• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ସାମଲ ଜଳ ସଂପଦ ଯୁଗ୍ମ ସଚିବ ହୋଇଥିବାବେଳେ କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି. OSMCL ଏମ୍‌ଡି ହୋଇଛନ୍ତି ।

  • IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର
  • ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ସାମଲ ହେଲେ ଜଳ ସଂପଦ ଯୁଗ୍ମ ସଚିବ
  • କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି. ହେଲେ OSMCL ଏମ୍ଡି
  • ପ୍ରେମଚନ୍ଦ୍ର ଚୌଧୁରୀ ହେଲେ କୃଷି ନିର୍ଦ୍ଦେଶକ
  • କେ. ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ସଂଗ୍ରାମ ମହାପାତ୍ର ହେଲେ ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକ
  • ନିଖିଲ ପବନ କଲ୍ୟାଣ ହେଲେ କଟକ ମହାନଗର କମିଶନର
  • ବିଜୟ ଅମୃତା କୁଲାଙ୍ଗେ ହେଲେ ଭୁବନେଶ୍ୱର ମହାନଗର କମିଶନର
  • ମଧୁସ୍ମିତା ସାହୁ ହେଲେ ରାଜସ୍ୱ ବିଭାଗ ଯୁଗ୍ମ ସଚିବ
  • ଗାଭାଲି ପରାଗ ହର୍ଷଦ ହେଲେ ସୁନ୍ଦରଗଡ଼ ଜିଲ୍ଲାପାଳ
  • ସ୍ୱଧା ଦେବସିଂ ହେଲେ ରାୟଗଡ଼ା ଜିଲ୍ଲାପାଳ
  • ସରୋଜ କୁମାର ମିଶ୍ର ହେଲେ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ
  • ଅନନ୍ୟା ଦାସ ହେଲେ ସମ୍ବଲପୁର ଜିଲ୍ଲାପାଳ
  • ଦିବ୍ୟଜ୍ୟୋତି ପରିଡ଼ା ହେଲେ ଗଂଜାମ ଜିଲ୍ଲାପାଳ
  • ସିଦ୍ଧେଶ୍ୱର ବଳିରାମ ବୋନ୍ଦର ହେଲେ ଭଦ୍ରକ ଜିଲ୍ଲାପାଳ
  • ତ୍ରିଲୋଚନ ମାଝୀ ହେଲେ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ
  • ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ହେଲେ ବାଲେଶ୍ୱର ଜିଲ୍ଲାପାଳ
  • ସୋମେଶ କୁମାର ଉପାଧ୍ୟାୟ ହେଲେ ଦେବଗଡ଼ ଜିଲ୍ଲାପାଳ
  • ପି. ଅନ୍ୱେଷା ରେଡ୍ଡୀ ହେଲେ କଳାହାଣ୍ଡି ଜିଲ୍ଲାପାଳ
  • ପାଟିଲ ଆଶିଷ ଈଶ୍ୱର ହେଲେ କନ୍ଧମାଳ ଜିଲ୍ଲାପାଳ
  • ହେମକାନ୍ତ ସାଏ ହେଲେ ନୂଆପଡ଼ା ଜିଲ୍ଲାପାଳ
  • କୀର୍ତ୍ତୀ ଭାସନ ହେଲେ ଗଂଜାମ ପିଡି ଡିଆର୍ଡିଏ
  • ସୂର୍ଯ୍ୟବଂଶୀ ମୟୂର ବିକାଶ ହେଲେ ଭୁବନେଶ୍ୱର ମହାନଗର ଅତିରିକ୍ତ କମିଶନର
  • ଜେ. ସୋନାଲ ହେଲେ ବ୍ରହ୍ମପୁର ମହାନଗର କମିଶନର
  • ଅକ୍ଷୟ ସୁନୀଲ ଅଗ୍ରୱାଲ ହେଲେ ଜିଏ ବିଭାଗ ଅନୁସଚିବ