• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Cyber Crime
ଡିଲରସିପ୍‌ ନେବେ ବୋଲି ସ୍ୱପ୍ନ ଦେଖୁଥିଲେ। ଲୋନ୍‌ ଆଣି ବ୍ୟବସାୟ କରିବେ କ’ଣ? ବରଂ ଆକାଉଣ୍ଟ

ଇ-ଗାଡ଼ିର ଡିଲରସିପ୍‌ ନେବାର ଦେଖୁଥିଲେ ସ୍ୱପ୍ନ। ବ୍ୟାଙ୍କରୁ କିସ୍ତି ଆଣି ମାଆଙ୍କ ନାଁରେ ବ୍ୟବସାୟ ଆରମ୍ଭ କରିବେ କ’ଣ? ବ୍ୟାଙ୍କ ଆକାଉଣ୍ଟରୁ ଖାଲି ହୋଇଗଲା ଟଙ୍କା,

Youth Critical In Arrow Attack By In Keonjhar
ମହୁଲ ତୋଳାରୁ ତୀରମାଡ଼; ଜଣେ ଗୁରୁତର

ମହୁଲ ତୋଳାରୁ ତୀରମାଡ଼ । ମହୁଲ ତୋଳିବାକୁ ନେଇ ଜଣଙ୍କୁ ତୀରମାଡ଼ ହୋଇଥିବା ସୂଚନା ମିଳିଛି । କେନ୍ଦୁଝରରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।

Student Drowns In River Mahanadi At Naraj
କାଳ ହେଲା ନଦୀରେ ଗାଧୋଇବା; କାଠଯୋଡିରେ ବୁଡି ଛାତ୍ର ମୃତ

କଟକ ନରାଜ କାଠଯୋଡିରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଛି । ଗତକାଲି ୪ ଜଣ ସାଙ୍ଗ କଟକ ନରାଜ ବଙ୍ଗଳା ନିକଟ ନଦୀରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି ।

Asst Executive Engineer of Rural Works Sub-Division in Nayagarh - Gobinda Sahoo, under Vigilance sca
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ; ୬ ଟି ସ୍ଥାନରେ ଏକକାଳୀନ ରେଡ୍‌

ଭିଜିଲାନ୍ସ ଜାଲରେ ନୟାଗଡ଼ RW ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଦ୍ୱାରା ରେଡ୍ କରାଯାଉଛି ।

Kangaroo Court In Malkangiri
ପ୍ରକୃତ ଦୋଷୀ ଜଣାପଡ଼ିନି, ହେଲେ ବୟସ୍କ ବ୍ୟକ୍ତିଙ୍କୁ ଅଭିଯୁକ୍ତ ଦର୍ଶାଇ କଙ୍ଗାରୁ କୋର୍ଟରେ ଜରିମାନା

ଜଣେ ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର ପରେ ଗାଁରେ ବସିଲା କଙ୍ଗାରୁ କୋର୍ଟ। ସବୁଠାରୁ ବଡ଼ କଥା, ପ୍ରକୃତ ଅଭିଯୁକ୍ତ କିଏ ତାହା ଜଣାପଡ଼ି ନାହିଁ। ହେଲେ ଏହି ଘଟଣାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ଗାଁ ଲୋକେ କଙ୍ଗାରୁ କୋର୍ଟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜରିମାନା କରିଥିବା ଜଣାପଡ଼ିଛି।

Bolero bike crash
ବୋଲେରୋ ବାଇକ୍ ମୁହାଁମୁହିଁ ଧକ୍କା; ୮ ଛାତ୍ରୀ ଗୁରୁତର

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଣୁଥିବା ଏକ ବୋଲେରୋ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ସୋନପୁର ଜିଲ୍ଲା ତରଭା-ମେଣ୍ଡା ରାସ୍ତାର ମହୁଲପାଲି ଛକଠାରେ ଏକ ବାଇକ ସହିତ ବୋଲେରୋର ଧକ୍କା ହୋବାଫଳରେ ବୋଲେରୋଟି ଓଲଟି ପଡିଥିଲା । ଦୁର୍ଘଟଣା ଫଳରେ ୮ ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି ।

Odisha Assembly
୨୦୨୧-୨୨ ବର୍ଷ ପାଇଁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ଅଭିବୃଦ୍ଧି ହାର ୧୦.୧% ଆକଳନ

ଆଜି ଆସିବ କାମ ଚଳା ବଜେଟ୍। ଏହା ପୂର୍ବରୁ ଗତକାଲି ଆସିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୧୦.୧% ରହିବା ନେଇ ଆକଳନ କରାଯାଇଛି।

A bullet can travel 1.5 km after trigger from gun
ଏମିତି ବନ୍ଧୁକ ଯେଉଁଥିରୁ ଗୁଳି ବାହାରିଲେ ଦେଢ କିମି ଯିବ

ଏମିତି ବନ୍ଧୁକ ଯେଉଁଥିରୁ ଗୁଳି ବାହାରିଲେ ଦେଢ କିଲୋମିଟର ଦୂରକୁ ଟାର୍ଗେଟ୍‌ କରାଯାଇପାରେ। ଏହି ବନ୍ଧୁକର ବ୍ୟାରେଲ୍ ଅର୍ଥାତ୍ ଟ୍ୟୁବ୍ ବହୁତ ଲମ୍ବା। ଏହା ବିଷୟରେ ପୂରା ଜାଣିବା ନେଇ ପଢନ୍ତୁ।

War for watermelon; died thousandas soldier
ସାମାନ୍ୟ ତରଭୁଜ ପାଇଁ ହେଲା ଯୁଦ୍ଧ; ମରିଲେ ହଜାର ହଜାର ସୈନିକ

ଅନ୍ୟର ରାଜ୍ୟ ଅଧିକାର ପାଇଁ ଯୁଦ୍ଧ ହେବା ସମସ୍ତେ ଜାଣନ୍ତି। କିନ୍ତୁ କୌଣସି ଏକ ଫଳ ପାଇଁ ଯୁଦ୍ଧ ହେବା ଆପଣ କେବେ ଶୁଣିଛନ୍ତି କି? କିନ୍ତୁ ଏହା ସତ ଯେ ସାମାନ୍ୟ ଏକ ତରଭୁତ ପାଇଁ ଯୁଦ୍ଧ ହେଇଛି ଆଉ ହଜାର ହଜାର ସୈନିକ ମଧ୍ୟ ମରିଛନ୍ତି।

Jungle Fire
ପୁଣି ଜଙ୍ଗଲ ନିଆଁ ତାଉ, ହୁତୁ ହୁତୁ ଜଳୁଛି ଶିମିଳିପାଳ

ଜଳୁଛି ଶିମିଳିପାଳ ସହ ଖଡ଼ିଆଳ, ଫୁଲବାଣୀ ଓ ନବରଙ୍ଗପୁରର ଜଙ୍ଗଲ I FSI ରିପୋର୍ଟରେ ଜଙ୍ଗଲ ନିଆଁରେ ଦେଶରେ ପ୍ରଥମ ଓଡ଼ିଶା, ମୁଖ୍ୟ ବନପ୍ରାଣୀ ସଂରକ୍ଷକ କହିଲେ ଗତବର୍ଷ ତୁଳନାରେ ବହୁତ କମ୍ I

  • Tuesday, 29 March 2022
Jungle Fire
ଜଳୁଛି ଜଙ୍ଗଲ ! କିଏ ଲଗାଉଛି ନିଆଁ ? ପୋଡ଼ି ଯାଉଛନ୍ତି କିଟ ପତଙ୍ଗ-ପଶୁ ପକ୍ଷୀ-ଔଷଧୀୟ ଗଛ

ଦିନବେଳା ପ୍ରବଳ ଖରା ସାଙ୍ଗକୁ ଜୋରରେ ପବନ ବୋହିବା ଯୋଗୁଁ ନିଆଁ ଅମାନିଆ ଭାବେ ମାଡି ଚାଲିଛି । ଆଉ ନିଆଁର ଆଁ ଭିତରେ ଜଳି ପୋଡ଼ିଯାଉଛନ୍ତି ବହୁ ପଶୁପକ୍ଷୀ, କୀଟ-ପତଙ୍ଗ ଓ ଧ୍ୱଂସ ପାଇ ଚାଲିଛି ବହୁ ଦରକାରୀ ଓ ଔଷଧୀୟ ବୃକ୍ଷଲତା ।

Puri Temple
ଶ୍ରୀମନ୍ଦିରରେ ଚାରିପଟେ ଚାଲିଛି ବେଆଇନ୍‌ ଖନନ, କେହି ଦେଇ ନାହାନ୍ତି ଅନୁମତି !

ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି-ଖନନ ଯୋଗୁଁ ସୃଷ୍ଟି ହେଉଥିବା ଭାଇବ୍ରେସନ କାରଣରୁ ଶ୍ରୀମନ୍ଦିରରେ ଫାଟ ହୋଇଛି । ତେଣୁ ବିକାଶ ନାଁରେ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି ହେଲେ ଏଥିପାଇଁ ରାଜ୍ୟ ସରକାର ଦାୟୀ ହେବେ ।

Lord Jagannath’s Special Ritual Banakalagi Niti To Be Held At Srimandir In Puri Today
‘ଶ୍ରୀମନ୍ଦିରର ବିକାଶ ଆଳରେ ବିନାଶ ନ ହେଉ’ ! ଖନନ କାର୍ଯ୍ୟକୁ କିଏ ଦେଲା ଅନୁମତି ?

ASI ଓ NMA  କହିଛନ୍ତି, ଆମେ କୌଣସି ପ୍ରକାରର ସ୍ଥାନୀୟ ନିର୍ମାଣ ପ୍ରକଳ୍ପ ପାଇଁ ଅନୁମତି ଦେଇନାହୁଁ । ପ୍ରକୃତରେ ବାସ୍ତବତା କଣ ବୋଲି ପ୍ରଶ୍ନ କରିଛନ୍ତି ଜୟନ୍ତ ଷଡ଼ଙ୍ଗୀ । ବିଧାନସଭାର ଏକ କମିଟି ଗଠନ କରି ପୁରୀ ପଠାଇବାକୁ ସେ ଦାବି କରିଛନ୍ତି ।

THE GREAT ODISHA POLITICAL CIRCUS
ଲୋ ଇନଭେଷ୍ଟିମେଣ୍ଟରେ ହାଇ ପ୍ରଫିଟ୍‌ ମୋର କାମ...ସେଇଥି ପାଇଁ ତ କରୁଛି ରାଜନୀତି

ଲୋ ଇନଭେଷ୍ଟିମେଣ୍ଟରେ ହାଇ ପ୍ରଫିଟ୍‌ କରିବା ମୋର କାମ। ଯାହାର ନଥିବ ଗତି ସେ କରିବ ରାଜନୀତି...ବାସ୍‌ ଏଇ କଥାକୁ ମୁଁ ତ ଅକ୍ଷରେ ଅକ୍ଷରେ ପାଳନ କରୁଛି...ଜିତେ କି ହାରେ ମତେ ଫରକ୍‌ ପଡ଼େନି...

sarapancha
ପ୍ରତିଶ୍ରୁତି ରଖିଲେ ସରପଞ୍ଚ : ଗାଁ ଗାଁ, ଘରଘର ବୁଲି ଲୋକଙ୍କ ପାଖରେ ଚାଉଳ ବାଣ୍ଟୁଛନ୍ତି ବନମାଳୀ

ନୂତନ ଭାବେ ନିର୍ବାଚିତ ହୋଇଛନ୍ତି ଯୁବ ସରପଞ୍ଚ ବନମାଳୀ ନାଏକ । ନିଜ ପଂଚାୟତରେ ଥିବା ଗାଁ ମାନଙ୍କୁ ନିଜେ ଭଡାଖର୍ଚ୍ଚ ଦେଇ ଗାଡ଼ି ଧରି ବୁଲୁଛନ୍ତି ।

drinking water Project Issue Heats Up Odisha Assembly
ଗୃହରେ ପାନୀୟ ଜଳ ପ୍ରସଙ୍ଗରେ ଉଦବେଗ

ପାନୀୟ ଜଳ ପ୍ରକଳ୍ପ ବିଳମ୍ବ ଓ ପିଇବା ପାଣି ସଙ୍କଟ ନେଇ ଗୃହରେ ଉଦବେଗ । ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ବିଳମ୍ବ ନେଇ ଗୃହରେ ଆଲୋଚନା ବେଳେ ଗୃହରେ ଉଠିଲା ପିଇବା ପାଣି ପ୍ରସଙ୍ଗ ।

'Harirajpur melana' festivals
ପ୍ରସିଦ୍ଧ ହରିରାଜପୁର ମେଲଣ, ଫୁଲର ହୋଲି ଖେଳିଲେ ଠାକୁର

ଶେଷ ହୋଇଛି ଓଡ଼ିଶା ପ୍ରସିଦ୍ଧ ପୁରୀ ହରିରାଜପୁର ମେଲଣ । ଚଳିତ ଥର ଫଗୁ ବଦଳରେ ଫୁଲର ହୋଲି ଖେଳିଲେ ଠାକୁର । ଶେଷ ଦିନରେ ହରିହର ଭେଟ ହେବା ସହ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ ।

Vigilance raid
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ୧ କୋଟି ୩୬ ଲକ୍ଷ ଟଙ୍କା ଜବତ

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସ। ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରୁ ପୁଳାପୁଳା ସମ୍ପତ୍ତି ବାହାରୁଛି । ଏଯାବତ୍ ଆଶିଷ ଦାସଙ୍କ ୨କେଜିରୁ ଅଧିକ ସୁନା ଜବତ କରାଯାଇଛି ।

News Fuse
ରାତି ଅଧରେ ଆସିଲେ, ଦେଇ ଦେଇ ଗଲେ...ହେଲେ କ’ଣ?

ଅଧ ରାତିରେ ଖେଳ ହେଲା। ଗାଡ଼ି ଧରି ଆସିଲେ, ହାତରେ ଢକଲମ୍‌ ଦେଇ ଗଲେ। ମଉସା ଆମର ଦେଖୁନ କେମିତି ପାଦୁକା ପାଇବା ପରିକା ହାତରେ ନେଇ ଲୁଚାଇ ଦେଲେ। ନାରଣ ଆମେ ପା’ ଦେଖିସାରିଲୁଣି, ଆଉ ଲୁଚାଇ ଲାଭ କ’ଣ? ଭିଡ଼ିଓ କଲେ ବୋଲି ବହେ ଶୁଣିଲେ...

Sharmistha Rout
ମାନସ ସ୍ୱାଇଁ ହତ୍ୟା ମାମଲା; ରିମାଣ୍ଡରେ ଗଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା

ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ତଦନ୍ତକାରୀ ସଂସ୍ଥା ।

7 more fire points reported at Similipal
ଜଳୁଛି ଶିମିଳିପାଳ; ତିନି ଦିନ ଧରି ଶିମିଳିପାଳରେ ଲାଗିଛି ନିଆଁ

ଜଳୁଛି ଶିମିଳିପାଳ । ଗତ ତିନି ଦିନ ଧରି ଶିମିଳିପାଳରେ ନିଆଁ ଲାଗିଛି । ବିଶେଷ ଭାବେ ଶିମିଳିପାଳର ଚୋହଲା,ତାଳବନ୍ଧ ଅଞ୍ଚଳର ୭ରୁ ଅଧିକ ଜାଗାରେ ଜଳୁଛି ଜଙ୍ଗଲ । ନିଆଁର ପରିମାଣ ବଢ଼ୁଥିବାରୁ ଅଭୟାରଣ୍ୟରେ ରହୁଥିବା ଲୋକେ ଏବେ ଆତଙ୍କୀତ ହୋଇପଡ଼ିଛନ୍ତି ।

Youth Buys Dream Bike Paying Rs 2.6 Lakh In Coins
୩ ବର୍ଷ ଧରି ସଞ୍ଚୟ କରିଥିବା ୧ ଟଙ୍କିଆ କଏନ୍‌ରେ ବାଇକ୍‌ କିଣିଲେ ତାମିଲନାଡୁ ଯୁବକ; ଗଣିବାକୁ ଲାଗିଲା ୧୦ ଘଣ୍ଟା

୩ ବର୍ଷ ଧରି ସଞ୍ଚୟ କରିଥିବା ୧ ଟଙ୍କିଆ କଏନ୍‌ରେ ବାଇକ୍‌ କିଣିଲେ ତାମିଲନାଡୁ ଯୁବକ; ଗଣିବାକୁ ଲାଗିଲା ୧୦ ଘଣ୍ଟା…ଦେଖନ୍ତୁ ସେହି ଭିଡ଼ିଓ...

prasant jagdev
ଗିରଫ ବାହୁବଳୀ ବିଧାୟକ ଅସୁସ୍ଥ; ହସ୍ପିଟାଲ ସ୍ଥାନାନ୍ତର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

100 Days Annual Leave Plan For CAPF Jawans
ଭାରତୀୟ ଯବାନଙ୍କ ପାଇଁ ଖୁସି ଖବର, ଏଣିକି ବର୍ଷକୁ ମିଳିବ ୧୦୦ ଦିନର ଛୁଟି

ଭାରତୀୟ ଯବାନଙ୍କ ପାଇଁ ବଡ଼ ଖବର। ଏଣିକି ବର୍ଷକୁ ୭୫ ଦିନ ନୁହେଁ ବରଂ ମିଳିବ ୧୦୦ ଦିନ ଛୁଟି। ଘର ପାଖରେ ମିଳିବ ଚାକିରି। ଜାଣନ୍ତୁ କେବେଠୁ ଲାଗୁ ହେବ ଏହି ନୂଆ ନିୟମ

Biswabhushan Harichandan visited Lord jagannath templejagannath
ଶ୍ରୀଜିଉଙ୍କ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ଶ୍ରୀଜିଉଙ୍କୁ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ପୁରୀ ଗସ୍ତରେ ଆସି ଶ୍ରୀଜିଉଙ୍କୁ ଦର୍ଶନ କଲେ । ଶ୍ରୀମନ୍ଦିର ପ୍ରଶାସନକୁ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।