ଜଳୁଛି ଶିମିଳିପାଳ । ଗତ ତିନି ଦିନ ଧରି ଶିମିଳିପାଳରେ ନିଆଁ ଲାଗିଛି । ବିଶେଷ ଭାବେ ଶିମିଳିପାଳର ଚୋହଲା,ତାଳବନ୍ଧ ଅଞ୍ଚଳର ୭ରୁ ଅଧିକ ଜାଗାରେ ଜଳୁଛି ଜଙ୍ଗଲ । ନିଆଁର ପରିମାଣ ବଢ଼ୁଥିବାରୁ ଅଭୟାରଣ୍ୟରେ ରହୁଥିବା ଲୋକେ ଏବେ ଆତଙ୍କୀତ ହୋଇପଡ଼ିଛନ୍ତି ।
୩ ବର୍ଷ ଧରି ସଞ୍ଚୟ କରିଥିବା ୧ ଟଙ୍କିଆ କଏନ୍ରେ ବାଇକ୍ କିଣିଲେ ତାମିଲନାଡୁ ଯୁବକ; ଗଣିବାକୁ ଲାଗିଲା ୧୦ ଘଣ୍ଟା…ଦେଖନ୍ତୁ ସେହି ଭିଡ଼ିଓ...
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଭାରତୀୟ ଯବାନଙ୍କ ପାଇଁ ବଡ଼ ଖବର। ଏଣିକି ବର୍ଷକୁ ୭୫ ଦିନ ନୁହେଁ ବରଂ ମିଳିବ ୧୦୦ ଦିନ ଛୁଟି। ଘର ପାଖରେ ମିଳିବ ଚାକିରି। ଜାଣନ୍ତୁ କେବେଠୁ ଲାଗୁ ହେବ ଏହି ନୂଆ ନିୟମ
ଶ୍ରୀଜିଉଙ୍କୁ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ପୁରୀ ଗସ୍ତରେ ଆସି ଶ୍ରୀଜିଉଙ୍କୁ ଦର୍ଶନ କଲେ । ଶ୍ରୀମନ୍ଦିର ପ୍ରଶାସନକୁ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।
ଭଦ୍ରକରେ ଦୁଇ ପୋଲିସ କର୍ମଚାରୀଙ୍କ ପରିବାର ଭିତରେ କଳିକୁ ନେଇ ଜଣେ ହାବିଲଦାରଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି ।
ମହିଳା ସଶକ୍ତିକରଣ ସ୍ରୋତରେ ଆଗକୁ ବଢିଛନ୍ତି ଉର୍ବଶୀ। ଜୀବନରେ ଅନେକ ବାଡ ବତା ଆସିଥିଲେ ତାଙ୍କୁ ଏଡେଇ ଆଗକୁ ଯାଇଛନ୍ତି। ତେବେ ଆସନ୍ତୁ ସାରାଜୀବନ ସଂଘର୍ଷ କରି ନିଜ କର୍ମବଳରେ ସେ କିପରି ଜିତିପାରିଛନ୍ତି ଆମ ସମସ୍ତଙ୍କ ହୃଦୟ।
ଏ ଭାରତରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଐଶ୍ୱରୀୟ ପ୍ରାର୍ଥନା ଦ୍ୱାରା ଲୋକଙ୍କ ରୋଗ ଏବଂ ଦୁଃଖ-ଯନ୍ତ୍ରଣାକୁ ଦୂର କରନ୍ତି ବୋଲି ସେ କୁହନ୍ତି। ଏନେଇ ତାଙ୍କୁ ପଥର ଖାଇବାକୁ ପଡେ ବୋଲି ସେ କହିଛନ୍ତି।
ମହୁଲ କାହାପାଇଁ ମହୁଲି ନିଶା ତ କାହାର ଭାତହାଣ୍ଡି। ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ପରିବାର ପ୍ରତିପୋଷଣ ପାଇଁ ଏହା ଏକ ମୁଖ୍ୟ ଉତ୍ସ।
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମିଳିବ ସପ୍ତମ ବେତନ କମିଶନର ୨୦ ପ୍ରତିଶତ ବକେୟା ପ୍ରାପ୍ୟ । ଚଳିତ ମାର୍ଚ୍ଚ ମାସ ଦରମାରେ ଏହି ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏଥିରୁ ପ୍ରମାଣିତ ହେଉଛି ବିଜେଡି ଜିତୁ ବୋଲି ଅଫିସରମାନେ ଚାହୁଁଥିଲେ।
ପୋଲିସ ପହଞ୍ଚି ବୋମା କେଉଁଠୁ ଓ କେମିତି ଆସିଲା, ସେ ନେଇ ତନାଘନା କରୁଛି।
ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି । ସେହିଭଳି ଅଲିମ୍ପିକ୍ସରେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତଙ୍କୁ ମଧ୍ୟ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି ।
ସମୁଦ୍ର ତଟରେ ଥିବା ଏକ କାଠ ଝୁମ୍ପୁଡିକୁ ୨ କୋଟିରେ ବିକ୍ରି ହେଉଛି। ଏଠାରେ ନା ଅଛି ପାଣିର ସୁନିଧା ନା ଅଛି ବିଦ୍ୟୁତ୍। ଏପରିକି ଏଠାରୁ ପାଣି ବାହାର କରିବାକୁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। ତେବେ କାହିଁକି ଏତେ ଦାମ୍?
ଚଳିତ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବିଭିନ୍ନ ସମୟରେ ୬୦୦ ଟି ସଚେତନତା ରାଲି ଏବଂ ୬୦ ଟି ମିଳିତ ମକଡ୍ରିଲ କରିଥିଲା ବିଭାଗ ।
ବିଧାନସଭାରେ ମାନସ ସ୍ୱାଇଁ ହତ୍ୟା ମାମଲା ପ୍ରସଙ୍ଗ ଉଠିଛି। ଆଜି ଏହି ପ୍ରସଙ୍ଗ ଉଠାଇ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ରାଜ୍ୟ ସରକାରଙ୍କୁ ଘେରିଛନ୍ତି।
ଅଲିଭି ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ । ଉଦୟପୁର ଓ ତାଳସାରୀ ବେଳାଭୂମୀରରେ ଦୁଇଟି ଅଲିଭ ରିଡଲେ ୨୪୦ଟି ଅଣ୍ଡାଦାନ କରିଛନ୍ତି । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଅଣ୍ଡାଦାନ କରିଛନ୍ତି ।
ଅଭିନେତ୍ରୀ କରାଇଦେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ସରୋଜ ବିଶ୍ୱାଳକୁ ଗିରଫ କରିଛି । ବହୁଦିନର ଲୁଚକାଳି ଖେଳ ପରେ ଶେଷରେ ଖୋର୍ଦ୍ଧାରୁ ସରୋଜ ଧରାପଡିଛି ।
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: https://khabar.odishatv.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://live.odishatv.in/ YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook: https://www.facebook.com/otvkhabar OTV English Facebook : https://www.facebook.com/otvnews Telegram @otvtelegram @otvkhabar Twitter: https://twitter.com/otvnews Instagram: https://www.instagram.com/otvnews/ ହଇରେ !! ତୁ କେମିତିକା ସରପଞ୍ଚ କିରେ? ତତେ ସକାଳୁ ଖୋଜି ଖୋଜି ମୁଁ ଥକି ପଡ଼ିଲି ହେଲେ ତୋ ଦେଖା ପାଇଲିନି...ଭୋଟ୍ ପୂର୍ବରୁ ରୂପ ଗୋଟେ ଆଉ ଏବେ ଆଉ ଗୋଟେ
ଭିଜିଲାନ୍ସ ଜାଲରେ ପଡିଥିବା ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରୁ ବାହାରୁଛି ପୁଳାପୁଳା ଟଙ୍କା । ଭିଜିଲାନ୍ସ ପକ୍ଷରୁ ଚଢଉ ବେଳେ ତାଙ୍କ ଘରୁ ୧କୋଟି ୩୬ ଲକ୍ଷ ଟଙ୍କା ଜବତ ହୋଇଛି ।
ସେଲଫି ନିଅନ୍ତୁ କିଛି ଅସୁବିଧା ନାହିଁ। ହେଲେ ଏମିତି ସେଲଫି କେବେ ହେଲେ ନିଅନ୍ତୁ ନାହିଁ। ଦେଖନ୍ତୁ କେମିତି ସେଲଫି ନେବାବେଳେ ଘଟିଲା ଅଘଟଣ। ଓଟ ଖାଇଗଲା ମହିଳାଙ୍କ ।
ଯେଉଁ ଆଡ଼ିବନ୍ଧକୁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ ଲୋକ...ସେଇଠି ହେଲା ଦୁର୍ନୀତି। ପାଣିରେ ପଡ଼ିବାକୁ ବସିଲାଣି ୯ କୋଟି ଟଙ୍କା...ନିମ୍ନ ମାନର କାମକୁ ନେଇ ପ୍ରଶ୍ନ ଉଠାଇଲେ ଲୋକେ
ଅଟକିଲା ଟ୍ରେନ୍...ଅଟକିଲା ବସ୍...କେଉଁଠି ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଲାଇନ୍ ତ ଆଉ କେଉଁଠି ରାସ୍ତାରେ ଅପେକ୍ଷା କରିଛନ୍ତି ଲୋକେ। ଭାରତ ବନ୍ଦ ଡାକରା ଯୋଗୁ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।
ସରକାରଙ୍କୁ ଘାରିଛି ପ୍ରଦୂଷଣ ଚିନ୍ତା। ଏହାକୁ ବଳିଯାଇଛି ଦୁର୍ଘଟଣା। ପ୍ରତିଦିନ ଦୁର୍ଘଟଣା ନେଇଛି ଜୀବନ। ଏବେ ପ୍ରଦୂଷଣ ଓ ଦୁର୍ଘଟଣା ରୋକିବାକୁ ନୂଆ ତରିକା ଆପଣାଇଛନ୍ତି ସରକାର। ଯଦି ଆପଣଙ୍କ ଗାଡି ୮ ବର୍ଷରୁ ଅଧିକ ପୁରୁଣା ହୋଇଥିବ, ତେବେ ଏହି ସବୁ ଟେଷ୍ଟ କରିବା ଜରୁରୀ...
୩୦୦ ନିଅ...ଏଇ ଚିହ୍ନରେ ଦେବ। ହେଲେ ସ୍ୱାମୀଙ୍କୁ ଜମା କହିବନି...ନାରଣ ତୁ ମାରିଦେବୁ। ସମ୍ପର୍କ ଯୋଡ଼ିବାକୁ ଆସିଛୁ ନା ଭାଙ୍ଗିବାକୁ? ତୁମେ ପା ଯାହାକୁ କହିଗଲ ସ୍ୱାମୀଙ୍କୁ କ’ଣ ସେ ପା’ ୧୨ ଖଣ୍ଡ ଗାଁକୁ ଜଣାଇ ଦେବେ। ଆଉ...