ବଡ଼ ଦେଉଳର ରୋଷଘରେ ପଶି କାଳିଆ ଠାକୁରର ଚୁଲି ଭଙ୍ଗା ଯିବା ପରେ ଏ ପ୍ରଶ୍ନ ସବୁ ଜଗନ୍ନାଥପ୍ରେମୀଙ୍କର, ପ୍ରତି ଓଡ଼ିଆଙ୍କର। ଆଜି ଜଗାର ଚୁଲି ତାଡ଼ି ଦେବା ଭଳି ଦୁଃସାହସ ହେଲା, ଆଉ କାଲି।
କଟକର ବସ୍ତିରେ ରହୁଥିବା ଗରିବ ପରିବାରର ପିଲାଙ୍କୁ ମାଗଣାରେ ଶିକ୍ଷାଦାନ ନେଇ ପ୍ରକାଶ ରାଓ ଯେଉଁ ନିଆରା ପ୍ରୟାସ କରିଥିଲେ, ତାକୁ ପୂରଣ କରିବା ଏବେ ଭାନୁପ୍ରିୟାଙ୍କ ଲକ୍ଷ୍ୟ ।
ନୂଆ ୧୩ଟି ଜିଲ୍ଲା ମଧ୍ୟରୁ ମାନ୍ୟମ୍ ଜିଲ୍ଲାରେ କୋଟିଆର ୨୮ଟି ଗାଁ ଓ ୧୨ଟି ପଡ଼ାକୁ ସ୍ଥାନ ଦେଇଛନ୍ତି ଜଗନ୍ ସରକାର । ପୂର୍ବରୁ ୧୩ଟି ଜିଲ୍ଲା ଥିଲା ଆନ୍ଧ୍ରରେ ।
ତେଲଦରରେ ଲାଗୁନି ବ୍ରେକ୍, ଲଗାତର ବଢ଼ିଚାଲିଛି । ଖାଲି ଭୁବନେଶ୍ୱର ନୁହେଁ, ପୁରୀରେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୨୫ ପଇସାରେ କିଣିବାକୁ ପଡ଼ୁଥିବା ବେଳେ ମାଲକାନଗିରିରେ ୧୧୬ ଟଙ୍କା ପାର୍ କଲାଣି ଦର ।
ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ୩ ଦିନ ଆଗରୁ ରୋଷ ଘରେ ବିଭ୍ରାଟ କଥା ଜାଣିଥିଲେ।
"ଓଡ଼ିଶା ମିରର୍" ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ "ଉତ୍କଳ ଦିବସ ସମାରୋହ-୨୦୨୨ ଏବଂ ଉତ୍କଳ ଉତ୍କର୍ଷ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ. ହୁସେନ ରବି ଗାନ୍ଧୀ ଯୋଗଦେଇ "ଓଡିଶାର ନବ ନିର୍ମାଣ ଓ ଓଡ଼ିଶା ଦିବସ" ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।
ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତା ବଢ଼ାଇଥିବା ବେଳେ ଦୁର୍ଘଟଣା ହ୍ରାସ କରିବା ଜରୁରୀ ହୋଇ ପଡିଛି । ପରିବହନ ଓ ପୋଲିସ ବିଭାଗ କର୍ମଚାରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ, ପରିବହନ ବିଭାଗ ପ୍ରମୁଖ ସଚିବ, ପୋଲିସ ଡିଜି ପ୍ରମୁଖ ଯୋଗ ଦେଇଥିଲେ ।
ଉତ୍କଳ ଦିବସରେ ଆମେ ପହଂଚିଲୁ ନେତାଙ୍କ ପାଖରେ। ସେମାନେ ଓଡ଼ିଶା ବା ଉତ୍କଳ ବିଷୟରେ କଣ ଜାଣିଛନ୍ତି କହିଲେ। ଶୁଣନ୍ତୁ ଆମ ନେତାଙ୍କ ଜ୍ଞାନ ଭଣ୍ଡାର...
ଏହି ବିରାଟ ସାପକୁ ଦେଖିଲେ ଦେହ ମନ ଥରେ। ଏହାର ଉଚ୍ଚତା ମଣିଷର ଉଚ୍ଚତା ସହ ପ୍ରାୟ ସମାନ। ଯଦି ଏହି ଅହିରାଜ ଆପଣଙ୍କ ଗାଧୁଆ ଘରେ ପଶିଯାଏ, ତେବେ କଣ ହେବ? ଦେଖନ୍ତୁ ଏହି ଭିଡିଓ...
କିଏ ଜାଣିଥିଲା ଏମିତି ହେବ ବୋଲି। ହଠାତ୍ କୋଉଠି ଥିଲା ଏହି ମାରଣା ଷଣ୍ଢ। ରାସ୍ତା ମଝିରେ ଡ୍ୟୁଟି କରୁଥିବା ପୋଲିସ ବାବୁଙ୍କ ପାଖକୁ ଆସିଲା। ଶିଙ୍ଗରେ ଟେକି କଚାଡ଼ି ଦେଲା। ଆଉ ତା’ପରେ କ’ଣ ହେଲା ଦେଖନ୍ତୁ...
‘ଶ୍ରୀମନ୍ଦିର ସହ ମହାପ୍ରଭୁଙ୍କ ମହାପ୍ରସାଦର ରହିଛି ଅନନ୍ୟ ସମ୍ପର୍କ । ରୋଷଘରର ଅବଢ଼ା ପ୍ରସ୍ତୁତ ହେଉଥିବା ଚୂଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖଦାୟକ ।
ରବିବାରଠାରୁ ସାରା ରାଜ୍ୟରେ ହଟଚମଟ ଚାଲିଥିବା ବେଳେ ଏବେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ସ୍ୱର ଉଠାଇଛନ୍ତି ।
କିଏ ଜାଣିଥିଲା ଏମିତି ହେବ ବୋଲି। ହଠାତ୍ କୋଉଠି ଥିଲା ଏହି ମାରଣା ଷଣ୍ଢ। ରାସ୍ତା ମଝିରେ ଡ୍ୟୁଟି କରୁଥିବା ପୋଲିସ ବାବୁଙ୍କ ପାଖକୁ ଆସିଲା। ଶିଙ୍ଗରେ ଟେକି କଚାଡ଼ି ଦେଲା। ଆଉ ତା’ପରେ କ’ଣ ହେଲା ଦେଖନ୍ତୁ.
ଅହିରାଜର ଏକ ଭିଡିଓ ଏବେ ଭାଇରାଲ୍ ହୋଇଛି । ଗାଧୁଆ ଘରେ ଫଁ ଫଁ ହେଉଥିବା ଦେଖିବାକୁ ମିଳୁଛି ।
ସମ୍ପତ୍ତି ଲୋଭରେ ସମ୍ପର୍କ ଭୁଲି ଗଲେ ପୁଅ-ବୋହୂ। ଜନ୍ମ କଲା ମା’ ଉପରେ ଲଦି ଦେଲେ ଇଟା। ଅବଶ୍ୟ ଶରୀରର ବୋଝ ବୋହି ପାରୁନଥିବା ମା’ ବି କ’ଣ କରିପାରିବ? କେବଳ ହାତଯୋଡ଼ି ନେହୁରା ହୋଇ କାନ୍ଦିବା ଛଡ଼ା ଆଉ କିଛି ବାଟ ନଥିଲା।
ଆମେରିକାର ଜଣେ ମହିଳା ୫ଟି ପିଲାଙ୍କର ଜେଜେମା ହୋଇଥିବାବେଳେ ସେ ନିଜ ସପ୍ତମ ସନ୍ତାନକୁ ଜନ୍ମ ଦେଇଛନ୍ତି । ଯାହାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ସେ କେବଳ ନିଜ ସନ୍ତାନକୁ ଜନ୍ମ ଦେବା ପାଇଁ ୨୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।
ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ୩ ଦିନ ଆଗରୁ ରୋଷ ଘରେ ବିଭ୍ରାଟ କଥା ଜାଣିଥିଲେ : ବିଜୟ ମହାପାତ୍ର
କୋଟିଆକୁ ନିଜ ଅକ୍ତିଆରରେ ନେବାକୁ ଆନ୍ଧ୍ରପ୍ରଦେଶର ନୂଆ ଚାଲ୍। ା ପୂର୍ବରୁ ଭତ୍ତା, ଯୋଜନା, ନିଜ ଅଧିକାରୀଙ୍କୁ କୋଟିଆ ପଠାଉଥିବା ଆନ୍ଧ୍ର ଏଥର ନୂଆ ଷଡ଼ଯନ୍ତ୍ର ରଚିଛି। ଓଡ଼ିଶା କୋଟିଆର ୨୮ଟି ଗାଁକୁ ନିଜ ମାନଚିତ୍ରରେ ଆନ୍ଧ୍ରପ୍ରଦେଶ ସ୍ଥାନ ଦେଇଛି।
ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି
ଭୁବନେଶ୍ୱର ପଳାଶୁଣୀ ବସ୍ଷ୍ଟାଣ୍ଡ ନିକଟରେ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ରାସ୍ତାପାର୍ ହେଉଥିବା ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଆଜି ସକାଳେ ଏହି ସିରିଜ ଦୁର୍ଘଟଣା ଘଟିଛି।
ଏମିତି ଜଣେ ଲୋକ ପ୍ରତିନିଧି, ଯିଏ କାଉନସିଲର ହେବା ପରେ ବି କୌଳିକ ବୃତ୍ତିକୁ ଛାଡି ନାହାଁନ୍ତି। ଏବେ ରାଜନୀତିକୁ ନିଶା କରି କୌଳିକ ବୃତ୍ତିକୁ ପେଶା ଭାବେ ଆପଣେଇ ନେଇଛନ୍ତି ନୀଳଗିରିର ପ୍ରତାପ ସେଠୀ...
ସରକାରୀ ଆବାସିକ ବିଦ୍ୟାଳୟରେ ଦିଆଯାଉଛି ନିମ୍ନମାନର ଖାଦ୍ୟ। ଏହାସହ ପ୍ରଧାନଶିକ୍ଷକ ଦୁର୍ବ୍ୟହାର କରୁଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ଚାଲି ଚାଲି ଯାଇ ବିଡିଓଙ୍କ ଫେରାଦ ହେଲେ ଛାତ୍ରୀ।
ରାଜ୍ୟର ୮ଟି ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସେସମିକ୍ ସର୍ଭେ କରାଯାଇଥିଲା
ଶ୍ରୀମନ୍ଦିର ରୋଷ ଘରେ ବ୍ୟାପକ ଭଙ୍ଗାରୁଜା ଘଟଣାକୁ ୨୪ ଘଣ୍ଟା ବିତିଯାଇଛି । ହେଲେ ଘଟଣାକୁ ନେଇ ପୋଲିସକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁରାଗ ମିଳିପାରିନାହିଁ ।
ଭାଇରାଲ୍ ହେଉଛି କୁନି ଝିଅ। ଗୀତ ଗାଇ ମନ ମୋହୁଛି। ଯିଏ ଶୁଣିଛି ସିଏ ଅଟକି ଯାଉଛି। ପ୍ରଶଂସା କରିବାକୁ ପଛଉ ନାହିଁ।