• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Violation Of Traffic Rules

Commissionerate police to file report against traffic rule violators
ଏଣିକି ଆଉ ଖସି ପାରିବେନି: ଟ୍ରାଫିକ ନିୟମ ଭାଙ୍ଗି ଫାଇନ୍‌ ନଦେଲେ ମାମଲା ରୁଜୁ

ଟ୍ରାଫିକ ନିୟମ ଭାଙ୍ଗିବା ପରେ ଯେଉଁମାନେ ଜରିମାନା ଦେଉ ନାହାନ୍ତି ସେମାନଙ୍କୁ ଟାର୍ଗେଟ କରାଯାଇଛି। ଯେଉଁମାନେ ୫ ଥର ଟ୍ରାଫିକ୍ ନିୟମ ଭାଙ୍ଗି ଜରିମାନା ଦେଇ ନାହାନ୍ତି ସେମାନଙ୍କ ନାଁରେ ମାମଲା ରୁଜୁ କରାଯିବ।

Amitabh Bachchan, Anushka Sharma to face police action
ଅମିତାଭ ଓ ଅନୁଷ୍କାଙ୍କ ବିରୋଧରେ ନିଆଯାଇପାରେ ପୋଲିସ୍‌ ଆକ୍ସନ, ଜାଣନ୍ତୁ କ’ଣ ରହିଛି କାରଣ...

ସୋସିଆଲ୍‌ ମିଡିଆ ୟୁଜର୍ସଙ୍କ ଅଭିଯୋଗ ମିଳିବା ପରେ ମୁମ୍ବାଇ ପୋଲିସ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଜଣାପଡ଼ିଛି।

College Students Arrested For Rash Driving
ନା କାହାକୁ ଭୟ, ନା ଜୀବନ ପ୍ରତି ଲୋଭ...ହାଇୱେରେ କଲେଜ ଛାତ୍ରଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ୍ ଭିଡିଓ Viral

କେତେବେଳେ କାର୍‌କୁ ରାସ୍ତାରେ ମଝିରେ ଆଣି ଚଲାଉଛନ୍ତି ତ ଆଉ କେତେବେଳେ କାର୍‌କୁ ହଠାତ୍‌ ସାଇଡ୍‌କୁ ନେଇ ଚଲାଉଛନ୍ତି। କଲେଜ ଛାତ୍ରଙ୍କ ଏଭଳି ବେପରୁଆ ଗାଡ଼ି ଚାଳନାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

Fine For Driving Without Helmet
ପୁଷ୍ପା ହଉ କି ପୁଷ୍ପରାଜ ! ବିନା ହେଲ୍‌ମେଟ୍‌ରେ ସମସ୍ତଙ୍କ ଚାଲାଣ କଟିବ

ପୁଷ୍ପା ହଉ କି ପୁଷ୍ପରାଜ। ବିନା ହେଲ୍‌ମେଟ୍‌ରେ ସମସ୍ତଙ୍କ ଚାଲାଣ କଟିବ। ଏମିତି କିଛି ଅଭିନବ ଢଙ୍ଗରେ କୁହାଯାଇ ଲୋକଙ୍କୁ ଟ୍ରାଫିକ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

People checking police vehicle
‘ପୋଲିସ୍‌ ଆଗ ନିଜ ଗାଡ଼ିର କାଗଜପତ୍ର ଠିକ୍ କରୁ, ପରେ ଲୋକଙ୍କ ଗାଡି ଚେକିଂ କରିବ’

ପୋଲିସ୍‌ ସମସ୍ତ ଗାଡ଼ିକୁ ଅଟକାଇ ଚେକିଂ କରୁଥିଲା। ହେଲେ ଲୋକମାନେ ପୋଲିସ ଗାଡିକୁ ଚେକିଂ କଲେ। ଫଳ ହେଲା ଓଲଟା। ଶେଷରେ ଲୋକଙ୍କ ଆକ୍ରୋଶର ଶିକାର ହେଲେ ପୋଲିସ। 

 Traffic Challan
ଆଶ୍ଚର୍ଯ୍ୟ ! ଗାଡ଼ି ଉଦଳାରେ, ହେଲେ ଚାଲାଣ କଟିଲା ମାଲକାନଗିରିରେ

ଗାଡି ଉଦଳାରେ, ହେଲେ ଚାଲାଣ କଟିଲା ମାଲକାନଗିରିରେ। ଗତକାଲି ବ୍ୟକ୍ତି ଜଣକ ଘରେ ଥିବା ବେଳେ ତାଙ୍କ ଗାଡ଼ି ନମ୍ବରରେ ୫୦୦ ଟଙ୍କାର ଚାଲାଣ କଟାଯାଇଥିବା SMS ଆସିଥିଲା। ଯାହା ଦେଖିବା ପରେ ସେ ତାଜୁବ୍ ହୋଇଯାଇଥିଲେ।