ଭାଇରାଲ ଭାଉଜଙ୍କୁ ନେଇ ଏବେ ଭାରି ଚର୍ଚ୍ଚା। ସେଦିନ ସେହି ହଳଦିଆ ଶାଢୀର ଆଜି ବି ସୋସିଆଲ ମିଡ଼ିଆରେ ହେଉଛି ଫଟୋ ଭାଇରାଲ...ଏବେ ତ ତାଙ୍କ ସହ ଫଟୋ ଉଠାଇବାକୁ ଭୋଟରଙ୍କ ମଧ୍ୟରେ ଲାଗିଲାଣି ପ୍ରତିଯୋଗିତା
Published: Pallipuspa Samal
Last updated: 06 March 2022, 01:39 PM IST
ସାଇବର ଲୁଟେରା ମାନେ ପ୍ରଥମେ ମହିଳାଙ୍କ ନାମରେ କିମ୍ବା ଅନେକ ଫେକ୍ ଆକାଉଣ୍ଟ ଜରିଆରେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ପରେ ଭିଡିଓ କଲ୍ କରି ଅଶ୍ଳୀଳ ଭିଡିଓ କରିବାକୁ ପ୍ରବର୍ତ୍ତାଉଛନ୍ତି । କୌଣସି ବ୍ୟକ୍ତି ତାଙ୍କ କଥାରେ ଥରେ ପଡ଼ିଗଲେ ଜୀବନ ନର୍କ ହୋଇଯାଉଛି ।