ସରିଛି ହରିରାଜପୁର ମେଳନ। ଭୋଗ ଲାଗିବା ପରେ ହୋଇଥିଲା ହରିହର ଭେଟ। ଏହା ପରେ ହଜାର ହଜାର ଭକ୍ତଙ୍କ ସମାଗମରେ ମେଲାଣି ନେଇଥିଲେ ଠାକୁର। ଦୃଶ୍ୟ ଅତ୍ୟନ୍ତ ମନୋରମ ଥିଲା।
ଶେଷ ହୋଇଛି ଓଡ଼ିଶା ପ୍ରସିଦ୍ଧ ପୁରୀ ହରିରାଜପୁର ମେଲଣ । ଚଳିତ ଥର ଫଗୁ ବଦଳରେ ଫୁଲର ହୋଲି ଖେଳିଲେ ଠାକୁର । ଶେଷ ଦିନରେ ହରିହର ଭେଟ ହେବା ସହ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ ।