• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Eviction

eviction
Eviction of Illegal Occupants: ସରକାରୀ କ୍ବାର୍ଟରକୁ ଜବରଦଖଲ ମୁକ୍ତ ସମୟରେ ଉତ୍ତେଜନା, ଡରିଲାନି ଏନଫୋର୍ସମେଣ୍ଟ ଟିମ୍

ରାଜଧାନୀର ୟୁନିଟ୍-2 ଅଞ୍ଚଳରେ ଜାରି ରହିଥିବା ସରକାରୀ କ୍ବାର୍ଟରକୁ ଜବରଦଖଲ ମୁକ୍ତବେଳେ ଉତ୍ତେଜନା, ନାଲି ଆଖି। ହେଲେ କିଛି ଶୁଣିଲେନି ଏନଫୋର୍ସମେଣ୍ଟ ଟିମ୍। କାଲି ଓ ଆଜିକୁ ମିଶାଇ ମୋଟ୍ ୨୬ଟି କ୍ବାର୍ଟର ଅକ୍ତିଆରକୁ ଆସିଥିବାବେଳେ ୧୮ଟିରେ ଲାଗିଛି ଜଉମୁଦ।

Cabin Owners Protest
Cabin Owners Protest: ଖୋର୍ଦ୍ଧା ହେବ କ୍ୟାବିନ ମୁକ୍ତ ସହର !! ପଦକ୍ଷେପକୁ ଜୋରଦାର ବିରୋଧ

ଗତ ୧୦ ତାରିଖରେ ୧୬୬ କ୍ୟାବିନ ବ୍ୟବସାୟୀଙ୍କୁ ଉଚ୍ଛେଦ କରି ଟିଏଲସି ଭେଣ୍ଡିଙ୍ଗ ଜୋନରେ ଥଇଥାନ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ବ୍ୟବସାୟୀ ଓ ବିଭିନ୍ନ ରାଜନୈତିକ ଦଳ ଏହାକୁ ବିରୋଧ କରିଥିଲେ ।

Eviction In Khurdha
ପୌରାଞ୍ଚଳରେ ବୁଲିଲା ବୁଲଡୋଜର, ଜୋରଦାର ହେଲା ଜବର ଦଖଲ ଉଚ୍ଛେଦ

ସରକାରୀ ଜମିରେ ଥିବା ଘର ଭାଙ୍ଗିଲା ପ୍ରଶାସନ ।

Locals suffer
ଥଇଥାନ ପାଇଁ ଗୁହାରୀ କରୁଛନ୍ତି କ୍ଷତିଗ୍ରସ୍ତ

ଚାନ୍ଦବାଲି ତହସିଲ ପ୍ରଶାସନର ପାତରଅନ୍ତର ନୀତି ... ଜବରଦଖଲ ଉଚ୍ଛେଦରେ କାହାର ଘର ଭାଙ୍ଗିଲେ ତ ଆଉ କାହା ଘରେ ହାତ ବି ମାରିଲେନି ପ୍ରଶାସନିକ ଅଧିକାରୀ ...ଏ ନେଇ ଲୋକଙ୍କ ଭିତରେ ଦେଖାଦେଇଛି ଅସନ୍ତୋଷ...

Traders not been resettled
ଉଚ୍ଛେଦର ୮ବର୍ଷ ବିତିଲାଣି, ତଥାପି ଥଇଥାନ ହୋଇନାହାନ୍ତି ୫୮୮ ବ୍ୟବସାୟୀ

ଖୋର୍ଦ୍ଧା ଜଟଣୀ ପୌରପରିଷଦରେ ଉଚ୍ଛେଦ କରାଯାଇଥିବା ଦୋକାନୀମାନଙ୍କୁ କେବେ କରାଯିବ ଥଇଥାନ ? ଦୋକାନୀଙ୍କୁ କେବେ ମିଳିବ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଭେଣ୍ଡିଂଜୋନ ?

Eviction
ଉଚ୍ଛେଦ ପରେ କିଏ ବୁଝିବ ପେଟପାଟଣା କଥା ?

କେନ୍ଦ୍ରାପଡ଼ା ନୂଆ ବସଷ୍ଟାଣ୍ଡ ନିକଟ ମାର୍କେଟର ୪୦ରୁ ଅଧିକ ଦୋକାନକୁ ପୌରସଂସ୍ଥା ପକ୍ଷରୁ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ସମୟରେ ବ୍ୟବସାୟୀମାନେ ଏହାର ବିରୋଧ କରିବା ସହ ଥଇଥାନ ଓ କ୍ଷତିପୂରଣ ଦାବି କରିଥିଲେ। ବସଷ୍ଟାଣ୍ଡର ଉନ୍ନତିକରଣ ଓ ରାସ୍ତା ଚଉଡ଼ା କରିବା ପାଇଁ ଏହି ଉଚ୍ଛେଦ କରାଯାଉଛି। ନୋଟିସ ଦେବାର ୩୬ ଘଣ୍ଟା ଭିତରେ ଉଚ୍ଛେଦ ହୋଇଥିବାରୁ ବ୍ୟବସାୟୀଙ୍କ ଭିତର ଅସନ୍ତୋଷ ପ୍ରକାଶ ପାଇଛି…

Delhi Eviction
ପ୍ରବଳ ବିରୋଧ ଭିତରେ ଦିଲ୍ଲୀରେ ଉଚ୍ଛେଦ ଜାରି

ଗତକାଲି ଦିଲ୍ଲୀ ଶାହୀନବାଗ ଅଞ୍ଚଳରେ ଜବର ଦଖଲ ହଟାଇବାକୁ ଆସିଥିବାବେଳେ ପ୍ରବଳ ବିରୋଧର ସମୁଖୀନ ହେବାକୁ ପଡିଥିଲା ।

No Eviction In Cuttack Without CMC Permission
‘CMCର ବିନା ଅନୁମତିରେ କଟକରେ କୌଣସି ବସ୍ତି ଉଚ୍ଛେଦ ହେବନି’

ସିଏମ୍‌ସି(କଟକ ମ୍ୟୁନିସିପାଲ କର୍ପୋରେସନ)ର ଅନୁମତି ବିନା ଉଚ୍ଛେଦ ହେବନି ବୋଲିି ଦୃଢ଼ୋକ୍ତି ଦେଇଛନ୍ତି କଟକ ମେୟର।

Eviction Padma awardee residence artists Mayadhar Raut
ବେଘର ହେଲେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଓଡ଼ିଶୀ ନୃତ୍ୟ ଗୁରୁ ମାୟାଧର ରାଉତ

ରାଜରାସ୍ତାକୁ ଆସିଲେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଓଡ଼ିଶୀ ନୃତ୍ୟ ଗୁରୁ ମାୟାଧର ରାଉତ। କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଗୁରୁ ମାୟାଧର ପ୍ରଦାନଙ୍କ ଘରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି। ଫଳରେ ୯୧ ବର୍ଷୀୟ ଓଡ଼ିଶୀ ନୃତ୍ୟ ଗୁରୁ ଏବେ ନିରାଶ୍ରୟ ପାଲଟିଛନ୍ତି।

Jharpada
ବିଜେପି ଜିତିବାରୁ ରାଗିଗଲା ପ୍ରଶାସନ ! ଭାଙ୍ଗିଲା ଗଣେଷ ମଣ୍ଡପ ହାଟ

ପୋଲିସ ଟିମ୍ ସହ ବିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯାଉଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।