• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Rahul Sahoo
ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମାନବୀୟ ଲୀଳା ! ବାସ୍ତବରେ କେମିତି ଉଦ୍ଧାର ହୋଇଥିଲା ରାହୁଲ ? କିଏ କରିଥିଲା ଉଦ୍ଧାର ?

କେମିତି ଉଦ୍ଧାର ପାଇଥିଲା ରାହୁଲ ? ଛୋଟ ପିଲା ତାଙ୍କୁ ଉଦ୍ଧାର କରିଥିଲା ନା ଉଦ୍ଧାରକାରୀ ଦଳ ?

Special story
ଆନ୍ଧ୍ରରେ ଇଡଲି ପାଇଁ ଦରକାର ହେଉଛି ଓଡ଼ିଶା ଚାଉଳ : ଚାହିଦାରେ ଆକାଶଗଙ୍ଗା ଓ ୧୦୧ ଭେରାଇଟି

ଚାହିଦାରେ ଆକାଶଗଙ୍ଗା, ୧୦୧ ଭେରାଇଟି । କାରଣ ଇଡଲି, ଦୋସା ଲାଗି କୁଆଡ଼େ ବେଶ୍ ଉତ୍ତମ ଏହି ଦୁଇ ଭେରାଇଟି ଧାନର ଚାଉଳ ।

Someone Just Quit Their Job Using Three Words In A Resignation Letter & Netizens Are Inspired!
ମାତ୍ର ତିନୋଟି ଶବ୍ଦରେ ଇସ୍ତଫା ପତ୍ର: ଏମିତି ଲେଖି ଚାକିରି ଛାଡ଼ିଲେ

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଏହି ୩ ଟି ଶଦ୍ଦର ଇସ୍ତଫା ପତ୍ର....

Special story
ପୁଣି ଶବକୁ ଅସମ୍ମାନ : ମିଳିଲାନି ମହାପ୍ରୟାଣ ଗାଡ଼ି, ଅଟୋରେ ନେଲେ ପରିବାର ଲୋକ

ମୃତଦେହ ଆଣିବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି , ବାଧ୍ୟ ହୋଇ ପରିବାର ଲୋକ ଅଟୋରେ ଆଣିଲେ ।

Similipal Sanctuary
ପର୍ଯ୍ୟଟକଙ୍କ ପାଇଁ ୪ ମାସ ବନ୍ଦ ରହିବ ଶିମିଳିପାଳ

ପ୍ରତିବର୍ଷ ମୌସୁମୀ ଆଗମନ ପୂର୍ବରୁ ଶିମିଳିପାଳକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥାଏ ।

Road Accident
ଭାରସାମ୍ୟ ହରାଇ ଡିଭାଇଡର୍‌ରେ ପିଟି ହୋଇଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବଲାଙ୍ଗିର ଜିଲ୍ଲା ମହାଦେବ ମନ୍ଦିର ଛକଠାରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡରରେ ପିଟି ହୋଇ ପରେ ରାସ୍ତାକଡ଼ରେ ଥିବା ଦୋକନ ଉପରେ ମାଡ଼ି ଯାଇଛି।

My son rescued on Snana Purnima it was blessing of Mahaprabhu Jagannath says Rahul's father
‘ଜଗନ୍ନାଥ ମୋ ପୁଅକୁ ବଞ୍ଚାଇଲେ’

ଯେଉଁ ଦିନ ଶ୍ରୀଜିଉଙ୍କ ଦେବସ୍ନାନ ନୀତି ଚାଲିଥିଲା, ସେହିଦିନ ହିଁ ମୋ ପୁଅକୁ ମହାପ୍ରଭୁ ଜଗନ୍ନାଥ ଆସି ଗାତ ଭିତରୁ ଉଦ୍ଧାର କରିକି ଆଣିଦେଲେ। ୮୦ଫୁଟ ଗଭୀର ବୋରୱେଲ୍‌ ଭିତରୁ ୧୦୪ ଘଣ୍ଟା ପରେ ୧୦ ବର୍ଷର ବାଳକ ରାହୁଲ ସୁରକ୍ଷିତ ଭାବେ ଉଦ୍ଧାର ହେବା ପରେ ତାଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି।

MP Anubhav Mohanty Files Complaint With ED Against Varsha
ଅନୁଭବଙ୍କ ଅଭିଯୋଗ- ବର୍ଷା ରଖିଛନ୍ତି ବ୍ଲାକ୍‌ମନି, ଗୋଟିଏ ଫିଲ୍ମ ପାଇଁ ନେଉଥିଲେ ୨୦ ଲକ୍ଷ

ସୋସିଆଲ ମିଡିଆରେ ୱାର୍‌ ପରେ ଏବେ ବର୍ଷାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ରେ ଫେରାଦ୍ ହୋଇଛନ୍ତି ଅନୁଭବ। ବର୍ଷା ବିଭିନ୍ନ ସରକାରୀ ଦସ୍ତାବିଜ୍‌ରେ ନିଜର ଏକାଧିକ ଏବଂ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ଏବଂ କଳାଟଙ୍କା ରଖିଥିବା ଅଭିଯୋଗ କରିଛନ୍ତି ଅନୁଭବ।

12-hour bandh observed in Balasore
ଓଡ଼ିଶାର ଏହି ସ୍ଥାନରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା

ଵିପର୍ଯ୍ୟନ୍ତ ଆଇନ ଶୃଙ୍ଖଳା, ଦିଵାଲୋକରେ ପ୍ରତିଦିନ ଚୋରି, ଛିନତାଇ, ରାହାଜାନୀ ସହ ଗୁଳିକାଣ୍ଡ ଜନଜୀବନକୁ ଆତଙ୍କିତ କରିଥିବା ଵେଳେ ପୋଲିସ ନୀରଵ ଦ୍ରଷ୍ଟା ସାଜିଛି। ଏହାର  ପ୍ରତିଵାଦରେ ବିଭିନ୍ନ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଛି। 

Wrong Injection Death
ଡ଼ାକ୍ତରଙ୍କ ଭୁଲ୍‌ ପାଇଁ ଚାଲିଗଲା ତୁଳସୀର ପ୍ରାଣ !

ଡାକ୍ତରଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ ହୋଇଛି।

explosion
ଘର ଭିତରେ ବିସ୍ଫୋରଣ : ଗୋଟିଏ ପରିବାରର ୬ ଜଣ ଗୁରୁତର

କୋଦଳା ଥାନା ବେରୁହାବାଡ଼ି ଗାଁର ଦଣ୍ଡପାଣି ବେଳେହାଙ୍କ ଘରେ ବିସ୍ଫୋରଣ

  • Wednesday, 15 June 2022
Special story
ଗୋବରୀ ନାଁରେ ୭ ଲକ୍ଷ ଚଳୁ : ମୂଳରୁ ନଈରୁ ଫୁଟେ ଦଳ ଉଠିନି କି ଖଣ୍ଡେ ପଥର ପଡ଼ିନି

ଗୋବରୀ ନଦୀ ପୁନରୁଦ୍ଧାର କାର୍ଯ୍ୟରେ କୋଟି କୋଟି ଟଙ୍କା ପାଣିରେ ପଡ଼ିଥିବାରୁ ସିଧାସଳଖ ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ଗ୍ରାମବାସୀ । ଲୋକଙ୍କ ଗାଧୋଇବା, ପାଣି ସାରବାର କରିବା, ଚାଷ ଜମିକୁ ପାଣି ମାଡ଼ିବା ସବୁ କାର୍ଯ୍ୟରେ ଅସୁବିଧା ହେଉଛି ।

Narendra Pond
ପୁରୀ ନରେନ୍ଦ୍ର ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ

ଗାଧୋଇବା ହେଲା କାଳ। ସ୍ନାନ ଯାତ୍ରା ଦେଖିବାକୁ ଯାଇ ନରେନ୍ଦ୍ର ପୋଖରୀରେ ଗାଧୋଇଲା ବେଳେ ବୁଡ଼ିଗଲେ ଯୁବକ ।

News Fuse
ଦୁଇ ନେତା ହେଲେ ଠେଲାପେଲା, ମଝିରେ ପଶିଗଲେ ସୁର ଭାଇ

ପୂର୍ବତନ ସାଂସଦ ତଥାଗତ ସତପଥୀ ବହୁତ ଚେଷ୍ଟା କଲେ । କିନ୍ତୁ ପାରିଲେନି । ଜିତିଗଲେ ଜଣେ ବିଧାୟକ । ଏଥିପାଇଁ ସୁର ଭାଇ ଦାୟୀ ନା କେନ୍ଦ୍ର ଦାୟୀ ।

Special story
ନିର୍ଜନ ରାସ୍ତା ଦେଖି ହଇରାଣ କଲେ ୬ ଯୁବକ : ଏକୁଟିଆ ସମସ୍ତଙ୍କୁ ପାନେ ଚଖେଇଲେ ଯୁବତୀ

ଯୁବତୀଙ୍କ ଫ୍ଲାଇଙ୍ଗ୍‌ କିକ୍‌ରେ ଘାଇଲା ୬ ଯୁବକ , ମାଡ଼ ଖାଇ ଘାଇଲା ରୋଡ୍ ରୋମିଓ

Navigation equipment for boats & ships washes ashore at sea beach
ସମୁଦ୍ରରେ ଭାସି ଆସି କୂଳରେ ଲାଗିଲା, ଭୟଭୀତ ଲୋକେ...

ଅସ୍ତରଙ୍ଗ ଉପକୂଳରୁ ଏକ ଭାସମାନ ଦିଗ ନିର୍ଣ୍ଣୟ ଯନ୍ତ୍ର ମିଳିଛି। ଅସ୍ତରଙ୍ଗ ଉପକୂଳ ଅଣକଣ ତଣ୍ଡାରେ ଏହା ଲାଗିଥିବା ଦେଖିବାକୁ ମିଳିଛି।

Bhogeshwar elephant with longest tusk died
ଦେଶର ସବୁଠୁ ଲମ୍ୱା ଦାନ୍ତ ଥିବା ହାତୀର ଦେହାନ୍ତ; ସୋସିଆଲ୍‌ ମିଡିଆରେ ଦୁଃଖ ପ୍ରକାଶ କଲେ ୟୁଜର୍ସ

ଦେଶର ସବୁଠୁ ଲମ୍ୱା ଦାନ୍ତ ଥିବା ହାତୀର ମୃତ୍ୟୁ ଘଟିଛି । ସୋସିଆଲ୍‌ ମିଡିଆରେ ୟୁଜର୍ସଙ୍କ ଦୁଃଖ ପ୍ରକାଶ...

Special Story | Villagers adopt ‘desi’ technique to clean well
ପୂରା ଦେଶୀ ଷ୍ଟାଇଲ୍‌; ଶଗଡ଼ ଚକ, ଦୌଡ଼ି ସାହାଯ୍ୟରେ କୂଅରୁ ଉଠିଲା ପଙ୍କ

ପୂରା ଦେଶୀ ଷ୍ଟାଇଲ୍‌। ଗୋଟିଏ ଶଗଡ଼ ଚକ, ଦୌଡ଼ି, ଟିଣକୁ ବ୍ୟବହାର କରି କୂଅରୁ ଖାଲି ହୋଇଗଲା ସବୁ ପଙ୍କ। ବିନା କୌଣସି ଖର୍ଚ୍ଚରେ ନିଜସ୍ୱ ବୁଦ୍ଧିରେ କୂଅରୁ ବାହାରିଲା ପଙ୍କ। ଦେଶୀ ଯୁଗାଡ଼କୁ ଦେଖିବା ପାଇଁ ଲୋକଙ୍କର ଲାଗିଲା ଗହଳି...ଦେଖନ୍ତୁ କେମିତି କଢା ଯାଉଛି ପଙ୍କ

Elephant Died
ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ, ବାଜିଥିଲା ୬ଟି ଗୁଳି

୮ ଦିନ ତଳେ ଆହତ ହାତୀ ଠାବ ପରେ ଚିକିତ୍ସା ଆରମ୍ଭ ହୋଇଥିଲା । ହାତୀର ଶରୀରରେ ମୋଟ ୬ଟି ଗୁଳି ବାଜିଥିବା ଜଣାପଡ଼ିଥିଲା ।

This WagonR Modified To Look Like An Autorickshaw Will Blow Your Mind
ଦମ୍‌ଦାର ଜୁଗାଡ୍ ! ୱାଗ୍‌ନର ଗାଡ଼ିକୁ ଅଟୋରେ ପରିଣତ କଲେ ଏହି ଯୁବକ

ଇଏ ୱାଗ୍‌ନର ନା ଅଟୋ ? ଦେଖନ୍ତୁ ଭିଡ଼ିଓ...

Odisha Man Grows Apple
୪୨ ଡିଗ୍ରୀ ତାପମାତ୍ରାରେ ବି ଗଛରେ ଫଳୁଛି ଲାଲ ଟହଟହ ଆପେଲ୍‌

ପ୍ରବଳ ଗୁଳୁଗୁଳି, ପ୍ରଚଣ୍ଡ ତାତି। ତାପମାତ୍ରା ପାଖାପାଖି ୪୨ ଡିଗ୍ରୀ ହେବ। ହେଲେ ଓଡିଶାର ଏଇଠି ପ୍ରଚୁର ପରିମାଣରେ ଫଳୁଛି ଆପେଲ। ପେନ୍ଥା ପେନ୍ଥା ଝୁଲିଛି ସେଓ। ଲାଲ ଟହଟହ ସେଓ ଦେଖିଲେ ଆପଣଙ୍କ ପାଟିରେ ବି ଆସିଯିବ ଲାଳ। ଜାଣନ୍ତୁ ଏତେ ଖରାରେ କେମିତି ହେଉଛି ଆପେଲ ଚାଷ।

Spring Water
ଦିନେ ପାଣି ପାଇଁ ଡହଳ ବିକଳ ହେଉଥିଲେ, ଏବେ ବିନା ମୋଟର୍‌ରେ ମିଳୁଛି ୨୪ ଘଣ୍ଟା ପାଣି

ୟାକୁ କହନ୍ତି ବୁଦ୍ଧିର କରାମତି । ବିନା ମୋଟର ବିନା ଇଲେକ୍ଟ୍ରିରେ ଘରକୁ ଅନବରତ ଆସୁଛି ପାଣି । ଆଉ ନାହିଁ ପୂର୍ବର ଜଳକଷ୍ଟ । ଇଏ ପୁଣି ଆଦିବାସୀ ଇଲାକାରେ ।

Pray For Rahul
ପୁଅକୁ ଫେରି ପାଇବା ପାଇଁ ଖୁବ୍ ଆଶାବାଦୀ, ରାହୁଲଙ୍କ ବାପା

ଖୁବ୍ କମ୍ ସମୟ ଭିତରେ ରାହୁଲ ଉଦ୍ଧାର ହେବ ବୋଲି ଆଶ କରାଯାଉଛି । ତେବେ ରାହୁଲକୁ ଉଦ୍ଧାର କିରବା ପରେ ଗ୍ରୀନ୍ କରିଡର ଜରିଆରେ ବିଳାସପୁର ନିଆଯିବ ବୋଲି ସୂଚନା ମିଳିଛି ।

Bee-fence and Elephant Herds
ହାତୀପଲ୍ଲଙ୍କୁ ଘଉଡାଇବ ମହୁମାଛି

ହାତୀ-ମଣିଷ ଲଢେଇ ରୋକିବେ ମହୁମାଛି । ଏଥିପାଇଁ ଆଠମଲ୍ଲିକ ବନଖଣ୍ଡର ଦୁଇଟି ଗାଁରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରୋଜେକ୍ଟ । ରେଡ୍ୟୁସିଙ୍ଗ ଏଲିଫ୍ୟାଣ୍ଟ ହ୍ୟୁମାନ ଆଟାକ୍ସ ୟୁଜିଙ୍ଗ ବିଜ୍ ବା ରି-ହ୍ୟାବ୍ ପ୍ରୋଜେକ୍ଟରେ ଗାଁ ମୁହାଁ ହାତୀଙ୍କୁ ଘଉଡାଇବା ସହଜ ହେବ ବୋଲି ଆଶା ରଖିଛି ବନ ବିଭାଗ ।