• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Science Fairs
ବିଜ୍ଞାନ ମେଳା, ପିଲାଙ୍କୁ ଦିଏ ପ୍ରେରଣା

କାହା ହାତରେ ଦୂରବିକ୍ଷଣ ଯନ୍ତ୍ର ତ ଆଉ କାହା ହାତରେ ପ୍ରକଳ୍ପ। ବଡ଼ ହେଲେ ବୈଜ୍ଞାନିକ ହେବାର ସଂକଳ୍ପ ନେଇ ଆଗେଇ ଆସିଛନ୍ତି ଏହି ପିଲା। ସ୍କୁଲରେ ମୂଳଦୁଆ ପକାଇ ତିଆରି କରିଛନ୍ତି ଭଳିକି ଭଳି ପ୍ରକଳ୍ପ। ଯାହାକୁ ମିଳିଛି ଢେରସାରା ପ୍ରଶଂସା

The Great Odisha Political Circus
ଦଣ୍ଡ ମାରେନା ବାଇନ, ପବନ ଅଟକି ଯିବ, ରକା ହେଇଯିବ

ମୁଁ ହାଡ଼ ପାକଳ କରୁଛି। ଆଗକୁ ଜୋରଦାର ଲଢେଇ କରିବାର ଅଛି। ହାଡ ମଜବୁତ ହୋଇନଥିଲେ ହାରିବାକୁ ହେବ। ହାଡ଼ ସବୁ ଭାଙ୍ଗି ଚୁନା ହୋଇଯିବ...

Locals Allege Massive Irregularities
ଫଳକ ଲଗାଇ ଦେଇ ଚଳୁ କରି ଦେଲେ ଲକ୍ଷ ଲକ୍ଷ ଟଙ୍କା

ପଦାକୁ ଆସିଲା ଅସଲ କଥା। କାମ ନ କରି ଲଗାଇ ଦେଲେ ଫଳକ। ଆଉ ଫଳକ ଲଗାଇ ଦେଇ ଚଳୁ କରି ଦେଲେ ଲକ୍ଷ ଲକ୍ଷ ଟଙ୍କା। ଏବେ ସତ ପଦାକୁ ଆସିବା ପରେ...

Puri Srimandir
ଶ୍ରୀମନ୍ଦିରରେ ରକ୍ତଛିଟା, ନୀତି ବିଳମ୍ବ

ମହାପ୍ରଭୁଙ୍କ ବେଶ ସମୟରେ ଦେଖିବାକୁ ମିଳିଲା ରକ୍ତଛିଟା। ରକ୍ତଛିଟା ଦେଖାଯିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା।

Principal Under Vigilance Scanner
ପ୍ରିନ୍ସପାଲଙ୍କ ଘରେ ପଶିଲା ଭିଜିଲାନ୍ସ, ସକାଳୁ ସକାଳୁ ରେଡ୍‌

ପ୍ରିନ୍ସପାଲଙ୍କ ଘରେ ଭିଜିଲାନ୍ସ ରେଡ୍। ହୀରାନୀଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଆଜି ସକାଳୁ ସକାଳୁ ଚଢ଼ଉ ହୋଇଛି।

Lack Of Teachers In School
ବିନା ଶିକ୍ଷକରେ ଚାଲିଛି ସ୍କୁଲ୍‌, କେମିତି ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ?

ବିନା ଶିକ୍ଷକରେ ଚାଲିଛି ବିଦ୍ୟାଳୟ। ଅନ୍ୟ ସ୍କୁଲ୍‌ର ଶିକ୍ଷକ ସପ୍ତାହକୁ ୩ ଦିନ ଡେପୁଟେସନରେ ଆସି ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି। ଫଳରେ ବର୍ଷକର କୋର୍ସ ଶେଷ ହୋଇପାରୁନାହିଁ।

Science Fairs
ପିଲାଙ୍କୁ ପ୍ରେରଣା ଦିଏ ବିଜ୍ଞାନ ମେଳା

କାହା ହାତରେ ଦୂରବିକ୍ଷଣ ଯନ୍ତ୍ର ତ ଆଉ କାହା ହାତରେ ପ୍ରକଳ୍ପ। ବଡ଼ ହେଲେ ବୈଜ୍ଞାନିକ ହେବାର ସଂକଳ୍ପ ନେଇ ଆଗେଇ ଆସିଛନ୍ତି ଏହି ପିଲା। ସ୍କୁଲରେ ମୂଳଦୁଆ ପକାଇ ତିଆରି କରିଛନ୍ତି ଭଳିକି ଭଳି ପ୍ରକଳ୍ପ। ଯାହାକୁ ମିଳିଛି ଢେରସାରା ପ୍ରଶଂସା

Accident In Binika
ରାସ୍ତାରେ ଜଗି ଥିଲା ଯମ: ବାହାଘରରେ ଯୋଗ ଦେଇ ଫେରୁଥିଲେ, ଘଟିଲା ଏମିତି କିଛି...

ଗଛରେ ପିଟି ହେଲା ବରଯାତ୍ରୀ ଗାଡ଼ି। ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।

Puri Srimandir Heritage Corridor Project
ଦ୍ରୁତଗତିରେ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ

ଦ୍ରୁତଗତିରେ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ା ଖୋଳାଯାଇଛି ବିରାଟ ବିରାଟ ଗାତ, ବନ୍ଧା ଯାଇଛି ଲୁହାରଡ଼, ଚାଲିଛି କଂକ୍ରିଟ୍ ନିର୍ମାଣ।କୁହାଯାଉଛି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ପଟେ ତିଆରି ହେଉଛି, ଇଲେକ୍ଟ୍ରିକାଲ୍ ରୁମ, ସେଲଟର ରୁମ୍ ଓ ଶୌଚାଳୟ। 

Puri Srimandir Heritage Corridor Project
ଶ୍ରୀମନ୍ଦିର ଐତିହ୍ୟ କରିଡରରେ ଶୌଚାଳୟ ନିର୍ମାଣ ହେଉଛି କାହିଁକି?

ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଶୁଣାଇଛି ଜଗନ୍ନାଥ ସେନା।

ukraine returnee student
ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଭାରତରେ ପଢିବାକୁ ସୁଯୋଗ ମିଳୁ: ମୁଖ୍ୟମନ୍ତ୍ରୀ

ଭାରତରେ ଇଣ୍ଟର୍ଣ୍ଣସିପ୍ କରିପାରିବେ ବୋଲି କହିଥିଲା ଏନ୍‌ଏମ୍‌ସି।

modi in metro
କାଉଣ୍ଟରରୁ ଟିକେଟ୍ କାଟି ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି

ନିଜେ କାଉଣ୍ଟରରେ ଟିକେଟ୍ କାଟିଲେ ପରେ ମେଟ୍ରୋ ଟ୍ରେନ୍‌ରେ ସାଧାରଣ ଲୋକଙ୍କ ସହ ଯାତ୍ରା କଲେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଭଳି ଘଟଣା ଦେଖିବାକୁ ମିଳିଛି, ଆଜି ପୁଣେ ସହରରେ । ପୁଣେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଟ୍ରୋ ରେଲ୍ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ସାଧାରଣ ଲୋକଙ୍କ ସହ ମେଟ୍ରୋରେ ପୁଣେ ସହର ପରିଭ୍ରମଣ କରିଛନ୍ତି ।

Digital beauty scare on social media.
ମାତିଛନ୍ତି ଡିଜିଟାଲ ସୁନ୍ଦରୀ

ସୋସିଆଲ ମିଡ଼ିଆରେ ଡିଜିଟାଲ ସୁନ୍ଦରୀ ଆତଙ୍କ । ଲୋକଙ୍କୁ ବ୍ଲାକମେଲ କରି ଟଙ୍କା ଆଦାୟ କରିବା ଉଦ୍ଦେଶ୍ୟରେ ସାଇବର ଅପରାଧୀମାନେ ‘ଅଶ୍ଳୀଳ ଚାର୍ଟକୁ ଆୟୁଧ କରୁଛନ୍ତି । ଏହି ପରିପେକ୍ଷୀରେ ଡିଜିଟାଲ ସୁନ୍ଦରୀଙ୍କ କବଳରୁ ନିଜକୁ ରକ୍ଷା କରିବାକୁ ଓଡ଼ିଶା ପୋଲିସ ଲୋକଙ୍କୁ ସତର୍କ କରାଇଛନ୍ତି । ଏନେଇ ଓଡ଼ିଶା ପୋଲିସ୍‌ ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି ।

Police Fight
ଓଡ଼ିଶାର ଗାଁକୁ ନିଜ ଗାଁ କହିବାରୁ ଆନ୍ଧ୍ର ଓ ଓଡ଼ିଶା ପୋଲିସ ମୁହାଁମୁହିଁ

ଛେଳି ଚୋରିକୁ ନେଇ ଆନ୍ଧ୍ର ଓ ଓଡ଼ିଶା ପୋଲିସ ମୁହାଁମୁହିଁ । ଆନ୍ଧ୍ରର ଘଟଣା ଓ ଆନ୍ଧ୍ରର ଚୋରକୁ ଓଡ଼ିଶା ପୋଲିସ ବାନ୍ଧି ପାରିବ ନାହିଁ ବୋଲି କହି ଆନ୍ଧ୍ର ପୋଲିସର ଅତିକ୍ରମଣକୁ ଓଡ଼ିଶା ପୋଲିସ ବିରୋଧ କରିଛି ।

Meet Sushree
ଅଭିନୟ ଯେମିତି ଦେଖିବାକୁ ସେମିତି। ଖାଲି ଆଖିରେ ଦେଉଛନ୍ତି ହାଣି

ଭାରି ବୁଦ୍ଧିଆ ମଙ୍ଗଳା । ଲୁକ୍‌ ଯେମିତି ଅଭିନୟ ସେମିତି। ନିଜ ଆଖିର ଯାଦୁଗରୀରେ ଦର୍ଶକଙ୍କୁ ଦେଉଛନ୍ତି ହାଣି...ଦେଖୁନାହାନ୍ତି କେମିତି ଦେଉଛନ୍ତି ଲୁକ୍‌

  • Sunday, 06 March 2022
  • ENews
OTV News Fuse
ନିୟମ ଭାଙ୍ଗିଲେ ମାମୁଁ

ମାମୁଁ ଲୋ...ତୁ ଏମିତି କାହିଁ ହେଉଛୁ? ତୁମେ ପୁଲିସ୍‌ ବୋଲି ଗୋଟିଏ ବାଇକ୍‌ରେ ୪ ଜଣ ବସିକି ଯିବ। ଆମେ ଗଲେ ତୁମେ ଚାଲାଣ କାଟିବ...ସବୁ ଦେଖୁଥାଆରେ ନାରଣ..

Meet UP Poll Officer Reena Dwivedi
ସେଲଫି ନେବାକୁ ପେଲାଠେଲା

ଭାଇରାଲ ଭାଉଜଙ୍କୁ ନେଇ ଏବେ ଭାରି ଚର୍ଚ୍ଚା। ସେଦିନ ସେହି ହଳଦିଆ ଶାଢୀର ଆଜି ବି ସୋସିଆଲ ମିଡ଼ିଆରେ ହେଉଛି ଫଟୋ ଭାଇରାଲ । ଏବେ ତ ତାଙ୍କ ସହ ଫଟୋ ଉଠାଇବାକୁ ଭୋଟରଙ୍କ ମଧ୍ୟରେ ଲାଗିଲାଣି ପ୍ରତିଯୋଗିତା ।

Sextortion
ମାତିଛନ୍ତି ଡିଜିଟାଲ ସୁନ୍ଦରୀ : ଅଶ୍ଳୀଳ ଭିଡିଓ ଚାଟ୍‌ରୁ ଦୂରେଇ ରହିବାକୁ ଓଡ଼ିଶା ପୋଲିସର ପରାମର୍ଶ

ସାଇବର ଲୁଟେରା ମାନେ ପ୍ରଥମେ ମହିଳାଙ୍କ ନାମରେ କିମ୍ବା ଅନେକ ଫେକ୍ ଆକାଉଣ୍ଟ ଜରିଆରେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ପରେ ଭିଡିଓ କଲ୍ କରି ଅଶ୍ଳୀଳ ଭିଡିଓ କରିବାକୁ ପ୍ରବର୍ତ୍ତାଉଛନ୍ତି । କୌଣସି ବ୍ୟକ୍ତି ତାଙ୍କ କଥାରେ ଥରେ ପଡ଼ିଗଲେ ଜୀବନ ନର୍କ ହୋଇଯାଉଛି ।

Eco-Tourism Combines Organic Farming
ଶୀତିକଣ୍ଠଙ୍କ ଏଗ୍ରି ଇକୋ ଟୁରିଜିମ, ଗୋଟିଏ ସ୍ଥାନରେ ଖେଳିବେ, ବୁଲିବେ ଆଉ ଖାଇବେ

ଗାଈ ଚାଷ, ଛେଳି ଚାଷ ସହ କୁକୁଡ଼ା ଚାଷ ହେଉଛି। ଗୋଟିଏ ସ୍ଥାନରେ ଖାଇବାଠୁ ବୁଲିବା ପର୍ଯ୍ୟନ୍ତ ସବୁ ସୁବିଧାରେ ମିଳୁଛି। ଏବେ ଚର୍ଚ୍ଚାରେ ଶୀତିକଣ୍ଠଙ୍କ ଏଗ୍ରି ଇକୋ ଟୁରିଜିମ୍‌। ଦେଖନ୍ତୁ ଏହି ଭିଡ଼ିଓ ।

Family Welcomes First Girl Child In 7 Generations, Buys Land On Moon In Her Name
ଜହ୍ନରେ ଜମି କିଣିଦେଲେ ବାପା-ମା

ସାତ ପିଢି ପରେ ଝିଅ ଜନ୍ମ । ଜନ୍ମଦିନରେ ମିଳିଲା ଜହ୍ନରେ ଜମି । ସାତ ପିଢି ପରେ ଘରେ ଜନ୍ମ ହେଲା ଝିଅ, ଜହ୍ନରେ ଜମି କିଣିଦେଲେ ବାପା-ମା । ଏହି ଖବର ଜାଣିବା ପରେ ଏବେ ସବୁଆଡେ ଚର୍ଚ୍ଚା ।

Vidhan Parishad row
ବିଧାନ ପରିଷଦ ଗଠନ ପ୍ରସଙ୍ଗ ନେଇ କେନ୍ଦ୍ରରୁ ଆସିଲା ଚିଠି

ବିଧାନସଭାରେ ଚଠି ପହଞ୍ଚିବା ପରେ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦିଆଯାଇଛି ବୋଲି କହିଛନ୍ତି ବାଚସ୍ପତି ।

Thailand’s Kashmiri Apple Ber
ଓଡିଶା ଜଳବାୟୁରେ ଥାଇଲାଣ୍ଡର ଫଳ

ଓଡିଶା ଜଳବାୟୁରେ ଥାଇଲାଣ୍ଡର ଫଳ । ଭଦ୍ରକର ଜଣେ ଚାଷୀ ଏକର ଏକର ଜମିରେ ଫଳାଇ ପାରିଛନ୍ତି ଥାଇଲାଣ୍ଡ କାଶ୍ମୀର ଆପଲ ବେର । ଏହି ଫଳ ଥାଇଲାଣ୍ଡରେ ଚାଷ ହେଉଥିବା ବେଳେ ଏହାର ଆକାର କାଶ୍ମୀର ସେଓ ଭଳି ଦିଶୁଛି । ତେଣୁ ଏପରି ନାମକରଣ କରାଯାଇଛି । ଚାଷୀ ଜଣଙ୍କ ତାଙ୍କ ଜମିରେ ମଧ୍ୟ ଲଗାଇଛନ୍ତି ଅନେକ ବିଦେଶୀ ଫଳ ଗଛ । ଏମିତିକି ବିଭିନ୍ନ କିସମର ପିଜୁଳି ଚାଷ କରି ଲାଭବାନ ହୋଇପାରିଛନ୍ତି ।

Distress Sale
କେନ୍ଦୁଝରରେ ଟମାଟୋର ଅଭାବୀ ବିକ୍ରି : କିଲୋ ପିଛା ୨ଟଙ୍କାରେ ବିକୁଛି ଚାଷୀ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ପଦ୍ମପୁର, ଜଙ୍ଘାର, ସରେଇଁ, ହାତିବନ୍ଧା, ସାଳବଣି ଆଦି ଗାଁ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି । ଧାର କରଜ କରି ଏକର ଏକର ଜମିରେ କରିଥିଲେ ଟୋମାଟୋ ଚାଷ । ସାର, କୀଟନାଶକ ଔଷଧ ବାବଦରେ ଖର୍ଚ୍ଚ ବି କରିଥିଲେ । ହେଲେ ଯେଉଁ ଦରରେ ବିଲାତି ବିକ୍ରି ହେଉଛି, ଲାଭ ତ ଦୂରର କଥା, ଖର୍ଚ୍ଚ ମଧ୍ୟ ଉଠିବନି

Successfully Grows Thai Berries
ଓଡିଶା ଜଳବାୟୁରେ ଥାଇଲାଣ୍ଡର ଫଳ : ଏକର ଏକର ଜମିରେ ସୁନାର ଫସଲ ଫଳାଇଛନ୍ତି ଭଦ୍ରକର ଉଦୟନାଥ

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନସ୍ଥ ବସନ୍ତିଆ ପଞ୍ଚାୟତ ସିଲନ୍ଧି ଗ୍ରାମର ଉଦୟନାଥ କର । ୧୯୯୫ ମସିହାରେ ମେକାନିକାଲ ଇଂଜିନିୟର ପାଠ ପଢି ସାରିବା ପରେ ଏକ କମ୍ପାନୀରେ ଚାକିରୀ କରିଥିଲେ । ପରେ କିନ୍ତୁ ଚାକିରି ଛାଡିଥିଲେ ଓ ଗାଁ କୁ ଫେରିଆସି ବିଭିନ୍ନ କାର୍ଯ୍ୟରେ ମନୋନିବେଶ କରିଥିଲେ ।

Putin’s bond girl Rossiyana Markovskaya
କିଏ ଏହି ଯୁବତୀ ଯିଏ ସାଜିଛନ୍ତି ପୁଟିନ୍‌ଙ୍କ ବଣ୍ଡ୍ ଗାର୍ଲ

ସାମ୍ନାକୁ ଆସିଲେ ପୁଟିନ୍‌ଙ୍କ ବଣ୍ଡ୍ ଗାର୍ଲ। ପରଦା ପଛରେ ରହି ପୁଟିନଙ୍କ ପାଇଁ କାମ କରୁଛନ୍ତି ଏହି ଯୁବତୀ। କିଏ ଏହି ଯୁବତୀ, ସେ କ’ଣ କରନ୍ତି ଆସନ୍ତୁ ଜାଣିବା।