ଛିଡ଼ା ହୋଇଛି ସେହି ଜାଗାକୁ ଜମି ଡିହ ବୋଲି ଦର୍ଶାଇ ବିକ୍ରି କରାଯାଉଛି ।
ମା’ ହେବାକୁ କେଉଁ ମହିଳା ବା ନ ଚାହେଁ। ମା’ ହେବା ପରେ ଜଣେ ମହିଳା ପୂର୍ଣ୍ଣାଙ୍ଗ ରୂପ ନିଏ ବୋଲି କୁହାଯାଏ। କିନ୍ତୁ ପ୍ରତ୍ୟେକ ମହିଳା ଗର୍ଭଧାରଣର ଯନ୍ତ୍ରଣା ସହିଥାନ୍ତି। ଗର୍ଭଧାରଣ ବେଳେ ଜଣେ ମା’ଙ୍କର ପେଟ କିପରି ବିରାଟ ଆକାର ନେଲା ଦେଖନ୍ତୁ।
କଟକ ମହାନଦୀ ରେ କୁମ୍ଭୀର ଆତଙ୍କ। ମଧୁସୁଦନ ବ୍ରିଜ ଉପରୁ ମହାନଦୀରେ ଘଡିଆଳ କୁମ୍ଭୀର ଦେଖିବାକୁ ମିଳିଛି...
ଯେମିତି ପଶ୍ଚିମ ଦ୍ୱାର ଦେଇ ପୁରୀ ସହରବାସୀ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ ଆଗାମୀ ଦିନରେ ମଧ୍ୟ ପୁରୀ ସହରବାସୀଙ୍କ ପାଇଁ ପଶ୍ଚିମଦ୍ୱାର ଖୋଲା ରହିବ । ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ।
ତକଙ୍କ ପରିବାରକୁ ଉପଯୁକ୍ତ ପରିମାଣର ଅନୁକମ୍ପା ରାଶି ମିଳୁନଥିବା ଅଭିଯୋଗ କରିଛନ୍ତି, ରାଜ୍ୟ ବିଜେପି ମୁଖପାତ୍ର ଠାକୁର ରଂଜିତ ଦାସ ।
ସ୍କୁଲର ମୁଖ୍ୟ ଫାଟକଠାରୁ ଆରମ୍ଭକରି ସ୍କୁଲକୁ ସବୁଜ ବନାନୀରେ ପରିପୂର୍ଣ୍ଣ କରିଛନ୍ତି । କେବଳ ସବୁଜ ବନାନୀ କାହିଁକି ସ୍ମାର୍ଟ କ୍ଲାସ୍ ରୁମ୍ ଠାରୁ ଆରମ୍ଭ କରି ୩୫ ପ୍ରକାରର ଫୁଲଗଛ ଓ ୩୫ ପ୍ରକାରର ଔଷଧ ଗଛ ମଧ୍ୟ ଲଗାଇଛନ୍ତି ।
ଏକ ମାମଲାର ବିଚାର କରି ହାଇକୋର୍ଟ ଗ୍ରାହକମାନଙ୍କ ଠାରୁ ମଲ୍ ମାଲିକଙ୍କ ଦ୍ୱାରା ଆଦାୟ କରାଯାଉଥିବା ପାର୍କିଂ ଫି ବେଆଇନ ବୋଲି ଅନ୍ତରୀଣ ଆଦେଶ ଦେଇଛନ୍ତି ।
ପୁଣି ଉଠିଛି ରସଗୋଲା ବିବାଦ। ଏଥର ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ପୋଷ୍ଟ କରିଥିବା ଏକ ଭିଡିଓକୁ ନେଇ ତର୍କବିତର୍କ ଦେଖିବାକୁ ମିଳିଛି। ଝିଲିକ୍ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଭିଡିଓଟି ଛାଡ଼ିବା ପରେ ତାଙ୍କ ରସଗୋଲା ପ୍ରେମୀ ଫ୍ୟାନ୍ମାନେ ତାଙ୍କୁ ପ୍ରବଳ ସମାଲୋଚନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଜୋରଦାର ପ୍ରଚାର ସମୟରେ ନବଜୋତ ସିଂ ସିଦ୍ଧୁଙ୍କୁ ବଡ଼ ଝଟକା । ପାରିବାରିକ ବିବାଦ ପାଇଁ ଏବେ ଚର୍ଚ୍ଚାରେ ସିଦ୍ଧୁ ।
ମାତ୍ର କିଛି ଘଣ୍ଟା ତଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ଫେସ୍ବୁକ୍ ପୋଷ୍ଟକୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା। ଏକ ନିଛାଟିଆ ରାସ୍ତାରେ ଏକୁଟିଆ ହସି ହସି ବାଟ ଚାଲୁଥିବାର ଏକ ଭିଡିଓ ଫୋଷ୍ଟ କରି ବର୍ଷା ପ୍ରିୟଦର୍ଶିନୀ କ୍ୟାପସନ୍ରେ ଲେଖିଛନ୍ତି.
ଟ୍ରେଲର ପଛରେ ପିଟି ହେଲା ବସ୍। ଦୁର୍ଘଟଣାରେ ଟ୍ରେଲରର ଡ୍ରାଇଭର କ୍ୟାବିନ ଛାତ ସମ୍ପୂର୍ଣ୍ଣ ଚୂରମାର୍ ହୋଇ ଯାଇ ଥିବାବେଳେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି।
୫ ବର୍ଷ କ୍ଷମତାରେ ଥାଇ ବି ନିଜ ପାଇଁ କିଛି କରିପାରିଲେନି। ଲୋକଙ୍କ ସେବାରେ ବିତିଗଲା ସମୟ। ଆଉ ଆଜି କ୍ଷମତା ଯିବା ପରେ ବି ସମାନ ସ୍ଥିତି। ଯେତେବେଳେ କ୍ଷମତାରେ ଥିଲେ ସମସ୍ତେ ଆସୁଥିଲେ ଓ ଭଲମନ୍ଦ ପଚାରି ବୁଝୁଥିଲେ।
ଘରୁ ବାହାରିବା ମାତ୍ରେ କାମୁଡ଼ିବା ପାଇଁ ଗୋଡ଼ାଇ ଆସୁଛନ୍ତି ମାଙ୍କଡ଼ । ଯିଏ କୌଣସି କାମରେ ଘରୁ ବାହାରକୁ ଆସୁଛି ସାଙ୍ଗହୋଇ ଅଥବା ହାତରେ ବାଡିଠେଙ୍ଗା ଧରି ପଦାକୁ ଆସୁଛନ୍ତି ।
ଦଳ ଏବଂ ଆବର୍ଜନାରେ ଭର୍ତ୍ତି ହେବାରୁ ଲୋକଙ୍କ କାମରେ ଆସିନି ବ୍ରହ୍ମପୁରର ଅନେକ ପୋଖରୀ।
ପକ୍ଷୀଙ୍କ କିଚିରିମିଚିରି ରାବ ଆଉ ପ୍ରକୃତି ରାଣୀର ଅପରୂପ ସୌନ୍ଦର୍ଜ୍ୟ ବେଶ୍ ମନମୁଗ୍ଧକର । ହଜାର ହଜାର ପକ୍ଷୀଙ୍କ ଏ କୋଳାହଳ ପର୍ଯ୍ୟଟକଙ୍କୁ ଟାଣିଆଣୁଛି ଭିତରକନିକାକୁ । ଶୀତ ଆସିଲେ ମାଇଲ ମାଇଲ ଦୂର ଅତିକ୍ରମ କରି ଦେଶବିଦେଶର ଅନେକ ପ୍ରଜାତିର ପକ୍ଷୀ ଧାଇଁ ଆସନ୍ତି ଏଠାକୁ । କିନ୍ତୁ ଏବେ ଭିତରକନିକାରେ ପକ୍ଷୀଙ୍କ ସଂଖ୍ୟା କମୁଛି, ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପରିବେଶବିତ୍ । ସେପଟେ ଏନେଇ ପକ୍ଷୀଙ୍କ ଆଗମନ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଥିବା ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି ।
କୋଭିଡ୍ ସଂକ୍ରମଣ ବଢିବା ପରେ ଜାନୁଆରୀ ୧୦ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ମନ୍ଦିର ଖୋଲିବା ନେଇ ଦାବି ଜୋର ଧରିଛି । ଆଜି ଛତିଶା ନିଯୋଗ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇପାରେ ।
ଏମିତି ପ୍ରେମିକ କାହାକୁ ନ ମିଳୁ। ପ୍ରେମିକାର କିଡନୀ ନେଇ ସୁସ୍ଥ ହେବା ପରେ ପ୍ରେମିକାକୁ ଦେଲା ଧୋକା। କହିଲା, ରଖିବାକୁ ଚାହୁଁନି କୌଣସି ସମ୍ପର୍କ। ଭଲ ପାଇବା ପାଇଁ ନୁହେଁ ବରଂ ଦେଖାଇବାକୁ ପ୍ରେମିକା କିଡନୀ ଦେଇଥିବା କଲା ଅଭିଯୋଗ। ଶେଷରେ କାନ୍ଦି କାନ୍ଦି ଭିଡ଼ିଓ ସେୟାର କଲେ ପ୍ରେମିକା..
ପ୍ରକୃତରେ ଏବେ କୋକୋ ଅଛି କେଉଁଠି? ସସ୍ମିତାଙ୍କ ଘରୁ ଉଦ୍ଧାର ହୋଇଥିବା ଏ ଶୁଆ ସତରେ କଣ କୋକୋ। ଯିଏ ଦେଖୁଛୁ ସନ୍ଦେହ କରୁଛି। ତେବେ କାହିଁକି ଏ ଶୁଆକୁ ସଜାଇ ଦିଆଗଲା କୋକୋ? ବନ ବିଭାଗ ଦେଖାଉଥିବା ଏ ଶୁଆଟି କାହାର? କେଉଁଠୁ ଆସିଲା ଇଏ? ଏହା ପଛରେ କଣ ରହିଛି କାରଣ?
ଯଦି ଆପଣ ଦୁନିଆର କିଛି ବିଚିତ୍ର ଜୀବର ସନ୍ଧାନରେ ଅଛନ୍ତି, ତେବେ ହିମାଳୟରେ ଆପଣଙ୍କର ସନ୍ଧାନ ପୁରା ହୋଇପାରିବ । ଏଠାରେ ଆପଣଙ୍କ ଆଠଟି ଗୋଡ ଥିବା ଜୀବ ମଧ୍ୟ ମିଳିଯିବ ଆଉ ଉଚ୍ଚତାର ମହାରାଜା ବି ମିଳିଯିବ । ଆଉ ଏଭଳି ଜୀବ ସମ୍ପର୍କରେ ଆପଣମାନେ ବେଶି କିଛି ଜାଣି ବି ନଥିବେ । ତେବେ କଣ ଏହି ଜୀବ ସବୁ, କାହିଁକିଏ ମାନେ ଏତେ ବିଚିତ୍ର, ଚାଲନ୍ତୁ ଜାଣିବା ।
ସାଂସଦ ଜୁଏଲ ଓରାମଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗୌରୀ ମୁଣ୍ଡାରୀ ।
ଚାନ୍ଦିନୀଙ୍କ ମୋବାଇଲକୁ ଦିନେ ଜଣେ ଅଜଣା ଯୁବକଙ୍କ ମିସ୍ କଲ୍ ଆସିଲା। କଥା ହେଉ ହେଉ ପ୍ରେମ ହେଇଗଲା । ତେବେ କଥା ହେଉଥିବା ଯୁବକ ଜଣକ ଦୃଷ୍ଟିବାଧିତ ବୋଲି ଜାଣିନଥିଲେ ଯୁବତୀ । ତେବେ ସତକଥା ଜାଣିବା ପରେ ମଧ୍ୟ ଉଭୟଙ୍କ ପ୍ରେମରେ ଭଟ୍ଟା ଆସିନଥିଲା ।
ଯଦି ଅନଲାଇନ୍ ପାଠପଢା ହେଉଛି, ତାହାହେଲେ ପରୀକ୍ଷା ବି ଅନଲାଇନ୍ କରାଯାଉ।
ବରଫର ୪୨୧ଟି ନାଁ । ଆଶ୍ଚର୍ଯ୍ୟ ଲାଗିଲା ନା । ତଥାପି କଥାଟି ବିଲକୁଲ ସତ କଥା । କାହାକୁ ବରଫରେ ଖେଳିବାକୁ ଭଲ ଲାଗେ ତ ଆଉ କାହାକୁ ବରଫର ପ୍ରାକୃତିକ ପରିବେଶ ଦେଖିବାକୁ ଭଲ ଲାଗେ । ଏହାରି ଭିତରେ ସାମ୍ନାକୁ ଆସିଛି ବରଫକୁ ନେଇ କିଛି ତଥ୍ୟ… ଏଭଳି ତଥ୍ୟ ଯାହା ଆପଣ କେବେ ବି ନା ଶୁଣିଥିବେ ନା ଜାଣିଥିବେ । ଯାହା ଆମକୁ ଆଶ୍ଚର୍ଯ୍ୟ କରିବା ପାଇଁ ଯଥେଷ୍ଟ । ତେବେ ଚାଲନ୍ତୁ ଜାଣିବା ସେହି ନିଆରା ତଥ୍ୟ ସମ୍ପର୍କରେ ।