• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Migratory Bird

Bhitarkanika
ଭିତରକନିକାରେ ଦେଖିବାକୁ ମିଳୁନି ବିଦେଶୀ ପକ୍ଷୀଙ୍କ ସମାଗମ

ପକ୍ଷୀଙ୍କ କିଚିରିମିଚିରି ରାବ ଆଉ ପ୍ରକୃତି ରାଣୀର ଅପରୂପ ସୌନ୍ଦର୍ଜ୍ୟ ବେଶ୍ ମନମୁଗ୍ଧକର । ହଜାର ହଜାର ପକ୍ଷୀଙ୍କ ଏ କୋଳାହଳ ପର୍ଯ୍ୟଟକଙ୍କୁ ଟାଣିଆଣୁଛି ଭିତରକନିକାକୁ । ଶୀତ ଆସିଲେ ମାଇଲ ମାଇଲ ଦୂର ଅତିକ୍ରମ କରି ଦେଶବିଦେଶର ଅନେକ ପ୍ରଜାତିର ପକ୍ଷୀ ଧାଇଁ ଆସନ୍ତି ଏଠାକୁ । କିନ୍ତୁ ଏବେ ଭିତରକନିକାରେ ପକ୍ଷୀଙ୍କ ସଂଖ୍ୟା କମୁଛି, ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପରିବେଶବିତ୍ । ସେପଟେ ଏନେଇ ପକ୍ଷୀଙ୍କ ଆଗମନ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଥିବା ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି ।