ଅଷ୍ଟ୍ରେଲୀୟ ବୈଜ୍ଞାନିକମାନେ ହାରିସନ ଏବଂ ଅନ୍ୟ ପ୍ଲାଜମାଦାତା ମାନଙ୍କ ରକ୍ତ ବ୍ୟବହାର କରି ଲ୍ୟାବରେ ଆଣ୍ଟି-ଡି ଆଣ୍ଟିବଡି ବିକଶିତ କରିବାକୁ ଚେଷ୍ଟା କରୁଛନ୍ତି। ରେଡକ୍ରସ୍ ଏହି ପ୍ରକ୍ରିୟାକୁ " ଜେମ୍ସ ଇନ୍ ଏ ଜାର୍" ନାମ ଦେଇଛି । ଏହି ପ୍ରୟାସ ସଫଳ ହେଲେ ବିଶ୍ୱର ଅଗଣିତ ପରିବାରକୁ ସାହାଯ୍ୟ ମିଳିବ ବୋଲି ଆଶା ରହିଛି । ରକ୍ତଦାନ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଥିବା ଜେମ୍ସ ହାରିସନ ଆଜି ଦୁନିଆରେ ନାହାନ୍ତି ସତ ସେ ସବୁଦିନ ପାଇଁ ଲୋକଙ୍କ ହୃଦୟରେ ରହିବେ ।
ବିନା ରକ୍ତରେ ଏ ଶରୀର କେବଳ ମାଂସ ଏବଂ ହାଡରେ ନିର୍ମିତ ଏକ କଙ୍କାଳ। ରକ୍ତ ଅଭାବ ଜଣେ ବ୍ୟକ୍ତିର ଜୀବନକୁ ବିପଦରେ ପକାଇପାରେ। ଏନେଇ ପ୍ରତିବର୍ଷ ଜୁନ୍ ୧୪ରେ ‘ବିଶ୍ୱ ରକ୍ତଦାତା ଦିବସ’ ସାରା ବିଶ୍ୱରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା।
ରକ୍ତ ଅଭାବରୁ ଗୋଟିଏ ବି ଜୀବନ ନଯାଉ। ସେଇଥିଲାଗି ରକ୍ତଦାନକୁ ଜୀବନର ବ୍ରତ କରିଛନ୍ତି ଅନେକ ରକ୍ତଦାତା।
‘ବିଶ୍ୱ ରକ୍ତଦାତା ଦିବସ’ ସାରା ବିଶ୍ୱରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା। ବିନା ରକ୍ତରେ ଏ ଶରୀର କେବଳ ମାଂସ ଏବଂ ହାଡରେ ନିର୍ମିତ ଏକ କଙ୍କାଳ। ରକ୍ତ ଅଭାବ ଜଣେ ବ୍ୟକ୍ତିର ଜୀବନକୁ ବିପଦରେ ପକାଇପାରେ।
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ...ଲଗାତାର ୮ ବର୍ଷ ହେଲାଣି ରାକ୍ଷୀ ପୂର୍ଣ୍ଣିମାରେ ରକ୍ତଦାନ କରୁଛନ୍ତି ପିସିଆର ହାବିଲଦାର ହୃଷିକେଶ.
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ...ଲଗାତାର ୮ ବର୍ଷ ହେଲାଣି ରାକ୍ଷୀ ପୂର୍ଣ୍ଣିମାରେ ରକ୍ତଦାନ କରୁଛନ୍ତି ପିସିଆର ହାବିଲଦାର ହୃଷିକେଶ..