Advertisment

ବିଚିତ୍ର ପାଇଖାନା... ଗୋଟିଏ ବି ରଡ୍ ନାହିଁ, ବାଉଁଶ-କାଠ ଉପରେ ପଡିଲା ଛାତ

ବିଚିତ୍ର ପାଇଖାନା... ଗୋଟିଏ ବି ରଡ୍ ନାହିଁ, ବାଉଁଶ-କାଠ ଉପରେ ପଡିଲା ଛାତ

author-image
Prangyan Parimita

ସାଧାରଣତଃ ରଡ୍ ଦେଇ ଛାତ ତିଆରି ହୋଇଥାଏ। ହେଲେ ଆପଣମାନେ କେବେ ଦେଖିଛନ୍ତି ବାଉଁଶ ଓ କାଠରେ ଛାତ ପଡିବା। ଯଦି ଦେଖିବାକୁ ଚାହାଁନ୍ତି, ତେବେ ଆସନ୍ତୁ ଯିବା କୋରାପୁଟ। ଦେଖିବା କେମିତି ରଡ୍ ବଦଳରେ ବାଉଁଶରେ ପଡିଛି ଛାତ

Advertisment
Toilet Scam In Koraput
Advertisment
Advertisment