ବିପଦକୁ କେମିତି ସହିଥିଲେ ପ୍ରଭୁ ଶ୍ରୀରାମ?
ଯାହାର ଆକଟ ଆମକୁ ଶିଖାଇଛି ନୀତି ଆଦର୍ଶ। ଯାହାର ସ୍ନେହ ପାଇ ଆମେ ଆଜି ଅନ୍ୟକୁ ଦେଇ ପାରୁଛୁ ସ୍ନେହ। ସେହି ବାପା-ମାଆଙ୍କ ଆଖିରେ ଲୁହ ଦେବା ଠିକ ନୁହେଁ। କାରଣ ଦିନେ ସେହି ଲୁହ ଆପଣଙ୍କ ପାଇଁ ପାଲଟି ଯାଇପାରେ ଅଭିଶାପ...