ମାମୁଁ ଲୋ...ତୁ ଏମିତି କାହିଁ ହେଉଛୁ? ତୁମେ ପୁଲିସ୍ ବୋଲି ଗୋଟିଏ ବାଇକ୍ରେ ୪ ଜଣ ବସିକି ଯିବ। ଆମେ ଗଲେ ତୁମେ ଚାଲାଣ କାଟିବ...ସବୁ ଦେଖୁଥାଆରେ ନାରଣ..
Published: Pallipuspa Samal
Last updated: 06 March 2022, 01:44 PM IST
ଭାଇରାଲ ଭାଉଜଙ୍କୁ ନେଇ ଏବେ ଭାରି ଚର୍ଚ୍ଚା। ସେଦିନ ସେହି ହଳଦିଆ ଶାଢୀର ଆଜି ବି ସୋସିଆଲ ମିଡ଼ିଆରେ ହେଉଛି ଫଟୋ ଭାଇରାଲ । ଏବେ ତ ତାଙ୍କ ସହ ଫଟୋ ଉଠାଇବାକୁ ଭୋଟରଙ୍କ ମଧ୍ୟରେ ଲାଗିଲାଣି ପ୍ରତିଯୋଗିତା ।