#ମନେ_ପଡନ୍ତି_ଉତ୍କଳ_ଘଣ୍ଟ
ଈଶ୍ବରଙ୍କ କୃପାରୁ ନିଜକୁ ନିଜେ ଉପାଧିଭୂକ୍ତ କରିଥିବା କବି ସିଏ। ଘଣ୍ଟ ଭଳି ସମାଜର ଦୁସ୍ଥିତିକୁ ରାଜାଙ୍କ କର୍ଣ୍ଣଗୋଚର କରୁଥିବା ବ୍ୟକ୍ତିସିଏ। ଅନେକ କାଳଜୟୀ ଲେଖା ତାଙ୍କ ଶୃଜନଶୀଳତାକୁ ରୁଦ୍ଧିମନ୍ତ କରିଛି। ତାଙ୍କ ଲେଖନୀ ନିସୃତ ଅନେକ କୃତି ସମାଜକୁ ସଂସ୍କାରମୁଖି କରିଛି। ଏହା ହେଉଛି ରୀତିଯୁଗର ଶେଷ ତଥା ଆଶୁ କବି ଯଦୁମଣି ମହାପାତ୍ରଙ୍କ ପରିଚୟ l
Published By: Swadesi Megha Mallhar Prusty
Last updated: 08 January 2024, 10:01 AM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।