ଗତକାଲି ରାତି ୯ଟାରେ ସୂଚନା ଦେଇ ସକାଳୁ ଉଚ୍ଛେଦ ହେଉଥିବାରୁ ଏହାକୁ ଜୋରଦାର ବିରୋଧ କରିଛନ୍ତି ବ୍ୟବସାୟୀ । ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିବାରୁ ଆକ୍ରୋଶରୁ ଏଭଳି କରାଯାଉଥିବା ଅଭିଯୋଗ ହୋଇଛି ।
ମାର୍ଚ୍ଚ ୩୦ରେ ବିଧାନସଭାରେ ଖୋଦ୍ କୃଷିମନ୍ତ୍ରୀ ଅରୁଣ ସାହୁ କଣ କହିଥିଲେ, ଜାଣନ୍ତୁ
ପୂର୍ବରୁ କିରାଣୀ ନଚେତ ତଳତଳିଆ କର୍ମଚାରୀ ପଡୁଥିଲେ ଭିଜିଲାନସ ଜାଲରେ । ଏବେ କିନ୍ତୁ ପାଳି ପଡିଛି ବଡ଼ବଡ଼ିଆ ବାବୁଙ୍କର
ସ୍ୱାମୀ ଚାଲିଗଲେ, ପୁଅ ବି ଚାଲିଗଲା । ଆଉ ଏ ବୃଦ୍ଧ ସମୟରେ କାହା ମୁହଁକୁ ଚାହୁଁ ବଞ୍ଚିଥାଆନ୍ତି ? ଗାୟତ୍ରୀ ପରିବାରରେ ମିଶି ଲୋକଙ୍କ ସେବା କରିବା ସହ କେମିତି ମନ୍ଦିରର ଉନ୍ନତି ହେବ, ସେନେଇ ସବୁବେଳେ ଚିନ୍ତାରେ ଥାଆନ୍ତି କନକଲତା।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ୩ଟି ପ୍ରସଙ୍ଗରେ ୧୭ ତାରିଖ ସୁଦ୍ଧା ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଭରତପୁର ଗାଁ । ଗାଁରେ ତିଆରି ଚାଲିଛି ଟେରାକୋଟା କାମ । କିଏ ମାଟି ଚୁନା କରୁଛି ତ ଆଉ କିଏ ମାଟିକୁ କାଦୁଅ କରୁଛି ।
ଆପଣ ପୁଣି ଥରେ ଏହି ଦୃଶ୍ୟକୁ ଭଲରେ ଦେଖନ୍ତୁ। କେମିତି ଘର ଉପରକୁ ଉଠୁଛି ବାଲି, ଚିପ୍ସ ଓ ଇଟା। ବୌଦ୍ଧ ଶୁଣ୍ଢିପଦରର ପୂର୍ଣ୍ଣଚନ୍ଦ୍ର ସେଠୀ ଏବେ ଏଭଳି କିଛି କରି ଚର୍ଚ୍ଚାକୁ ଆସିଛନ୍ତି ।
କସମେଟିକ ଦୋକାନ ଟିଏ କରିଥିଲୁ । ସରକାର ଦୋକାନ ଭାଙ୍ଗି ଦେଇଛନ୍ତି । ଏବେ ଦୋକାନାରେ କ’ଣ ଅଛି, ଦେଖିବାକୁ ଚାହିଁଲେ ମଧ୍ୟ ଛାଡ଼ୁନାହାନ୍ତି ।
ଗତକାଲି ରାତି ୯ଟାରେ ସୂଚନା ଦେଇ ସକାଳୁ ଉଚ୍ଛେଦ ହେଉଥିବାରୁ ଏହାକୁ ଜୋରଦାର ବିରୋଧ କରିଛନ୍ତି ବ୍ୟବସାୟୀ । ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିବାରୁ ଆକ୍ରୋଶରୁ ଏଭଳି କରାଯାଉଥିବା ଅଭିଯୋଗ ହୋଇଛି ।
ବୁଚା ନରସଂହାର ପରେ ଏବେ ରୁଷ ଉପରେ ଚାରିଆଡ଼ୁ ଚାପ ପଡ଼ୁଛି । ସାଧାରଣ ଲୋକଙ୍କ ମୃତ୍ୟୁୟର ଚିତ୍ର ସାମ୍ନାକୁ ଆସିବା ପରେ ଉଦବେଗ ବଢ଼ିଛି ।
ଆଉ ଜଣେ ବ୍ୟବସାୟୀ କହିଛନ୍ତି , ବିଜେଡି ଗୁଣ୍ଡାରାଜ କରୁଛି । ଜାଣିଶୁଣି ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି । ଅନନ୍ତ ନାରାୟଣ ଜେନା ଏଠି ଖେଳ କରୁଛି । ପୋଲିସ୍କୁ ଟଙ୍କା ପକାଇକି ଏମିତି କରୁଛନ୍ତି । ବିନା ନୋଟିସରେ ଦୋକାନ ଭାଙ୍ଗି ଦେଉଛନ୍ତି । ପିଲାଛୁଆ ଏବେ ଖାଇବେ କ’ଣ, ପରିବାର ଚଳିବ କେମିତି ?
ପୂର୍ବାଞ୍ଚଳ ଆଇଜିଙ୍କୁ ଅନୁଧ୍ୟାନ କରି ରିପୋର୍ଟ କରିବାକୁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପଡ଼ିଲା, ସେ ନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ କୋର୍ଟ ଜବାବ ତଲବ କରିଛନ୍ତି । ମାମଲାରେ ହାଇକୋର୍ଟ ରାଜ୍ୟ ସରକାର ଓ ASIକୁ ଜବାବ ମାଗିଛନ୍ତି ।
ଉଚ୍ଛେଦ ପ୍ରତିବାଦରେ ବ୍ୟବସାୟୀ ମାନେ କଟକ-ପୁରୀ ରୋଡର ଝାରପଡ଼ା ଓଭରବ୍ରିଜ ନିକଟରେ ରାସ୍ତାରୋକ କରିଥିଲେ। ଆନ୍ଦୋଳନ ବେଳେ ପୋଲିସ-ଆନ୍ଦୋଳନକାରୀ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।
ବାଲେଶ୍ୱର ନୀଳଗିରିରେ ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡ଼ରେ ବେଡ଼ି ପକାଇଥିଲା ନୀଳଗିରି ପୋଲିସ୍ ।
କାର୍ତ୍ତିକେଶ୍ୱର ରାଉଳଙ୍କୁ ଗିରଫ କଲା ଭିଜିଲାନ୍ସ । ଭିଜିଲାନ୍ସ ଚଢ଼ାଉ କରି ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିଥିଲା ।
ଗ୍ରାମବାସୀ- ବାଲି ମାଫିଆ ମୁହାଁମୁହିଁ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ଦକ୍ଷିଣ ପ୍ରହରାଜପୁରରେ ଗ୍ରାମବାସୀ ଓ ବାଲି ମାଫିଆ ମୁହାଁମୁହିଁ ହୋଇଛନ୍ତି। ବାଲି ଚୋରା ଚାଲାଣ ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।
ଦୁଇ ବର୍ଷ ହେଲା ସ୍କୁଲ ବନ୍ଦ ଥିଲା। ଏବେ ସ୍କୁଲ ଖୋଲିଥିଲେ ମଧ୍ୟ ସ୍କୁଲ ମାଟି ମାଡିବାକୁ ଚାହୁଁନାହାଁନ୍ତି ପିଲା। ଏଥି ପାଇଁ ଗାଁ ଗାଁ ବୁଲୁଛି ଶିକ୍ଷା ରଥ। ଘର ଓ ସ୍କୁଲ ଆଗରେ ନାଚଗୀତ କରି ପିଲାଙ୍କୁ ସ୍କୁଲ ଯିବାକୁ ମନାଉଛନ୍ତି...
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସିଡ ମାଡ଼ ଅଭିଯୋଗ । ଭଦ୍ରକ ବନ୍ତ ଥାନା ସିଲନ୍ଦୀ ଗାଁରୁ ଏଭଳି ଅଭିଯୋଗ ଆସିଛି ।
ଆମେ କହୁଛୁ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାନିମୁଣ୍ଡା ଗ୍ରାମ ପଞ୍ଚାୟତର କୋଟାମାଲ ଗାଁର ଜ୍ୟୋତି ରଣା ଓ ତାଙ୍କ ସ୍ୱାମୀ ମଧୁଆ ରଣାଙ୍କ କଥା ।
OLA ରେ ଆଉ ମିଳିବନି ଏସି ସୁବିଧା। ଖରା ଗରମରେ ସିଝିସିଝି ଯାତ୍ରା କରିବେ ଆପଣ...ଜାଣନ୍ତୁ କାରଣ କ’ଣ?
ଘୋଡ଼ା ଭାଇଭଉଣୀଙ୍କର ଅନାବିଳ ପ୍ରେମ। ଉଭଣୀର ଦେହ ଖରାପ ହେବା ପରେ ଆମ୍ବୁଲାନ୍ସରେ ମେଡ଼ିକାଲ ଯାଉଥିଲା ଉଭଣୀ। ଆଉ ଆମ୍ବୁଲାନ୍ସ ପଛେ ପଛେ ପ୍ରାୟ ୫ କିମି ଦଉଡ଼ି ଦଉଡ଼ି ମେଡ଼ିକାଲରେ ପହଞ୍ଚିଲା ଭାଈ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ। ଦେଖନ୍ତୁ ଭାଇ-ଭଉଣୀଙ୍କ ମଧ୍ୟରେ କେମିତି ରହିଛି ଅନାବିଳ ପ୍ରେମ
ପ୍ରଥମ ଶ୍ରେଣୀ ଛାତ୍ରୀ ତରକାରୀ କଡ଼େଇରେ ପଡି ଗୁରୁତର । ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ ବାଘଡା ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଦେଖିବାକୁ ମିଳିଛି ।
ପୋଲିସ ଟିମ୍ ସହ ବିଏମ୍ସି ପକ୍ଷରୁ ଉଚ୍ଛେଦ କରାଯାଉଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।
ବେଦୀ ଉପରେ ପୁଅର ବ୍ରତଘର ଚାଲିଛି, ପର ଦୁଆରେ ଭୋ ଭୋ ହୋଇ ମାଆ କାନ୍ଦୁଛି। ବ୍ରତଘର କାର୍ଯ୍ୟକ୍ରମରେ ସାମିଲ ହେବାକୁ ମାଆକୁ ମନା କଲେ ଶାଶୂଘର ଲୋକ...ବିକଳରେ ପରପିଣ୍ଡାରେ ଭୋ ଭୋ ହୋଇ କାନ୍ଦୁଛି ମାଆ...ଦେଖନ୍ତୁ ଏହି ଛାତିଫଟା ଦୃଶ୍ୟ...