• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Jadumani Jayanti
ରୀତିଯୁଗର ଶେଷ କବି ଯଦୁମଣି ମହାପାତ୍ର

ଈଶ୍ବରଙ୍କ କୃପାରୁ ନିଜକୁ ନିଜେ ଉପାଧିଭୂକ୍ତ କରିଥିବା କବି ସିଏ। ଘଣ୍ଟ ଭଳି ସମାଜର ଦୁସ୍ଥିତିକୁ ରାଜାଙ୍କ କର୍ଣ୍ଣଗୋଚର କରୁଥିବା ବ୍ୟକ୍ତିସିଏ।

  • Monday, 08 January 2024
  • Poet
Doll
ପ୍ଲାଷ୍ଟିକ ଯୁଗରେ ବି ଗୋବର କଣ୍ଢେଇର ଚାହିଦା

କିଏ ଗୋବରକୁ ହାତରେ ଚକୁଟୁଛି ତ କିଏ ଗୋବରର ଲେପ ଦେଇ କଣ୍ଢେଇ ତିଆରି କରୁଛି ଆଉ କିଏ କିଏ କଣ୍ଢେଇରେ ରଙ୍ଗ ଦେବା ପରେ ଖରାରେ ଶୁଖାଉଛନ୍ତି ... ଦେବାଦେବୀ, ପଶୁପକ୍ଷୀ, ପଶୁମୁଖା ଭଳି ସୁନ୍ଦର ସୁନ୍ଦର ଖେଳଣା ତିଆରି କରି ମହିଳା ମାନେ ହୋଇପାରିଛନ୍ତି ସ୍ୱାବଲମ୍ବୀ...

Hirakud Bird census
ହୀରାକୁଦରେ ଆଜିଠାରୁ ଆରମ୍ଭ ହେଲା ପକ୍ଷୀ ଗଣନା

ସକାଳ ୬ଟାରୁ ଗଣନାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ଯାଏଁ ପକ୍ଷୀ ଗଣନା କରାଯିବ ।

Motor Transportation Workers’ Association Strike
ପରିବହନ ଶ୍ରମିକ ସଂଘର ଧର୍ମଘଟ; ଡିପୋରୁ ପେଟ୍ରୋଲ, ଡିଜେଲ ଲୋଡିଂ ବନ୍ଦ ରଖିବ ମହାସଂଘ

ଆଜିଠୁ ରାଜ୍ୟର ସବୁ ତେଲ ଡିପୋରୁ ପେଟ୍ରୋଲ-ଡିଜେଲ ଯୋଗାଣ ବନ୍ଦ କରିଦେବାକୁ ସଂଘ ଘୋଷଣା କରିଛି । ଏହାକୁ ନେଇ ବଢିଛି ଚିନ୍ତା । କାରଣ ଯୋଗାଣ ପ୍ରଭାବିତ ହେଲେ ଆଜି ସଂଧ୍ୟା ସୁଦ୍ଧା ସବୁ ଟାଙ୍କିରୁ ତେଲ ସରିଯିବା ଆଶଙ୍କା ରହିଛି ।

  • Monday, 08 January 2024
  • Strike
Odisha Motor Transport Workers Association to go on strike over new punishment rule
କାଲିଠୁ ଅନିର୍ଦ୍ଦିଷ୍ଟକାଳ ପେଟ୍ରୋଲ, ଡିଜେଲ ଯୋଗାଣ ବନ୍ଦ

କାଲିଠୁ ରାଜ୍ୟର ସବୁ ତେଲ ଡିପୋରୁ ପେଟ୍ରୋଲ-ଡିଜେଲ ଯୋଗାଣ ବନ୍ଦ କରିଦେବାକୁ ସଂଘ ଘୋଷଣା କରିଛି। ଏହାକୁ ନେଇ ବଢିଛି ଚିନ୍ତା। କାରଣ ଯୋଗାଣ ପ୍ରଭାବିତ ହେଲେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ସବୁ ଟାଙ୍କିରୁ ତେଲ ସରିଯିବା ଆଶଙ୍କା ରହିଛି।

Union Minister
ଚିଲିକାରେ ୨ ଘଣ୍ଟା ଫସିଲେ କେନ୍ଦ୍ରମନ୍ତ୍ରୀ !

କେନ୍ଦ୍ର ମତ୍ସ୍ୟମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଅରଖକୁଦାରେ ସାଗର ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। କିନ୍ତୁ ଚିଲିକା ମଝିରେ ୨ ଘଣ୍ଟା ଧରି ଫସିରହିଥିଲେ।

Orissa HC
ରୋଗୀଙ୍କ ପ୍ରେସକ୍ରିପସନ୍ ସ୍ପଷ୍ଟ ଭାବେ ଲେଖ: ହାଇକୋର୍ଟ

ସମସ୍ତ ମେଡିକାଲ ସେଣ୍ଟର, ଘେରାଇ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଏନେଇ ମୁଖ୍ୟ ସଚିବ ନିର୍ଦ୍ଦେଶନାମା ଜାରି କରିବେ ।

Hi-Tech Hospital Blast
୧୦ ଦିନ ପରେ ବି ହଟୁନି ହାଇଟେକ୍ ସସପେନ୍ସ; ଶବ ନେବାକୁ ଚାହିଁ ବସିଛନ୍ତି ଦିଲୀପଙ୍କ ମାଆ

ଏସି ସଜାଡ଼ିବାକୁ ଯାଇ ଆଇସିୟୁରେ ପହଞ୍ଚିଗଲେ... ବଞ୍ଚି ଥାଉ ଥାଉ ମୃତ ଘୋଷିତ ହେଲେ... ଆଉ ଶେଷରେ, ନିଜ ପରିଚୟ ଦେବାର ଦିନକ ପରେ ପ୍ରାଣ ହରାଇଲେ ।

Odisha Motor Transport Workers Association to go on strike over new punishment rule
ପୁଣି ତେଲ ସଂକଟ ଆଶଙ୍କା; କାଲିଠୁ ଅନିର୍ଦ୍ଦିଷ୍ଟକାଳ ପେଟ୍ରୋଲ, ଡିଜେଲ ଯୋଗାଣ ବନ୍ଦ

ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଦୁର୍ଘଟଣା ପାଇଁ ଡ୍ରାଇଭରଙ୍କ ଲାଗି କରାଯାଇଥିବା କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ପ୍ରତିବାଦରେ ଆନ୍ଦୋଳନ ଡାକରା ଦେଇଛି ମହାସଂଘ ।

  • Sunday, 07 January 2024
  • Strike
Money
ଆକାଉଣ୍ଟକୁ କେଉଁଠୁ ଆସୁଛି ଟଙ୍କା ? ହିତାଧିକାରୀଙ୍କୁ ମିଛସତ କହି ନେଇଯାଉଛନ୍ତି ଦଲାଲ

ଲୋକମାନେ କାମ ନକରି ବି ଜବ୍ କାର୍ଡରେ ଶ୍ରମିକ ଟଙ୍କା ଆସିଛି ବୋଲି କହି ଦଲାଲ ମାନେ ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ହେଉଛି । ମହିଳା ମହାସଂଘ ଓ ପଞ୍ଚାୟତ କର୍ମଚାରୀଙ୍କ ନାଁରେ ଏଭଳି ଅଭିଯୋଗ ଆସିଥିଲେ ମଧ୍ୟ ସେମାନେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

  • Sunday, 07 January 2024
  • Money
Transport Workers
କାଲିଠୁ ପରିବହନ ଶ୍ରମିକ ସଂଘର ଧର୍ମଘଟ; ତେଲ ଡିପୋରୁ ବନ୍ଦ ରହିବ ପେଟ୍ରୋଲ, ଡିଜେଲ ଲୋଡିଂ

ଆସନ୍ତାକାଲି ଠାରୁ ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ତେଲ ଡିପୋରୁ ପେଟ୍ରୋଲ, ଡିଜେଲ ଲୋଡିଂ ବନ୍ଦ ରଖିବ ମହାସଂଘ ।

Railway Minister
ଧବଳେଶ୍ୱର ପୀଠରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

୨୮୯ କିଲୋମିଟର ଦୀର୍ଘ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ସଂପୂର୍ଣ୍ଣ ହେଲେ ରାଜ୍ୟର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ସଂଯୋଗ କରିବ ।

Sri Ram
ବିପଦକୁ କେମିତି ସହିଥିଲେ ପ୍ରଭୁ ଶ୍ରୀରାମ?

ବିପଦକୁ କେମିତି ସହିଥିଲେ ପ୍ରଭୁ ଶ୍ରୀରାମ?

Farmer
ଅସମ୍ଭକୁ ସମ୍ଭବ କରି ଦେଖାଇଛନ୍ତି ଦିବ୍ୟାଙ୍ଗ ଚାଷୀ ଜରା ଲାକଡା

ବିନା ସରକାରୀ ସହାୟତାରେ ପନିପରିବା ସହିତ ଫଳ ଚାଷ କରି ରାଜଗାଙ୍ଗପୁର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଫକରପଡା ଗ୍ରାମର ଜରା ଲାକଡା। ନିଜେ ଜଣେ ଅକ୍ଷମ ହୋଇଥିଲେ ମଧ୍ୟ ଏବେ ସେ ପାଲଟିଛନ୍ତି ସକ୍ଷମ।

Sulia Jatra
ଏଥର ପ୍ରଶାସନ ଦେଖୁଥିବ, ବଳି ପଡୁଥିବ

ପୁଣି ବଳି ପଡିବେ ହଜାର ହଜାର ନୀରିହ ପଶୁ ପକ୍ଷୀ। ହେଲେ ଏଥର ଆଦିବାସୀ ଖୁସ୍। କାରଣ ପରମ୍ପରାକୁ ନେଇ ଧର୍ମକୁ ଆଖିଠାର ଭଳି ଲାଗିବନି କଟକଣା।

Helpless
ଝିଅ ମାଆକୁ ଆଉ ମାଆ ଝିଅକୁ ଚାହିଁ ବଞ୍ଚିଛନ୍ତି

ବୃଦ୍ଧ ବୟସରେ ଦାଉ ସାଧିଲା ଦଇବ। ସ୍ୱାମୀ ଓ ଦୁଇ ଝିଅଙ୍କୁ ମହାମାରୀ କରୋନା ଛଡାଇ ନେଲା। ଆଉ ଏବେ ଦିବ୍ୟାଙ୍ଗ ଝିଅର ବୋଝ ସେ ସହି ପାରୁନାହାନ୍ତି।

Corruption
ଲେବର୍ ଟଙ୍କା ଖାଇଲା କିଏ ?

‘GRS ମ୍ୟାଡାମ୍ କରିଛନ୍ତି ହେରାଫେରି.. ନିଜ ଲୋକଙ୍କ ଆକାଉଣ୍ଟରେ ଟଙ୍କା ଛାଡ଼ିଛନ୍ତି.. ଦଲାଲ୍ ମାଧ୍ୟମରେ ଚାଲିଛି କେଳେଙ୍କାରୀ..’

Negligence
ଭଙ୍ଗାରୁଜା ଘରେ ‘ନବୀନ ଓଡ଼ିଶାର ଭବିଷ୍ୟତ’..

ବିଦ୍ୟାଳୟ କାନ୍ଥରେ ଲାଗିଛି ଛାତ୍ରଛାତ୍ରୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା.. ହେଲେ ବାସ୍ତବ ଚିତ୍ର ଏଇଠି କହୁଛି ଭଙ୍ଗାରୁଜା ଘରେ ‘ନବୀନ ଓଡ଼ିଶାର ଭବିଷ୍ୟତ’..

Sri Jagannath
ବିଶ୍ୱର ସବୁଠୁ ସାନ ଜଗନ୍ନାଥ ମୂର୍ତ୍ତି ଗଢିଛନ୍ତି ଜଗା ଭକ୍ତ ତୁଷାର

ନିମ୍ବ କାଠରେ ତୁଷାର ଗଢିଛନ୍ତି 5ମିଲିମିଟରର ଜଗନ୍ନାଥଙ୍କ ବିଗ୍ରହ.. ଖାଲି ଆଖିକୁ ବି ସ୍ପଷ୍ଟ ଦିଶିବନି.. କିନ୍ତୁ ନିଜ କଳାରେ ଭାବ ଓ ଭକ୍ତି ମିଶାଇ ତୁଷାର ଏହାକୁ ସମ୍ଭବ କରିଦେଖାଇଛନ୍ତି.. ଏଥିପାଇଁ ତାଙ୍କୁ ଇଣ୍ଟର ନ୍ୟାସନାଲ ବୁକ ଅଫ ରେକର୍ଡସରେ ସମ୍ମାନିତ କରାଯାଇଛି.. 

Politics
ସୁକତେଲ ବାହାନା..ନେତା ମାରୁଛନ୍ତି ତେଲ

୨୩ ବର୍ଷର ସଂଘର୍ଷ ପରେ, ବଲାଙ୍ଗିର ଜିଲ୍ଳାର ଜୀବନରେଖା ଲୋୟର ସୁକତେଲ ଡ୍ୟାମ ଉଦଘାଟିତ ହେଲେ.. ସତ, କିନ୍ତୁ ପ୍ରକଳ୍ପ କାମ ଏବେ ବି ସରିନି..ସେପଟେ ବିସ୍ଥାପିତଙ୍କ ଥଇଥାନ ବ୍ୟବସ୍ଥାକୁ ନେଇ ଭୋଟ ପୂର୍ବରୁ ନେତାଙ୍କ ମହୁ ଲଗା ପ୍ରତିଜ୍ଞା ଆଉ ପ୍ରତିଶ୍ରୁତି ଦେଖିବାକୁ ମିଳିଛି..

Tourist Place
କାଳ ଡ୍ୟାମରେ ଭୋଜିଟେ ହେବ..

ଏପଟେ ପକୋଡା ଛଣା ଚାଲିଛି.. ସେପଟେ ଅଦା, ରସୁଣ ଛେଚା ହେଉଛି.. ମସଲା ପ୍ରସ୍ତୁତ ହେଲେ ମଟନ କସାରେ ହେବ.. କାରଣ ଆଜି ଏମାନଙ୍କ ପିକନିକ୍.. ପରିବାର, ସମ୍ପର୍କୀୟଙ୍କୁ ନେଇ କପ୍ତିପଦା କାଳ ଡ୍ୟାମରେ ଡେରା ପକାଇଛନ୍ତି ଏମାନେ..

Hitech Medical
ହାଇଟେକ୍ ଦ୍ୱନ୍ଦ୍ୱ: ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀପଙ୍କ ମୃତ୍ୟୁ !

ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

Hi-Tech Medical
କାହାର ଅବହେଳା ପାଇଁ ସୃଷ୍ଟି ହେଲା ଦ୍ୱନ୍ଦ୍ୱ ?

ମୃତଦେହ ଚିହ୍ନଟ ଦ୍ବନ୍ଦ୍ବ ଭିତରେ ଅକାଳରେ ଝଡିପଡିଛି ଗୋଟିଏ ନିରୀହ ଜୀବନ । ସ୍ବାମୀ ଛାଡି ଚାଲିଯିବା କୋହରେ ଜୀବନ ହାରିଛନ୍ତି ପତ୍ନୀ । ପ୍ରଶ୍ନ ଉଠୁଛି, କେଉଁ ପରିସ୍ଥିତିରେ ଉପୁଜିଲା ଏଭଳି ସାଂଘାତିକ ଦ୍ୱନ୍ଦ୍ୱ ?

Hi-Tech Medical
ହାଇଟେକ୍ ଡେଡବଡି ଦ୍ୱନ୍ଦ୍ୱକୁ ନେଇ ହଇଚଇ

ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ଅନ୍ତହୀନ ଟ୍ରାଜେଡି। ସେଦିନର ବିସ୍ଫୋରଣ ଆଜି ଆହୁରି ବିସ୍ଫୋରକ ରୂପ ନେଇଛି। ମେଡ଼ିକାଲ୍ କିମ୍ବା ପୋଲିସର ଦାୟିତ୍ୱହୀନତା ପାଇଁ ହେଉ କିମ୍ବା ପରିବାରର ଅଜ୍ଞତାରୁ ହେଉ, ମୃତକଙ୍କ ପରିଚୟକୁ ନେଇ ସୃଷ୍ଟି ହୋଇଛି ବିରାଟ ଦ୍ୱନ୍ଦ୍ୱ ।

Srimandir Parikrama Project
ଜାନୁଆରୀ ୧୧ ତାରିଖ ଶେଷ କଣ୍ଟ

ପାଖେଇ ଆସୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସମୟ। ଏଥିପାଇଁ ତତ୍ପର ପ୍ରଶାସନ, ତତ୍ପର ସରକାର। ଜାନୁଆରୀ ୧୧ ସନ୍ଧ୍ୟା ସୁଦ୍ଧା ପ୍ରକଳ୍ପ କାମ ସାରି ହସ୍ତାନ୍ତର କରିବାକୁ ଆଜି ଓବିସିସିକୁ ଡେଡ୍ ଲାଇନ୍ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।