• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Srimandir Parikrama Project row
ସେବାୟତଙ୍କ ଚେତାବନୀ- ମରିବୁ ପଛେ ଆଉ ଜାଗା ଛାଡ଼ିବୁନି

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ନିଇତି ନୂଆ ନୂଆ କେଁ। ପ୍ରଥମରୁ ଡିଜାଇନ୍ ଓ ଗଭୀର ଖନନକୁ ନେଇ ଅସନ୍ତୋଷ ଚରମସୀମାରେ ପହଞ୍ଚିଥିବାବେଳେ ଏବେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିଷିଦ୍ଧାଞ୍ଚଳ ବାହାରକୁ ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ତେଜିଲାଣି ବିବାଦ।

Loco pilot stop train as elephant crosses tracks
ଲୋକ ପାଇଲଟ୍‌ଙ୍କ କୌଶଳ ବଞ୍ଚେଇ ଦେଲା ହାତୀକୁ

ଅଳ୍ପକେ ରକ୍ଷାପାଇଗଲା ହାତୀ। ରେଳ ଲାଇନକୁ ପାରିହେଲା ବେଳେ ଆସୁଥିଲା ଟ୍ରେନ୍। ହାତୀ ଉପରେ ନଜର ପଡିଗଲା ଲୋକୋ ପାଇଲଟ୍‌ଙ୍କ। ଲଗେଇଲେ ଜରୁରୀକାଳୀନ ବ୍ରେକ୍।

tomato and chicken
ରୋଷେଇ ଶାଳରେ ଚଡ଼କ ପରେ ଚଡ଼କ : ଟମାଟୋ ଶହେକୁ ଚିକେନ୍ ତିନି ଶହ

ଆକାଶଛୁଆ ଖାଦ୍ୟ ସାମଗ୍ରୀର ଦରକୁ ନେଇ ହନ୍ତସନ୍ତ ଖାଉଟି, ଚିନ୍ତା ବଢ଼ାଉଛି ଖୁଚୁରା ମୁଦ୍ରାସ୍ଫୀତି

Shree Mandir Heritage Corrider
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: କେନ୍ଦ୍ର, ରାଜ୍ୟକୁ ନୋଟିସ୍ ଜାରି କଲେ କୋର୍ଟ

ଜୁନ୍ ୨୮ରେ ହାଜର ହୋଇ ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

minister-chairperson met face-to-face
ପୌର ପରିଷଦ ବୈଠକରେ ମୁହାଁମୁହିଁ ମନ୍ତ୍ରୀ-ଅଧ୍ୟକ୍ଷା : କାନ୍ଦି କାନ୍ଦି ବୈଠକରୁ ବାହାରିଲେ ମମତା

ଟୁକୁନି ସାହୁଙ୍କ ଦାଦାଗିରି ! କଇଁ କଇଁ କାନ୍ଦିଲେ ପୌର ପରିଷଦର ଅଧ୍ୟକ୍ଷା ।

  • Friday, 13 May 2022
Nasa science news scientists grow plants in lunar dirt next stop moon
ଚନ୍ଦ୍ର ମାଟିରେ ଉଠିଲା ଗଛ !

ଆମେରିକାର ସ୍ପେସ୍ ଏଜେନ୍ସି ନାସା ଚନ୍ଦ୍ରରୁ ଆଣିଥିବା ମାଟିରେ ଚାରା ଲଗାଇ ଦେଖାଇଛି ।

  • Friday, 13 May 2022
  • NASA
Farmer's Problem
ଚାଷୀଙ୍କୁ କନ୍ଦାଉଛି ଆମ୍ୱ ଚାଷ; ଗଛ ଅଛି ହେଲେ ଫଳ ନାହିଁ

ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗତ ବର୍ଷ ପ୍ରଚୁର ଆମ୍ବ ଫଳିଥିଲା ବେଳେ ଏ ବର୍ଷ ଆମ୍ବ ଗଛରେ ଆମ୍ବର ଦେଖା ନାହିଁ । ଯାହାକୁ ନେଇ ଚିନ୍ତାରେ ଚାଷୀ ।

Suicide Attempt Of Family In Bhadrak
ବାରମ୍ୱାର ଧାରଣା ସତ୍ତ୍ୱେ ଶୁଣିଲାନି ପ୍ରଶାସନ; ନ୍ୟାୟ ଦାବି ନେଇ ଅଗ୍ନି ବିପନ୍ନଙ୍କ ଆତ୍ମାହୂତି ଉଦ୍ୟମ

ନ୍ୟାୟ ପାଇଁ ଅଗ୍ନି ବିପନ୍ନଙ୍କ ଆତ୍ମାହୂତି ଉଦ୍ୟମ । ପ୍ରଥମେ ଭଦ୍ରକ ଟାଉନ୍ ଥାନା ଆଗରେ ଧାରଣା ଦେଇ କେହି ନଶୁଣିବାରୁ ଏସ୍ପିଙ୍କ ଅଫିସ୍ ଆଗରେ ଧାରଣା ଦେଲେ ଭଦ୍ରକ ଗବସାହିର ଅଗ୍ନି ବିପନ୍ନ ସୁଦର୍ଶନ ଦାସ ।

Former governor's advice to state government
ଜଳ ସଂପଦର ଉପଯୁକ୍ତ ବିନିଯୋଗ ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଲେ ପୂର୍ବତନ ରାଜ୍ୟପାଳ

ରାଜ୍ୟ ସରକାରଙ୍କୁ ପୂର୍ବତନ ରାଜ୍ୟପାଳଙ୍କ ପରାମର୍ଶ । ଜଳ ସଂପଦର ଉପଯୁକ୍ତ ବିନିଯୋଗ ପାଇଁ ପରାମର୍ଶ ଦେଇଛନ୍ତି ପୂର୍ବତନ ରାଜ୍ୟପାଳ ଏମ୍ ଏମ୍ ରାଜେନ୍ଦ୍ରନ । ମହାନଦୀର ଉପନଦୀରେ ଅଧିକରୁ ଅଧିକ ଚେକଡ୍ୟାମ ପାଇଁ ପରାମର୍ଶ ଦେଇଛନ୍ତି ।

Satkosia Tiger Reserve
ପଶୁପ୍ରେମର ନିଆରା ନିଦର୍ଶନ: ବାଘ ପାଇଁ ବେଘର ହେବେ ଗାଁ ଲୋକେ

ପାଗଳ କରିଛି ପଶୁପ୍ରେମ । ବାଘର ବଂଶ ବିସ୍ତାର ପାଇଁ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ ହେଲେ ଗାଁ ଲୋକେ। ପଲ୍ଲୀସଭାରେ ନିଆଗଲା ବଡ଼ ନିଷ୍ପତ୍ତି । ହେଲେ ପ୍ରଶାସନର ଅବହେଳା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

seven-years-old-boy-flew-airplane
୭ ବର୍ଷର କୁନି ପାଇଲଟ୍‌ : ଛୋଟ ବୟସରେ ବଡ଼ ଉଡ଼ାଣ

ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ସେ ଏପରି ବିମାନ ଉଡ଼ାଇ ସାରିଛନ୍ତି ।

  • Friday, 13 May 2022
  • Pilot
Bargarh forester
ଚାକିରିରୁ ନିଲମ୍ବିତ ହେଲେ, ପ୍ରତିବାଦରେ DFO ଙ୍କ ଅଫିସ୍‌ ଆଗରେ ଆମ୍ବ ବିକିଲେ ଫରେଷ୍ଟର୍‌

ପିସି ଦେଉନଥିବାରୁ କାର୍ଯ୍ୟରୁ ନିଲମ୍ବନ ହେଲେ ଫରେଷ୍ଟର। ପ୍ରତିବାଦ କରି ଡିଏଫ୍‌ଓଙ୍କ ଅଫିସ ସାମ୍ନାରେ ବସି ଆମ୍ବ ବିକିଲେ। କହିଲେ, ପ୍ରମାଣ ରଖିପାରିବିନି ବୋଲି ହ୍ୱାଟ୍ସଆପ୍‌ରେ କଲ୍‌ କରୁଥିଲେ ।

Cobra Javanese made the angel
ଦେବଦୂତ ସାଜିଲେ କୋବ୍ରା ଯବାନ, ସାଥୀ ଯବାନଙ୍କ ଝିଅର ବାହାଘର କରାଇଲେ

ଦେବଦୂତ ସାଜିଲେ କୋବ୍ରା ଯବାନ । ସାଥୀ କମାଣ୍ଡୋଙ୍କ ଝିଅ ବାହାଘର କରାଇ ନିଜର ମହାନତା ଦେଖାଇଛନ୍ତି କୋବ୍ରା ଯବାନ। ବାହାଘର ପାଇଁ ଆର୍ଥିକ ସହାୟତା ଯୋଗାଇବା ସହ ଜିନିଷପତ୍ର କିଣାକିଣି ଲାଗି ଯୋଗାଇଦେଲେ ଗାଡ଼ି ।

Khola Katha
ଜୁଲାଇ, ଅଗଷ୍ଟରେ ଆସିବ, ସେପ୍ଟେମ୍ବରରେ କମିବ କରୋନାର ୪ର୍ଥ ଲହର?

କୁନି କୁନି ପିଲା କରୋନା ଟିକା ନେବା କେତେ ଜରୁରୀ? ଯଦି ଟିକା ନେଇ ନାହାନ୍ତି ତେବେ କରୋନା ସେମାନଙ୍କୁ ସମସ୍ୟାରେ ପକାଇବ କି? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଶିଶୁ ରୋଗ ବିଶେଷଜ୍ଞ..

Satkosia Tiger Reserve
ବାଘ ବଂଶ ବିସ୍ତାର ପାଇଁ ଗାଁ ଛାଡ଼ିବାକୁ ନିଷ୍ପତ୍ତି ନେଲେ ଲୋକେ...

ପାଗଳ କରିଛି ପଶୁପ୍ରେମ। ବାଘର ବଂଶ ବିସ୍ତାର ପାଇଁ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ ହେଲେ ଗାଁ ଲୋକେ। ପଲ୍ଲୀସଭାରେ ନିଆଯଗଲା ବଡ଼ ନିଷ୍ପତ୍ତି। ହେଲେ ପ୍ରଶାସନର ଅବହେଳା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ...ଦେଖନ୍ତୁ ପୂରା ରିପୋର୍ଟ

Heart Wrenching
ସାଥ୍‌ ଦେଉନି ଶରୀର : ଇଚ୍ଛା ଥିଲେ ବି ରୋଜଗାର କରିବାକୁ ସୁଯୋଗ ଦେଉନି ଅସାଧ୍ୟ ରୋଗ...

ତିନିଭାଇଙ୍କ ସମାନ ଦୁଃଖ। କେମିତି ବଖାଣିବେ ସେ ନିଜେ ବି ଜାଣିପାରୁନାହାନ୍ତି। ଅସାଧ୍ୟକୁ ସାଧ୍ୟ କରିବା ବୟସରେ ବାଡ଼ି ଧରି ବାଟ ଚାଲୁଛନ୍ତି ଏମାନେ ସମସ୍ତେ...ଅଭାବୀ ପରିବାର ପିଲା ବୋଲି ସବୁ ଦୁଃଖ ସହିଯାଉଛନ୍ତି। ଚିକିତ୍ସା ତ ଦୂରର କଥା ମେଡ଼ିକାଲ ପର୍ଯ୍ୟନ୍ତ ପହଞ୍ଚିବା ଏମାନଙ୍କ ପାଖରେ ମୁସ୍କିଲ

Bargarh forester
ପିସି ଦେଲେନି ବୋଲି ସସ୍‌ପେଣ୍ଡ ହେଲେ...DFOଙ୍କ ଅଫିସ୍‌ ସାମ୍ନାରେ ଆମ୍ବ ବିକିଲେ...

ପିସି ଦେଉନଥିବାରୁ କାର୍ଯ୍ୟରୁ ନିଲମ୍ବନ ହେଲେ ଫରେଷ୍ଟର। ପ୍ରତିବାଦ କରି ଡିଏଫ୍‌ଓଙ୍କ ଅଫିସ ସାମ୍ନାରେ ବସି ଆମ୍ବ ବିକିଲେ। କହିଲେ, ପ୍ରମାଣ ରଖିପାରିବିନି ବୋଲି ହ୍ୱାଟ୍ସଆପ୍‌ରେ କଲ୍‌ କରୁଥିଲେ..

Making News
ହେ..ଛାଡ଼ ମୋ ଲୁଙ୍ଘିକୁ। ସିଏ ଖସୁ, ହେଲେ ମୁଁ ବସିବି

ଆଲୋ ମୋ ସ୍ୱାମୀ ଆସିଥିଲେ, କୁଆଡ଼େ ଗଲେ କିଲୋ? ହେ...ମତେ ଜମାରୁ ନିଶା ହେଇନି। ଏଇଟା ବିଦେଶୀ ଭଳିଆ ତ ଜମାରୁ ଲାଗୁନି। ପୂରା ଦେଶୀ ବୋଧହୁଏ...ଲୁଙ୍ଘି ଖୋଲିଗଲାଣି, ତଥାପି ଚେୟାର ଉପରେ ବସିବାକୁ ଦୌଡ଼ୁଛନ୍ତି

Crocodile Attack
ପୁଅ ଜନ୍ମ ହେବା ଦିନ ବାପାକୁ ଖାଇଦେଲା କୁମ୍ଭୀର...କାନ୍ଦ ବୋବାଳିରେ ଫାଟୁଛି ପରିବାର

ପୁଅ ଜନ୍ମ ହେବ ବୋଲି କେତେ କଣ ଆୟୋଜନ କରିଥିଲା ବାପା। ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲା ସ୍ତ୍ରୀ...ଶୌଚ ହେବାକୁ ଯାଇଥିବା ବେଳେ ବାପାକୁ ଖାଇଦେଲା କୁମ୍ଭୀର। ପୁଅ ଜନ୍ମ ହେବା ଖୁସିରେ ନାଁ ସ୍ୱାମୀକୁ ହରାଇବା ଦୁଃଖରେ କାନ୍ଦିବ ସ୍ତ୍ରୀ....କାନ୍ଦବୋବାଳିରେ ଫାଟି ପଡ଼ୁଛି ପୂରା ପରିବାର

Chicken Price Skyrockets In Odisha
ବଢ଼ି ବଢ଼ି ଚାଲିଛି ଚିକେନ ଦାମ୍‌, ଏବେ ୨୮୦

ମହଙ୍ଗା ମାଡ଼ରେ ପେଶି ହୋଇଗଲେଣି ସାଧାରଣ ଜନତା। ସପ୍ତାହ ପୂର୍ବେ ବ୍ରଏଲର କୁକୁଡ଼ା ମାଂସ ୧୮୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହା ୨୮୦ ଟଙ୍କାରେ ପହଞ୍ଚିଲାଣି।

kolab dam
ପୋତି ହେବାକୁ ବସିଲାଣି କୋଲାବ ଜଳଭଣ୍ଡାର, ପାନୀୟ ଜଳ ସମସ୍ୟା ଆଶଙ୍କା

ପୋତି ହେବାକୁ ବସିଲାଣି କୋଲାବ ଜଳଭଣ୍ଡାର । ଏହାର ଜଳଧାରଣ କ୍ଷମତା କ୍ରମାଗତ ଭାବେ ହ୍ରାସ ପାଉଛି । ଏମିତି ହେଲେ ସାଙ୍ଘାତିକ ବିଦ୍ୟୁତ ସଂକଟ ସହ ଜଳସେଚନ ଓ ପାନୀୟ ଜଳ ସମସ୍ୟା ଦେଖାଯିବା ଆଶଙ୍କା ରହିଛି । ସ୍ଥିତିକୁ ନେଇ ଜଳଭଣ୍ଡାର ଯେତିକି ଉପକାର କରିଛି ତାର ବହୁଗୁଣା ସମସ୍ୟାର କାରଣ ପାଲଟିବ ବୋଲି ସତର୍କ କରାଇଛନ୍ତି ବିଶେଷଜ୍ଞ ।

Doctor kills self in Bhubaneswar
ଭୁବନେଶ୍ୱରରେ ଡାକ୍ତରଙ୍କ ଆତ୍ମହତ୍ୟା, ୧୫ ଦିନ ଆଗରୁ କରିଥିଲେ ବିବାହ...

ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍‌ର ଜଣେ ଡାକ୍ତର ଆତ୍ମହତ୍ୟା କରିଛନ୍ତି। ଗତକାଲି ନିଜ ଚାମ୍ବରରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

clean drinking water
ବିଶୁଦ୍ଧ ପାନୀୟ ଜଳର ଘୋର ଅଭାବ, ନଳକୂପରୁ ବାହାରୁଛି ଲୌହ ମିଶ୍ରିତ ପାଣି

ବିଶୁଦ୍ଧ ପାନୀୟ ଜଳର ଘୋର ସଂକଟ ଦେଖାଦେଇଛି ନୂଆପଡ଼ା ଜିଲ୍ଲା ଝିକିଡୋଙ୍ଗରି ଗାଁରେ । ନଳକୂପରୁ ବାହାରୁଛି ଲୌହ ମିଶ୍ରିତ ପାଣି । ଅତ୍ୟଧିକ ମାତ୍ରାରେ ଲୌହ ମିଶ୍ରିତ ପାଣି ବାହାରୁଥିବାରୁ ଏହାକୁ ପିଇ ଲୋକେ ରୋଗରେ ପଡୁଛନ୍ତି । ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ୧୫ରୁ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି ।

Bolangir man
ହତ୍ୟା ମାମଲାରେ ବେଲ୍‌ ମିଳିଲା...ବୁଢା ହୋଇଯିବାରୁ ଘରକୁ ନେଲେନି ପରିବାର ଲୋକ

ଦୀର୍ଘଦିନ ପରେ ହତ୍ୟା ମାମଲାରେ ଜାମିନ୍‌ ମିଳିଲା ସତ। କିନ୍ତୁ ବୟସ ହୋଇଯିବାକୁ ବୃଦ୍ଧ ଦମ୍ପତ୍ତିଙ୍କୁ ଘରକୁ ନେବାକୁ ମନା କରିଦେଲେ ପରିବାର ଲୋକ। ୩ ମାସ ପରେ ପୁଣି ବେଲ୍‌ କରାଇ ଜେଲରୁ ଜରାଶ୍ରମକୁ ନେଲେ ଜଣେ ଆଇନଜୀବୀ। ପରିବାର ଲୋକଙ୍କ ମାନସିକତା ନାପସନ୍ଦ କଲେ ଅଂଚଳବାସୀ