ହାତ ଘଣ୍ଟା ହେଉ କି କାନ୍ଥ ଘଣ୍ଟା...ଏ ଯୁଗରେ ଏସବୁର ନାହିଁ ଚାହିଦା। ସ୍ଥିତି ଏମିତି ହେଲାଣି ଯେ, ଘଣ୍ଟା ଦୋକାନୀଙ୍କ ଦୋକାନ ଭଡ଼ା ବି ଉଠୁନି, ପରିବାର ପୋଷଣ କଥା ପଚାରେ କିଏ? କେବଳ ପେପର ପଢି ପଢି ଦୋକାନରେ ବିତୁଛି ଦିନ...ସୋରରେ ଦେଖନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ
ହୋଲି...ଆଜି ମୋ ଚିକିଣି ଗାଡ଼ି ନେଇ ଆସିଲେ ତୁମେ ରଖିବ ତ? ପୂରା ଧଳା ଗାଡ଼ିକୁ ନାଲି କରିଦେବ...ମୋର ଏସନ ଏଇ ଗାଡ଼ି ଚଢିବି। ତୁମେ ମାନେ ଯେତେ ହୋଲି ମାରିଲେ ବି ଫରକ ପଡ଼ିବନି...ଦେଖନ୍ତୁ ସୁର ଭାଇଙ୍କ ନୂଆ ଗାଡ଼ି
'କାଚ୍ଚା ବାଦାମ' ପୁରୁଣା ହେଉଛି। ଏବେ ଟ୍ରେଣ୍ଡକୁ ଆସିଲାଣି 'କାଚ୍ଚା ଅମରୁଦ୍'। ଲୋକେ ଏହାକୁ ଦେଖିଲା ପରେ ‘କାଚ୍ଚା ଆମ୍’ ପାଇଁ ଫର୍ମାଇସ୍ କରୁଛନ୍ତି।
ଜୀବନରେ ସଂଘର୍ଷ ଯେତେ ଥାଉନା କାହିଁକି ଯଦି ଲକ୍ଷ୍ୟ ସ୍ଥିର ଥାଏ ତେବେ ସଫଳତା ନିଶ୍ଚିତ ମିଳିଥାଏ। ସେମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ସୁଭଦ୍ରା। ନିଜ ବାହୁବଳରେ ସେ ପାଲଟିଯାଇଛନ୍ତି ସ୍ୱାମଲମ୍ବୀ ଆଉ ଏହି ସ୍ୱାବଲମ୍ବୀରୁ ପାର୍ଲର ଗର୍ଲ। ତେବେ ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।
ଇତିହାସରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ଆଜିର ନାରୀମାନଙ୍କ ପାଇଁ ସବୁ କ୍ଷେତ୍ରରେ ରାସ୍ତା ଖୋଲି ଦେଇଛନ୍ତି। ହେଲେ ଆପଣଙ୍କୁ ହୁଏତ ଜଣା ନଥିବ ଆଇଏଏସ୍ ପାଇଥିବା ପ୍ରଥମ ଭାରତୀୟ ମହିଳା କିଏ, ଯିଏ ୟୁପିଏସସି ପରୀକ୍ଷାରେ ପାସ୍ ହୋଇଥିଲେ। ତେବେ ଆସନ୍ତୁ ତାଙ୍କ ବିଷୟରେ କିଛି ଜାଣିନେବା।
ଆନ୍ତର୍ଜାତିକ ବଜାର ଦର ଅନୁସାରେ ଆଜିଠୁ ନିଇତି ବଦଳିବ ପେଟ୍ରୋଲ ଓ ଡିଜେଲ ଦର । ଏସମ୍ପର୍କରେ ପେଟ୍ରୋଲିୟମ ଡିଲର ସଂଘର କହିବା କଥା, ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ବଢ଼ିଚାଲିଛି ।
ଅଯୋଧ୍ୟାରୁ ଆସିଥିବା ସାଧୁସନ୍ଥମାନେ ପାଣିନେଇ ସ୍ୱତନ୍ତ୍ର ରଥରେ ଅଯୋଧ୍ୟା ଯାଇଛନ୍ତି। ରାଜ୍ୟପାଳ ଅଙ୍କାବଙ୍କା ପଥୁରିଆ ରାସ୍ତାରେ ଚାଲିଚାଲି ଯାଇ ଏହି ପବିତ୍ର ସ୍ଥାନରେ ପହଞ୍ଚିଥିଲେ।
ମଣିଷ ବାରମ୍ବାର ସାଜୁଛି ପଶୁମାନଙ୍କ ପାଇଁ କାଳ। କେଉଁଠି ବିଷ ପାଇଁ ତ ପୁଣି କେଉଁଠି ବୋମା ପାଇଁ ବିପଦର ସମ୍ମୁଖିନ ହେଉଛନ୍ତି ପଶୁଜନ୍ତୁ। ଏହି ଖବରଟି ପଢିଲେ ଆପଣଙ୍କ କୋହ ବି ବୋଲ ମାନିବନି।
ଭାରତର ଧନୀ ମହିଳା ତାଲିକାରେ ସାମିଲ୍ ହୋଇଛନ୍ତି ସାବିତ୍ରୀ ଜିନ୍ଦଲ। ସ୍ୱାମୀ ଓପି ଜିନ୍ଦଲଙ୍କ ମୃତ୍ୟୁ ପରେ ସେ ତାଙ୍କ ପଦାଙ୍କ ଅନୁସରଣ କରିଥିଲେ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବ୍ୟବସାୟକୁ ଆଗେଇ ନେଇଥିଲେ। ଏବେ ସେ ସଫଳ ବ୍ୟବସାୟୀ ସାଙ୍ଗକୁ ସଫଳ ରାଜନେତ୍ରୀ ମଧ୍ୟ।
ଆଜିକାଲି ରାଜସ୍ଥାନର ଅନେକ ସହର ଜଳିବା ଆରମ୍ଭ କରିଛି। ଏହି ସହରଗୁଡିକ ମଧ୍ୟରେ ଫଲୋଦିରେ ସବୁଠାରୁ ଅଧିକ ଗରମ ଅନୁଭୂତ ହେଲାଣି। କୁହାଯାଏ ଯେ ଏହି ସହର ମେ-ଜୁନ୍ ମାସରେ ଦେଶର ସବୁଠାରୁ ଉତ୍ତପ୍ତ ଅଞ୍ଚଳରେ ପରିଣତ ହୁଏ।
ନୂଆ ସମାଜ ଗଢିବା ଦରକାର। ଧନୀ, ଦରିଦ୍ରର ତାରତମ୍ୟ ରହିବା ଆଦୌ ଠିକ୍ ନୁହେଁ...ଶୁଣନ୍ତୁ ସମାଜସେବୀ କୃଷ୍ଣା ମହାନ୍ତି କଣ କହୁଛନ୍ତି..
ଏବେ ନୁହେଁ ୧୦ ବର୍ଷ ହେଲାଣି କଂଗ୍ରେସ କମିଙ୍ଗ୍ କମିଙ୍ଗ୍ କହୁଛନ୍ତି ସୁର ଭାଇ। ହେଲେ କଂଗ୍ରେସ ଆସିବ କଣ ବରଂ ଘୁଂଚି ଘୁଚିଂ ପଳାଉଛି...୫ ରାଜ୍ୟର ବିଧାନସଭା ଫଳ ପରେ ଭାବୁଛୁ କଂଗ୍ରେସ ଆସିବ କେଉଁ ଦିଗରୁ?
ମୁଁ ବିଜେଡ଼ି ଛେଳି, ତୁମ ବାଡ଼ି ପଶି। ନାରଣରେ...ମାରିଦେଲୁ...ବୁଝି ପାରୁନି କି? ଯିଏ ୟାଙ୍କୁ ଭୋଟ୍ ଦେବ ସିଏ ମତେ ଖାଇବ। ଜାଗା ମୁଣ୍ଡରେ ଖେଳ
ଦିନକୁ ମାତ୍ର ୨ ଘଣ୍ଟା ଶୋଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନି ସଭାରେ ବଡ଼ ଖୁଲାସା କଲେ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ୍। କହିଲେ, ୨୪ ଘଣ୍ଟା କେମିତି କାମ କରିବେ ସେନେଇ ଏକ ପରୀକ୍ଷା ଦେଉଛନ୍ତି ମୋଦି....
ଇଣ୍ଡିଆନ୍ ଆର୍ମିରେ ଭର୍ତ୍ତି ହେବା ପାଇଁ ଦିନସାରା ଦୋକାନ କାମ ସାରି ରାତିରେ ୧୦ କିମି ରାସ୍ତା ଦଉଡ଼ି ଘରକୁ ଯାଉଛନ୍ତି। ଆର୍ଥିକ ସଂକଟ ଥିବାରୁ ନେଇ ପାରୁନାହାନ୍ତି ଉନ୍ନତମାନର ତାଲିମ୍। ସାହାଯ୍ୟ ପାଇଁ ଆଗକୁ ଆସିଲେ ଲେପ୍ଟନାଣ୍ଟ ଜେନେରାଲ ସତୀଶ ଦୁଆ। ସେପଟେ ଟ୍ୱିଟ୍ କରି ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା
ଆପଣ ଗର୍ଭାବତୀ ଅଛନ୍ତି କି? ଯଦି ଅଛନ୍ତି ତେବେ ନିଶ୍ଚୟ ଦେଖନ୍ତୁ ଏହି ଭିଡ଼ିଓ...ଜାଣି ରଖନ୍ତୁ କଣ କରିବେ ଆଉ କଣ କରିବେନି?
ଜନ୍ମରୁ ସେ ପୋଲିଓ ରୋଗରେ ଆକ୍ରାନ୍ତ। ଦିବ୍ୟାଙ୍ଗ ହୋଇଥିଲେ ବି ପାଠ ପଢ଼ିବାକୁ ଭାରି ମନ। ଶାରୀରିକ ଅକ୍ଷମତା କାରଣରୁ ସ୍କୁଲ ଯାଇ ପାରୁ ନଥିବାରୁ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି ଗଣେଶ। ଏବେ ସରକାରଙ୍କୁ ଗୁହାରି କରିଛନ୍ତି ମୋତେ ଗୋଟେ ଟ୍ରାଇ ସାଇକେଲଟିଏ ଦିଅ। ମୁଁ ସ୍କୁଲ୍ ଯିବି, ଆଉ ପାଠ ପଢିବି
ବାସୁଦେବପୁର ପରାଜିତ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଟାହିଟାପରା ଘଟଣା । ଆଜି ସ୍ୱାମୀଙ୍କ ଦଶାହ ଥିଲା ବେଳେ ଆଖି ବୁଜିଲେ ପତ୍ନୀ ସୁମତି । ବାସୁଦେବପୁର ଥାନା ପଦ୍ମପୁର ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।
ସେ ୟୁକେଜିରେ ପଢ଼ନ୍ତି। ଯେଉଁ ବୟସରେ ଅକ୍ଷର ଚିହ୍ନିବା କଥା, ସେ ବୟସରେ ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡରେ ପାଇଛନ୍ତି ସ୍ଥାନ। ନିଜ ପରିବାର ଓ ନିଜ ସ୍କୁଲ ପାଇଁ ଗୌରବ ଆଣିଛନ୍ତି। ଜାଣନ୍ତୁ କିଏ ସେହି ବିସ୍ମୟ ପିଲା ।
ଗାଁ କୁ ଗାଁ ଓ ସାହି କୁ ସାହି ସ୍ୱାମୀଙ୍କ ସହ ବୁଲି କରନ୍ତି ଗୁପଚୁପ୍ ବେପାର। ହେଲେ ଏବେ କଂଗ୍ରେସରୁ ଟିକେଟ୍ ପାଇ ଏନଏସି ଚେୟାରମ୍ୟାନ ହେବା ପାଇଁ କରୁଛନ୍ତି ଲଢେଇ। କହୁଛନ୍ତି, ବେପାର ସମୟରେ ଅନେକ ଲୋକଙ୍କ କଷ୍ଟ ଦେଖିଛି ହେଲେ ସାହାଯ୍ୟ କରିପାରିନି, ଚେୟାରମ୍ୟାନ ହେଲେ ସମସ୍ତଙ୍କୁ କରିବି ସାହାଯ୍ୟ
ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ୧୩୭ ଦିନ ପରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସାରୁ ଊର୍ଦ୍ଧ୍ୱ ବୃଦ୍ଧି ସୂଚନା ମିଳିଛି ।
ଚଢ଼ଉ ଜାରି ରହିଥିବାରୁ ତାଙ୍କର ମୋଟ୍ ସଂପତ୍ତିର ଆକଳନ କରାଯାଇନାହିଁ।
ମଣିଷ ମସ୍ତିଷ୍କରେ ରହିଛି ଅନେକ ଗୁପ୍ତ ଟନେଲ୍। ଏହା ମସ୍ତିଷ୍କକୁ ଖପୁରୀ ସହିତ ସଂଯୋଗ କରେ ଏବଂ ବାର୍ତ୍ତା ବିନିମୟ କରେ। ଖାଲି ଏତିକି ନୁହେଁ, କରିଥାଏ ଆହୁରି ଅନେକ କାମ।
କୋଟିଆ ବିବାଦକୁ ନେଇ ଆନ୍ଧ୍ର ପକ୍ଷରୁ ଦାୟର ହୋଇଥିବା ରିଟ୍ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମ୍କୋର୍ଟ । ଆନ୍ଧ୍ର ପକ୍ଷରୁ ଦାୟର ରିଟ୍ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ । କୋଟିଆରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନ ଅସିଦ୍ଧ ପାଇଁ ଅପିଲ କରିଥିଲା ଆନ୍ଧ୍ର ।
କଲେଜ କ୍ୟାମ୍ପସରେ ସୁସ୍ୱାଦୁ ଖାଦ୍ୟର ପସରା । ପିଠାପଣା ସାଙ୍ଗକୁ ଦହିବରା ଆଳୁଦମ, ଗୁପଚୁପ, ଏମିତି ଭେଜ ନନଭେଜ ଅନେକ କିଛି ତାହାପୁଣି ଗୋଟିଏ ଜାଗାରେ, କଲେଜ କ୍ୟାମ୍ପସ ଭିତରେ ସବୁ ଆଇଟମ ପ୍ରସ୍ତୁତ କରିଛନ୍ତି କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀମାନେ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକର ଶୁଭଦ୍ରା ମହତାବ୍ କଲେଜ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ଖାଦ୍ୟ ମେଳା ।