କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଳପଡା ଗାଁର ରବୀନ୍ଦ୍ର ବେହେରା ଏବଂ ତାଙ୍କ ସ୍ତ୍ରୀ ଅନୁସୂୟା । ମାତ୍ର ୮ମାସ ର ବୈବାହିକ ଜୀବନରେ ପୂର୍ଣ୍ଣଛେଦ ପକାଇ ଉଭୟ ଆର ପାରିକୁ ଚାଲିଯାଇଛନ୍ତି । ମାର୍ଚ୍ଚ ମାସ ୨୪ ତାରିଖ ମଧ୍ୟରାତ୍ରିରେ ଘର ଠାରୁ କିଛି ଦୂରରେ ଏକ ଚାଷ ଜମିରେ ଉଭୟ ସ୍ୱାମୀ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ
ଜାମୁଝାଡି-ବାସୁଦେବପୁର ରାସ୍ତାରେ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା ଘଟିଛି । ପଟାପୋଲ ନିକଟରେ ନିର୍ମାଣଧୀନ ପୋଲ ନିକଟରେ ବାଇକ୍ ଖସିପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି ।
ଭାରତ ବନ୍ଦକୁ ନେଇ ଗତକାଲି ରାତିରୁ ପେଟ୍ରୋଲ ପମ୍ପରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଛିଡ଼ା ହୋଇ ଗାଡ଼ିରେ ତେଲ ପକାଉଛନ୍ତି ଲୋକେ।
ଗଞ୍ଜାମ ଗାଙ୍ଗପୁର ଥାନା IICଙ୍କ ମୃତ୍ୟୁ ପଛର ଅସଲ ରହସ୍ୟ କଣ? ଚାପରେ ଥାଇ ଆତ୍ମହତ୍ୟା, ସର୍ଭିସ ରିଭଲଭରରୁ ଅକସ୍ମାତ ଗୁଳି ଫୁଟି ନା ଅନ୍ୟ କେଉଁ ଅନାଲୋଚିତ କାରଣ ପାଇଁ ମୃତ୍ୟୁ ଫାସରେ ପଡ଼ିଗଲେ ଥାନାଧିକାରୀ ଦେବ କୁମାର ଗମାଙ୍ଗ?
‘ଚୋର ହେଇଥା, ଡକାୟତ ହେଇଥା, ପଇସା ଖାଇଥା। ଥରେ ତମେ ଜିତିଗଲା ପରେ ତମେ ହିରୋ... ୱେଲ୍ କମ୍। ମୋ ୫୦ ବର୍ଷ କ୍ୟାରିୟରରେ ମୁଁ ଆଜି ହାତ ଟେକି ଦେଉଛି
ନିଜ ଝିଅ ପାଇଁ କଷ୍ଟ କରି ରାଜଧାନୀରେ ଅଟୋ ଚଲାଉଥିବା ଜଣେ ମହିଳାଙ୍କ ଅଟୋରେ ବସିଲେ ଜଟଣୀ ବିଧାୟକ ସୁର ରାଉତରାୟ।
ଢେଙ୍କାନାଳ ଶରଣ ଶ୍ରୀକ୍ଷେତ୍ରରେ ବନଯାଗ ଯାତ୍ରାକୁ ନେଇ ଉଠିଲା ପ୍ରଶ୍ନ। ନବକଳେବର ପଦ୍ଧତି ଶ୍ରୀଜଗନ୍ନାଥଙ୍କ ପରମ୍ପରାକୁ କ୍ଷୁଣ୍ଣ କରୁଛି। ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଲେ ଦଇତାପତି।
ନଦୀର ଦୁଇ ପାର୍ଶ୍ୱରେ କିଛି ଅଂଶ ପୋଲ କାମ ସରିଥିବା ବେଳେ,ମଝି ଅଂଶ ଅସମ୍ପୂର୍ଣ୍ଣ ହୋଇ ପଡି ରହିଛି । ପୋଲ ର୍ନିମାଣ କରୁଥିବା ଠିକା ସଂସ୍ଥା କାମ ଅସମ୍ପୁର୍ଣ୍ଣ ରଖି ପଳାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ
ପାରିବାରିକ ସ୍ଥିତି ଓ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା । କେବଳ ଓ୍ୱାର୍କ ପ୍ରେସର ଅଧିକ ଥିଲା, ନିର୍ବାଚନ ପରେ ଛୁଟିରେ ଆସିବେ କହୁଥିଲେ ।
ନବୀନ ନିବାସ ଠାରେ ଦୁଇ ଓଡିଆ ଅନ୍ତର୍ଜାତୀୟ କ୍ରୀଡା ତାରକା ଶ୍ରୀୟଙ୍କା ଷଡଙ୍ଗୀ ଓ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ଆର୍ଥିକ ପୁରସ୍କାର ସହିତ ସମ୍ବର୍ଦ୍ଧିତ କରିଛନ୍ତି ।
ବରଗଡ ଜିଲ୍ଲା ବରପାଲିର ରିପୁନାଥ ସେଠ କଂଗେସରୁ ରାଜନୀତି ଆରମ୍ଭ କରିଥିଲେ । ୧୯୯୨ରେ ବରପାଲି ଏନଏସି ଚେୟାରମ୍ୟାନ୍ ଓ ୧୯୯୫ ବିଧାନସଭା ନିର୍ବାଚନରେ ବିଜେପୁର ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିଲେ ।
ଦେଶର ଅର୍ଥନୈତିକ ବିକାଶ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ପୁରୀ-କୋଣାର୍କ ସମୁଦ୍ରକୂଳ ସ୍ୱଚ୍ଛ କରିବା ସହ ସ୍ୱଚ୍ଛ ଭାରତରେ ସାମିଲ ହୋଇଥିବା ଓଡ଼ିଆ ପୁଅ ରାହୁଲ ମହାରଣାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଜଣେ ବିଜେଡିର କର୍ପୋରେଟର୍ ପ୍ରାର୍ଥିନୀ କହିଲେ ମୋର ଚିହ୍ନ ପଦ୍ମ। ମୋତେ ପଦ୍ମ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଜୟଯୁକ୍ତ କରାନ୍ତୁ। ସଭାରେ ପାଖରେ ବସିଛନ୍ତି ବିଜେଡି ବିଧାୟକ ସୁଶାନ୍ତ ରାଉତ।
ବାହାଘରର ବର୍ଷେ ପରେ ବାପା ଚାଲିଗଲେ , ଦୁଇ ଭାଇ ଅଲଗା ହୋଇଗଲୁ । ନିଜ ନିଜ ଭାଗ ବଣ୍ଟାକୁ ନେଇ ରହିଲୁ। ଏବେ କିନ୍ତୁ ବଡ ଭାଇ ଘରକୁ ଜବର ଦଖଲ କରି ନେଇଛନ୍ତି । ମୁରବି ପଣିଆ ଦେଖାଉଛନ୍ତି। ରହିବାକୁ ବି ଯାଗା ନାହିଁ। ହେଲେ ବଡ ଭାଇ ଭାଉଜ କହୁଛନ୍ତି କିଛି ଅଲଗା କଥା। କେମିତି ହେବ ଏପରି ସମସ୍ୟାର ସମାଧାନ। ଦେଖନ୍ତୁ ଆଶାର ଆଲୋକ…
ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଆସିଥିଲା । କହିଲେ ଘର ସରିବା ପରେ ବିଲ୍ ଦେଲେ ମିଳିବ ବୋନୋସ୍ ଟଙ୍କା ଏବେ । ସାତ ମାସ ବିତିବାକୁ ବସିଲାଣି। ଏମାନଙ୍କୁ ନା ମିଳିଛି ବିଲ୍ ନା ମିଳିଛି ବୋନୋସ୍ ଟଙ୍କା।
ମାତ୍ର କିଛି ସେକେଣ୍ଡ ବିଳମ୍ବ ହୋଇଥିଲେ ଘଟି ଯାଇ ଥାଆନ୍ତା ବଡ଼ ଅଘଟଣ। ହଠାତ ଦେବ ଦୂତ ସାଜିଲେ ଆରପିଏଫ କନଷ୍ଟେବଳ। ଆଉ ତା ପରେ କ’ଣ ହେଲା ଦେଖନ୍ତୁ...
ଭେଣ୍ଡିଆ ବୟସରେ ପୁଅର ଗୋଡକୁ ବାନ୍ଧି ରଖିଛନ୍ତି ବାପା-ମା'। ଯୋଉଠି ଖାଆନ୍ତି ସେଇଠି ସୁଅନ୍ତି ରାଜକୁମାର। ଗୋଟେ ଆଖିକୁ ଦେଖାଗଲେ ଆଉ ଗୋଟେ ଆଖିକୁ ଭଲଭାବରେ ଦେଖା ଯାଉନି। ପୁଅର ଚିକିତ୍ସା ପାଇଁ ନାକେଦମ୍ ହେଲେଣି ପରିବାର ଲୋକ।
୨ଟି ଶିଶୁଙ୍କ ଗୋଟିଏ ଶରୀର। ବେକରୁ ପେଟ ଯାଏ ଯୋଡ଼ି ହୋଇ ରହିଛି। ସମ୍ବଲପୁରରେ ଏଭଳି ଯୋଡ଼ା ଶିଶୁ ଜନ୍ମ ନେଇଛନ୍ତି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଜଣେ ମହିଳା ଶନିବାର ଏକ ଯୋଡ଼ା ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି।
ଅବ୍ୟବସ୍ଥା ଭିତରେ ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲ ଉପରେ ନିର୍ମାଣ କରାଯାଇଥିବା ଉଠାଜଳସେଚନ ପ୍ରକଳ୍ପ । ସରକାର କା ମାଲ୍ ଦରିଆ ମେ ଡାଲ୍ ନୀତିରେ କୋଟି କୋଟି ଟଙ୍କାର ସଂପତ୍ତି ହରିଲୁଟ୍ ହେଉଥିବା ଅଭିଯୋଗ ହୋଇଛି । ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି ଉଠାଜଳସେଚନ ପ୍ରକଳ୍ପ ।
ଭାରତରେ ଏମିତି ଏକ ରାଜ୍ୟ ଅଛି ଯେଉଁଠି ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁହୋଇଛି, କିନ୍ତୁ ଏହାର ଆଇନରେ ହିନ୍ଦୁମାନଙ୍କୁ ବହୁବିବାହ କରିବାର ଅନୁମତି ଦିଆଯାଇଛି। ତେବେ ଏନେଇ କେତେକ ସର୍ତ୍ତ ମଧ୍ୟ ଅଛି। ତେବେ ଏହି ନିୟମ କେଉଁଠି ଅଛି ଏବଂ ଏନେଇ କ’ଣ ସର୍ତ୍ତ ଆସନ୍ତୁ ଜାଣିବା।
ବିହାରରେ ଜଣେ ସ୍ୱାମୀକୁ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ବଣ୍ଟା ହୋଇଥିବାର ନିଆରା ଘଟଣା ସାମ୍ନାକୁ ଆସିଛି । ଏହି ନିଷ୍ପତ୍ତି କୌଣସି ପଞ୍ଚାୟତ କିମ୍ୱା ନିଜସ୍ୱ ମଧ୍ୟରେ କରାଯାଇନାହିଁ । ବରଂ ପରିବାର ପରାମର୍ଶ କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି ।
ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣାର ତଦନ୍ତ ଲାଗି ରାମଫୁରାତର ବଗତୁଇ ଗାଁରେ ପହଞ୍ଚିଲା ସିବିଆଇର ୧୫ ଜଣିଆ ଦଳ। ଡିଆଇଜି ଅଖିଲେଶ ସିଂହଙ୍କ ସହ CFSL ବା ସେଣ୍ଟ୍ରାଲ ଫରେନସିକ ସାଇନସ ଲାବୋଟୋରୀ କର୍ମଚାରୀ ମଧ୍ୟ ଯାଇଛନ୍ତି । ଫରେନସିକ୍ ଟିମ ସହାୟତାରେ ତଦନ୍ତ କରାଯାଉଛି ।
ହଇରେ ନାରଣ, ତୁ କ’ଣ ସିରପ୍ ଟିକେ ପକେଇ ଦେଇଛୁ କି? କ’ଣ ପାଦ ଟଳମଳ ତୋର? ଏ ବୟସରେ ନାଲିପାଣ? ତୁ ଚୱନପ୍ରାସ ଖାଇବା କଥା
ମେଧାବୀ ଛାତ୍ର ବିଭୂ ପ୍ରସାଦ। ବୟସ ୨୫ ବର୍ଷ। MBA ପାଠ ପଢ଼ି ବଡ଼ ଚାକିରି କରିବାର ସ୍ୱପ୍ନ ଦେଖିଥିଲେ... ହେଲେ ଏକ ସଡ଼କ ଦୁର୍ଘଟଣା ସବୁ ଆଶା ସବୁ ସ୍ୱପ୍ନକୁ ଅଧାରେ ପକେଇ ଦେଇଛି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ଏହି ଯୁବକ ଏବେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି... ମା କାନ୍ଦୁଛନ୍ତି ଛାତି ଫଟେଇ...
କେନ୍ଦୁଝର ଜିଲ୍ଲା ଚମ୍ପୁଆର ଗାୟତ୍ରୀ ଶକ୍ତିପୀଠର ମୁଖ୍ୟ ପୃଷ୍ଠପୋଷିକା କନକଲତା ମିଶ୍ରଙ୍କର ଗତ ଗୁରୁବାର ସକାଳେ ପରଲୋକ ହୋଇଯାଇଛି । ସେ ତାଙ୍କର ସମସ୍ତ ସମ୍ପତ୍ତି ଶକ୍ତିପୀଠକୁ ଦାନ କରି ମହନୀୟତାର ପରିଚୟ ଦେଇଯାଇଛନ୍ତି ।