• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

The facts of crab Cuban disaster
କଙ୍କଡା ଉପଦ୍ରବ; ରାସ୍ତା-କାନ୍ଥବାଡକୁ କବ୍‌ଜା କଲେ

କଙ୍କଡାଙ୍କ ଆକ୍ରମଣରେ ଦେଶର ଉପସାଗରୀୟ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ଦେଖାଯାଏ। ତେବେ ଏହି ଘଟଣା ପ୍ରଥମ ନୁହେଁ। ସେମାନେ ପ୍ରତିବର୍ଷ ବାହାରକୁ ଆସୁଥିବା ବେଳେ ଏଥର ଶୀଘ୍ର ଆସିଯାଇଛନ୍ତି। ସ୍ଥାନୀୟ ସରକାର ଏପର୍ଯ୍ୟନ୍ତ ସେମାନଙ୍କୁ ମୁକାବିଲା କରିବାକୁ ପ୍ରସ୍ତୁତ ନଥିଲେ, ଯେଉଁ କାରଣରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

suicide
ଯୌନ ନିର୍ଯାତନା ଦେଉଥିଲେ ପ୍ରଧାନଶିକ୍ଷକ : ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ ଛାତ୍ରୀ

ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

Odisha's Woman Sarpanch
ସରପଂଚ ହେବ ତ ଏମିତି ! ଦୁର୍ନୀତି ରୋକିବାକୁ ନିଜ ନମ୍ବର ସହ ବିଭିନ୍ନ ବିଭାଗ ନମ୍ବରର ଲଗାଇଲେ ପୋଷ୍ଟର...

ସରପଂଚ ହେବ ତ ଏମିତି। ଦୁର୍ନୀତି ରୋକିବାକୁ ନିଜ ପର୍ସନାଲ ନମ୍ବର ସହ ବିଭିନ୍ନ ବିଭାଗର ଫୋନ୍‌ ନମ୍ବରରେ ରାସ୍ତା ଲଗାଇଲେ ପୋଷ୍ଟର। କହିଲେ, ଦୁର୍ନୀତିର ଗନ୍ଧ ପାଇଲେ ହେବ କାର୍ଯ୍ୟାନୁଷ୍ଠାନ

Making News
ଇଏ ପେଟି କଣ୍ଟ୍ରାକ୍ଟର: ରାସ୍ତା ଏମିତି କରିଛି ଯେ ଚାଲିବା କଷ୍ଟ...

ଇଏ ପେଟି କଣ୍ଟ୍ରାକ୍ଟର। ରାସ୍ତା ଗୁଡ଼ାକ ଏମିତି ଖୋଳି ଦିଏ ଯେ ଖାଲ ବନ୍ଦ ହେବାକୁ ଲାଗିଯାଏ ୬ ମାସ। ବାସ୍‌ ଯାହାକୁ ଦେଖାନଗଲା ସିଏ ମୋର ପରି ଘାଇଲା ହେଲା...

News Fuse
ଏଇଟା କେଉଁ ମୁଦ୍ରା ଡ୍ୟାନ୍ସ? ଇଲେକ୍ସନ ରେଜେଲ୍ଟ ବାହାରିବା ପରେ ଥେଇ ଥେଇ ହୋଇ ନାଚିଲେ ମେୟର

ମୋ ବୋଉଲୋ !! ଇଏ କି ନାଚ? ଓଡ଼ିଶୀ ନା ସମ୍ବଲପୁର? କିଛି ତ ଜଣାପଡ଼ୁନି..ଦେଉନାହାନ୍ତି ଇଏ କେମିତି ମୋଡ଼ି ବଙ୍କେଇ ହୋଇ ନାଚୁଛନ୍ତି ମାଡାମ୍‌

Additional free of cost rice distribution to beneficiaries extended
ବଡ଼ ଘୋଷଣା: ଆଉ ୬ ମାସ ମାଗଣା ଚାଉଳ ଦେବେ ଓଡ଼ିଶା ସରକାର

ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆହୁରି ୬ ମାସ ଯାଏ ମାଗଣା ଚାଉଳ ମିଳିବା ନେଇ ଘୋଷଣା ହୋଇଛି।

Suspicious Death Of Block Chairman's Husband
ସନ୍ଦେହ ଘେରରେ ବ୍ଲକ ଅଧ୍ୟକ୍ଷା ସ୍ୱାମୀଙ୍କ ମୃତ୍ୟୁ

ଜଗନ୍ନାଥପ୍ରସାଦ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଭୋଜି ଖାଇ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  

Profile of Gangadhar Meher
ଓଡିଆ ସାହିତ୍ୟର କିଟସ୍ ଗଙ୍ଗାଧର ମେହେର

ଓଡିଆ ସାହିତ୍ୟର କିଟସ୍ କହିଲେ ଗଙ୍ଗାଧର ମେହେରଙ୍କୁ ବୁଝାଯାଏ। ମେହେର ହେଉଛନ୍ତି ଜଣେ ବିରଳ ବ୍ୟକ୍ତିତ୍ୱ ଓ ସମଗ୍ର ଓଡିଆ ସାହିତ୍ୟ ଶୃଙ୍ଖଳାର କବିମାନଙ୍କ ମଧ୍ୟରେ ଅନନ୍ୟ।

Fire on Shimilipala
ଡ୍ରୋନ୍ ଜଗିଛି ଶିମିଳିପାଳ ନିଆଁ, ୪ ଦିନ ହେବ ଅଭୟାରଣ୍ୟରେ ଲାଗିଛି ନିଆଁ

ଡ୍ରୋନ୍ ଜଗିଛି ଶିମିଳିପାଳ ନିଆଁ, ଗତ ୪ ଦିନ ହେବ ଅଭୟାରଣ୍ୟର ବିଭିନ୍ନ ଜାଗାରେ ଲାଗିଛି ନିଆଁ । ବନ ବିଭାଗ ନାକେଦମ୍ ପରେ ଡ୍ରୋନ୍‌ର ସହାୟତା ଲୋଡ଼ାଯାଇଛି ।

Andhra Pradesh-Odisha border dispute
ସୁନାବେଡା ଜଙ୍ଗଲ ଜମିକୁ ନେଇ କୁହୁଳୁଛି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ

କୁହୁଳିବାରେ ଲାଗିଛି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ।ସୁନାବେଡା ଜଙ୍ଗଲ ଜମିକୁ ନେଇ କୁହୁଳୁଛି ସୀମା ବିବାଦ । ସୀମାକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ କୋରାପୁଟ ଉପ ଜିଲ୍ଲାପାଳ ।

At the same time, 25 students are ill
ଏକାସଙ୍ଗେ ୨୫ ଛାତ୍ରୀ ଅସୁସ୍ଥ; ସ୍ଥିତି ଅନୁଧ୍ୟାନ କଲା ଡାକ୍ତରୀ ଟିମ୍‌

କଳାହାଣ୍ଡି କଲମପୁର ବ୍ଲକ ଦୁଲକିବନ୍ଧ କନ୍ୟାଶ୍ରମରେ ଅସୁସ୍ଥ ହୋଇପଡ଼ିଛନ୍ତି ବହୁ ଛାତ୍ରୀ । ଗତକାଲି ୬ଜଣ ଛାତ୍ରୀ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିବା ବେଳେ ଆଜି ୨୫ ଜଣ ଛାତ୍ରୀ ଭର୍ତ୍ତି ହୋଇଛନ୍ତି l

Profile of Shriramchndra Bhanjadeo
ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ କରିବାରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଭୂମିକା

ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଭାଷା, ସ୍ୱାସ୍ଥ୍ୟ ଏବଂ ପ୍ରଶାସନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଥିଲେ। ତାଙ୍କ ଶାସନ ସମୟରେ ରୂପ୍‌ସା-ବାରିପଦା ମଧ୍ୟରେ ନାରୋ ଗଜ୍ ରେଲ୍‌ୱେ ଆରମ୍ଭ ହୋଇଥିଲା।

Profile of Utkalamani Gopabandhu Das
ଆଧୁନିକ ଓଡିଶାର ନିର୍ମାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ

ଊନବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗ ଦେଶର ବିଭିନ୍ନ ଅଞ୍ଚଳରେ ମହାମାନବ ଓ ମହିୟସୀ ମହିଳାଙ୍କୁ ଜନ୍ମ ଦେଇଥିଲା। ଉତ୍କର୍ଷ, ସାମାଜିକ ସଂସ୍କାର, ଶିକ୍ଷା, ଆଇନ ଏବଂ ସାହିତ୍ୟ କ୍ଷେତ୍ର ଚମତ୍କାର ଥିଲା। ଗୋପବନ୍ଧୁ ଦାସ ଥିଲେ ଏପରି ଜାତି ନିର୍ମାତାଙ୍କ ମଧ୍ୟରୁ ଅନ୍ୟତମ।

Oriya schools in Jharkhand are locked
ପଡ଼ୋଶୀ ରାଜ୍ୟରେ ଦହଗଞ୍ଜ ଓଡ଼ିଆ, ଝାଡ଼ଖଣ୍ଡର ଏକାଧିକ ଓଡ଼ିଆ ସ୍କୁଲରେ ପଡ଼ିଛି ତାଲା

ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇସାରିଛି । ତେବେ ଯେଉଁ ରାଜ୍ୟର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆମେ ଗର୍ବ କରୁ, ସେହି ଭାଷା ପଡୋଶୀ ଝାଡଖଣ୍ଡର ଷଢେଇକଳା, ଖରସୁଆଁ ଏବଂ ପଶ୍ଚିମବଙ୍ଗ ସୀମାନ୍ତ ଭେଟିଆ ଆଦି ଅଞ୍ଚଳରେ ସଙ୍କଟରେ ଗତି କରୁଛି । ଏଠାରେ ରହୁଥିବା ଓଡିଆ ଭାଷାଭାଷୀ ଅଞ୍ଚଳରେ ଓଡିଆ ଭାଷାକୁ ବଞ୍ଚାଇବାପାଇଁ ସଂଗ୍ରାମ କରୁଛନ୍ତି ଓଡିଆମାନେ ।

Profile of Fakir Mohan
ଓଡିଆ ସାହିତ୍ୟର ବିକାଶରେ ସମର୍ପିତ ଫକୀରମୋହନ

ଊନବିଂଶ ଶତାବ୍ଦୀ ଶେଷ ଓ ବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ସେ ଓଡିଆ ସାହିତ୍ୟର ବିକାଶ ନିମନ୍ତେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଫକୀରମୋହନ। ଓଡିଆ ଜାତୀୟତା ଓ ଆଧୁନିକ ଓଡିଆ ସାହିତ୍ୟର ସ୍ରଷ୍ଟା ଭାବେ ଫକୀରମୋହନ ସେନାପତିଙ୍କୁ ସମ୍ମାନ କରାଯାଏ। ଆସନ୍ତୁ ଜାଣିବା ଏହି ମହାନ ଓଡିଆ ପ୍ରେମୀଙ୍କୁ।

Shree Jagannath Temple
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା ଲାଗି ୮ ଜଣିଆ ଗୃହ କମିଟି ଗଠନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା ଲାଗି ଗଠନ ହୋଇଛି ଗୃହ କମିଟି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ୮ ଜଣିଆ ଗୃହ କମିଟି ।

CAG Reports
CAG ରିପୋର୍ଟ କହିଲା ରାଜ୍ୟର ଆର୍ଥିକ ସ୍ଥିତି

ଶିଳ୍ପ ପାଇଁ ୩୧.୭୩% ଓ କୃଷି ପାଇଁ ୧୮.୬୧% ଯୋଗଦାନ ରହିଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି ।

Project Unfinished
ଏ ସରକାର ଚେଇଁ ଶୋଇଛି !! ୨୨ ବର୍ଷ ହେଲାଣି ସରିପାରୁନି ଗୋଟିଏ ପ୍ରକଳ୍ପ?

ବର୍ଷ ପରେ ବର୍ଷ ବିତୁଛି, ପ୍ରକଳ୍ପର ବ୍ୟୟ ବି ବଢୁଛି। ହେଲେ ସରକାରୀ ବାବୁ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ କାମ ସରିବାରେ ନା ନେଉନି। କେବଳ ସରକାରୀ ଅର୍ଥ ଆତ୍ମସାତ୍‌ ହେଉଛି କହିଲେ ଅତ୍ୟୁକ୍ତି ହେବନି।

Sumit Tapaswini
ବ୍ରହ୍ମପୁର ସୁମିତ-ତପସ୍ବିନୀ ବିବାଦ: ଏପ୍ରିଲ ୯ ରେ କୋର୍ଟରେ ହାଜର ହେବେ ପତିପତ୍ନୀ

ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ବ୍ରହ୍ମପୁରର ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୯ ତାରିଖରେ ହାଜର ହେବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Profile of Krushna Chandra Gajapati
ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ : ଓଡ଼ିଆ ଶିକ୍ଷା ଓ ସଂସ୍କୃତିର ପ୍ରମୁଖ ସାରଥୀ

ପ୍ରଜାହିତୈଷୀ ଓ ସଂସ୍କୃତି ପ୍ରିୟ ରାଜା ମଧ୍ୟରେ କୃଷ୍ଣଚନ୍ଦ୍ର ଗଜପତି ଅନ୍ୟତମ। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟଧାରା ମଧ୍ୟରେ ପାରଳାଖେମୁଣ୍ଡି ସହ ନୂଆପଡ଼ାକୁ ରେଳ ସଂଯୋଗ, ଗବେଷଣାରତ ଶିକ୍ଷାର୍ଥୀଙ୍କ ପାଇଁ ତାଙ୍କ ରାଜପ୍ରାସାଦରେ ଏକ ବଡ଼ ପାଠାଗାର ନିର୍ମାଣ ଇତ୍ୟାଦି ରହିଛି।

Profile of Pandit Nilakantha Das
ପଣ୍ଡିତ ନୀଳକଣ୍ଠ ଦାସ : ଆଧୁନିକ ଓଡ଼ିଶାର ଅନ୍ୟତମ ବିନ୍ଧାଣୀ

୧୯୧୧ରେ ସେ କଲିକତାରୁ ଫେରିବା ପରେ ପଣ୍ଡିତ ନୀଳକଣ୍ଠ ସତ୍ୟବାଦୀ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ। ପରେ ପରେ ସେ ଓଡ଼ିଆ ଓ ଦର୍ଶନଶାସ୍ତ୍ରରେ ପ୍ରଫେସର ଭାବେ ଯୋଗ ଦେଇଥିଲେ।  କିନ୍ତୁ ଅସହଯୋଗ  ଆନ୍ଦୋଳନରେ ଯୋଗ ଦେବାକୁ ପଡ଼ିବାରୁ ତାଙ୍କୁ ଏହି ବୃତ୍ତି ଛାଡ଼ିବାକୁ ପଡ଼ିଥିଲା।

Narayanpatna goat can get national status
ନାରାୟଣପାଟଣା ଛେଳିକୁ ମିଳିପାରେ ଜାତୀୟ ମାନ୍ୟତା

ନାରାୟଣପାଟଣା ଛେଳିକୁ ମିଳିପାରେ ଜାତୀୟ ମାନ୍ୟତା । କେନ୍ଦ୍ର ସରକାରଙ୍କ ଏନଭିଏଜିଆର ଦୁଇ ଜଣିଆ ବିଶେଷଜ୍ଞ ଦଳ ଏନେଇ ନାରାୟଣପାଟଣା ଅଞ୍ଚଳରେ ଛେଳି ମାନଙ୍କ ରକ୍ତ ନମୁନା ସଂଗ୍ରହ କରିଛନ୍ତି ।

defeated candidate
କଥା ଦେଇ କଥା ରଖିଲେ ପରାଜିତ କଂଗ୍ରେସ ପ୍ରାର୍ଥୀ : ହାରିବା ପରେ ମଧ୍ୟ ଲୋକଙ୍କ ପାଇଁ ନଳକୂପ ଖୋଳିଲେ

ନିର୍ବାଚନ ସମୟରେ ଚେୟାରମ୍ୟାନ ପ୍ରାର୍ଥୀ ଜି.ଶ୍ରୀନିବାସ ମ୍ୟୁନିସପାଲଟିରେ ବିଭିନ୍ନ ସାହିରେ ୧୦ଟି ନଳକୂପ କରିବା ପାଇଁ ଦେଇଥିଲେ ପ୍ରତିଶ୍ରୁତି । କିନ୍ତୁ ବିଜୟୀ ନହେଲେ ମଧ୍ୟ ଜି.ଶ୍ରୀନିବାସ ନିଜର ପ୍ରତିଶ୍ରୁତି ପାଳନ କରି ଆରମ୍ଭ କରିଛନ୍ତି ନଳକୂପ ଖନନ

Lokaseva Bhawan
OAS ସ୍ତରରେ ବଡ଼ ଧରଣର ଅଦଳବଦଳ, କଳ୍ପତରୁ ହେଲେ CMC ଆତିରିକ୍ତ କମିଶନର

OAS ଅଧିକାରୀ କଳ୍ପତରୁ ବେହେରାଙ୍କୁ ସିଏମସିର ଅତିରିକ୍ତ କମିଶନର ପଦକୁ ବଦଳି କରାଯାଇଥିବା ବେଳେ ଅବିନାଶ ରାଉତଙ୍କୁ ଏସସିବି ରେଜିଷ୍ଟ୍ରାର (ଆଡମିନିଷ୍ଟ୍ରେସନ) ଦାୟିତ୍ୱ ଦିଆଯାଇଛି ।